Daily Archives

୩ ଦିନ ରଥଟଣା ପରେ ମାଉସୀ ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତ ଅର୍ଡା ଗାଁରେ ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ ହୋଇଛି । ମଙ୍ଗଳବାର ଦିନ ଶ୍ରୀମନ୍ଦିରରୁ ବାହାରିଥିଲେ । ବୁଧବାର ଦିନ ପୁଣି ଅଧା ବାଟକୁ ନେଇଥିବା ମହାପ୍ରଭୁଙ୍କ ରଥକୁ ଗୁରୁବାର ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ମାଉସୀ ମା'
Read More...

ନାବାଳକ ଗୁଣନିଧି ବାଗଙ୍କୁ ନ୍ୟାୟ ଦାବୀରେ ଏଆଇଡିଏସ୍‌ଓ ଓ ଏଆଇଡିୱାଇଓ ପକ୍ଷରୁ ଏସ୍‌.ପି. ଅଫିସ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାବାଳକ ଗୁଣନିଧି ବାଗଙ୍କୁ ନ୍ୟାୟ ଦାବୀରେ ଏଆଇଡ଼ିଏସ୍‌ଓ ଓ ଏଆଇଡ଼ିୱାଇଓ ଛାତ୍ର ସଂଗଠନ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୁହାଯାଇଛି ଯେ, ଦେଶର ଶାସକ ଶ୍ରେଣୀଙ୍କ ପକ୍ଷରୁ ଦେଶ ବିକାଶ ଓ ଅମୃତରେ ଭାସୁଛି ବୋଲି
Read More...

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଏନ୍‌ଫୋଳର୍ସମେଣ୍ଟକୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପପିଚୁ ରାସ୍ତା ଉପରେ ଲୁହାଚକ ଟ୍ରାକ୍ଟର ଚାଳନା ଉପରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିର୍ଦେଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ
Read More...

ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ଋଣ ଆଦାୟ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ଋଣ ଆଦାୟ ମେଳା ୨୦୨୩ କୋଏଲ ନଗର ସି ବ୍ଲକ ପାର୍କଠାରେ ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ପ୍ରାୟ ୧୦୪ କୋଟି ଲୋନ ଆକାରରେ ଦେଇଛି । ତେଣୁ ଗ୍ରହିତାଙ୍କ ସୁବିଧା ପାଇଁ ଏହି ମେଳା ଆୟୋଜନ କରାଯାଇଥିଲା । ଫଳରେ
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଓ ସମର ଶିକ୍ଷାର୍ଥୀବାହିନୀ ଦ୍ଵାରା ନବମ ଆନ୍ତର୍ଜାତିକ ଯୋଗ ଦିବସ ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଡ଼ଃ ଦିବ୍ୟକାନ୍ତି ବିଲୁଙ୍ଗଙ୍କ ସଂଯୋଜନାରେ
Read More...

ବାଟବଣା ଶିଶୁ ବିକାଶ ଯୋଜନା : ଘର ପିଣ୍ଢାରେ ଚାଲିଛି ମହୁଲପାଲି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଜନା ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯାହା ଫଳରେ
Read More...

ଦଶାବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାହୁପଡା ଗୋପାଲଜୀ ମନ୍ଦିର ସ୍ଥିତ ମାଉସୀ ମା' ମନ୍ଦିରଠାରେ ନୀତି ଭକ୍ତଙ୍କୁ ନିଜର ବିଭିନ୍ନ ଅବତାରର ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲୀଳାରେ ପରିଚିତ ସାରା ସଂସାର । ସତ୍ୟରୁ ତ୍ରେତୟା
Read More...

ଜୀବନ ସଂଗ୍ରାମରେ ଅନିକେଶ : ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶିଶୁଟିର ବୟସ ଏବେ ନଅ ବର୍ଷ ଅତିକ୍ରମ କରି ସାରିଛି । ଯେଉଁ ବୟସରେ ପାଠ ପଢିବା ସହ ଖେଳକୁଦ କରିବା କଥା ସେହି ବୟସରେ ଶଯ୍ୟାଶାୟୀ ହୋଇ ରହିଛି । ଗୋଟିଏ ଦୁର୍ଘଟଣାରେ ଅବସ୍ଥା ଏମିତି ହେଲା ଯେ, ଶିଶୁ ଖଟରୁ ଉଠିବା ମଧ୍ୟ ସମ୍ଭବ ହେଉ ନାହିଁ । ଶିଶୁଟିର ଏଭଳି
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆଜି ବଲାଙ୍ଗିର ସଦର ମହକୁମାରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ମହିଳା ସଂଗଠନ । ଜିଲ୍ଲାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ତଥା ମହିଳାମାନଙ୍କୁ ଉଚିତ୍‌ ନ୍ୟାୟ ମିଳୁ ନଥିବା ଯୋଗୁଁ ଆଜି ପଶ୍ଚିମ ଓଡିଶା
Read More...

ମାତାଲ୍‌ ସ୍ୱାମୀର ଅମାନବୀୟକାଣ୍ଡ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଜଣେ ମାତାଲ୍‌ ସ୍ୱାମୀ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ନିଜ ଧର୍ମପତ୍ନୀଙ୍କୁ । ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ପାଟଣାଗଡ଼ ବରମ୍‌ପୁରା ସଅଁରାପଡ଼ାରେ । ମୁହଁରେ ଟାଙ୍ଗିଆ ଚୋଟ ଯୋଗୁଁ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାଟଣାଗଡ଼
Read More...