Daily Archives

ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ କେନ୍ଦ୍ର…

ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତାରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ଉତ୍ତରପ୍ରଦେଶ ଓ ବିହାରରେ ବିଶେଷଜ୍ଞ ଦଳ ମୁତୟନ ପାଇଁ ଦେଲେ ନିର୍ଦ୍ଦେଶ“ବର୍ଦ୍ଧିତ ତାପମାତ୍ରର ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଗବେଷଣା ସହିତ ନିର୍ଦ୍ଦିଷ୍ଟ
Read More...

ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ,ନମସ୍କାର । ‘ମନ୍ କି ବାତ୍‌’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍‌’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ
Read More...

ଲୋକ ଗୀତ ଗବେଷଣା ପାଇଁ ମୁରଲି ପତିଙ୍କୁ ରାଷ୍ଟ୍ରୀୟ ଫେଲୋସିପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ସଂସ୍କୃତି ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ଫେଲୋସିପ ପାଇଁ ଚଳିତ ବର୍ଷ ବଲାଙ୍ଗିରରୁ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ଗୁରୁ ମୁରଲିଧାରୀ ପତି ଲୋକଗୀତ ବରିଷ୍ଠ ବିଭାଗରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ
Read More...

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଜିନ୍ଦଲ ନଗର ପରିସରରେ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ଆୟୋଜିତ ହୋଇଥିବା ଏକ ଯୋଗ କାର୍ଯ୍ୟକ୍ରମରେ କମ୍ପାନୀର ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ହୃଦୟେଶ୍ୱର ଝା ମୁଖ୍ୟ ଅତିଥି ଭାବେ
Read More...

ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା' ମନ୍ଦିରରେ ବୁଧବାର ଶ୍ରୀ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ଧାରଣ କରିଥିଲେ । ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ଏବେ ମାଉସୀ ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀ ଜଗନ୍ନାଥ ।
Read More...

ରେଳ ଉପଭୋକ୍ତା ସଂଘର ସଭାପତି କ୍ଷେତ୍ରୀୟ ରେଲୱେକୁ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ତରଫରୁ କେନ୍ଦ୍ର ରେଳବାଇ ବିଭାଗ ଓ ଭୁବନେଶ୍ୱର ସ୍ଥିତ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଚିଠି ଲେଖିଲା ପରେ ସଂଘକୁ ରେଲୱେ କମିଟି ଦ୍ୱାରା ସ୍ୱିକୃତି ମିଳିଛି । ତେଣୁ ସେମାନେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର
Read More...

ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରଠାରେ ଆନ୍ତଃ ବିଦ୍ୟାଳୟରେ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଏବଂ ବ୍ୟକ୍ତିତ୍ୱ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି, ବଲାଙ୍ଗିରଠାରେ ଆନ୍ତଃ ବିଦ୍ୟାଳୟ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଏବଂ ବ୍ୟକ୍ତିତ୍ୱ ପରିମାର୍ଜନ ଶିବିର ବିଶ୍ୱାତ୍ମ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ
Read More...

ଓମ୍‌ ଶାନ୍ତି ଯୋଗପୀଠରେ ଯୋଗ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ସକାଳ ଘ.୬ ସମୟରେ ଓମ୍‌ ଶାନ୍ତି ଯୋଗପୀଠ ଦ୍ୱାରା ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଗଲା । ସଭାପତି ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ମନେ ପକାଇଥିଲେ
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର (ଆନନ୍ଦ ନିକେତନ) ଖୁଜେନପାଲିଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଶ୍ୱାତ୍ମ ଚେତନା ପରିଷଦର ଯୁଗ୍ମ ସଂପାଦକ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗ ଶାରୀରିକ ଲାଭ ବ୍ୟତୀତ
Read More...

ପ୍ରଶାନ୍ତ ତ୍ରିପାଠୀ ଶବ୍ଦ ସୁଧାକର ସମ୍ମାନରେ ସମ୍ମାନିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଟାଉନ ବାଳିକା ହାଇସ୍କୁଲ ପରିସରରେ ଦେଓଗାଁ ବ୍ଲକ ସାହିତ୍ୟ ଘରର ବରିଷ୍ଠ ସଭ୍ୟ ତଥା ଅଫମରା ଗାଁର ପ୍ରଶାନ୍ତ ତ୍ରିପାଠୀଙ୍କୁ ଭାରତୀୟ ସାହତ୍ୟ ସଂସ୍କୃତି ସଂସଦ, ବଲାଙ୍ଗିର ଶାଖା ଦ୍ୱାରା ଆୟୋଜିତ ସାରସ୍ୱତ ମହାକୁମ୍ଭ ସମ୍ବର୍ଦ୍ଧନା ସଭାରେ ଶବ୍ଦ
Read More...