Daily Archives

ଦେଓଗାଁରେ ଅଞ୍ଚଳରେ ପବିତ୍ର ରଥଯାତ୍ରା ସମାପନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ବିଭିନ୍ନ ଗାଁର ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦେଓଗାଁରେ ଚଳିତ ବର୍ଷ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ କଛାରପାଲି ଗ୍ରାମବାସୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
Read More...

କୁନି କାରିଗର ଲିପୁନ ଚନ୍ଦନଙ୍କ କୁନି ରଥ ନିର୍ମାଣ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : କୁନି କାରିଗର ଲିପୁନ ଚନ୍ଦନ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ କଅଁଗା ଗ୍ରାମର । ବୟସ ତାଙ୍କର ୧୫ ବର୍ଷ ସେ ବିଭିନ୍ନ ପ୍ରକାରର କାରିଗରୀ କରି ଅଞ୍ଚଳରେ ବେଶ ଚର୍ଚ୍ଚିତ । ଏ ବର୍ଷ ସେ ୧୬ ଚକିଆ ନନ୍ଦିଘୋଷ ରଥ ନିର୍ମାଣ
Read More...

ବଲାଙ୍ଗିର ସାମ୍ବାଦିକ ଭବନରେ ଲୋକାର୍ପିତ ହେଲା ମହାପ୍ରୟାଣ ଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନରେ ଆଜି ସଂଧ୍ୟାରେ ଲୋକାର୍ପିତ ହେଇଯାଇଛି ମହାପ୍ରୟାଣ ଯାନ । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଯୋଗଦାନ କରି
Read More...

ଶାରଳା ପରିବାର ପକ୍ଷରୁ ରଥଯାତ୍ରା ଅବସରରେ କାନିକା ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵେଚ୍ଛାସେବୀ ସଂଗଠନ ଶାରଳା ପରିବାର ପକ୍ଷରୁ ସେକ୍ଟର -୨୦ ଡି ବ୍ଲକ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ରଥଯାତ୍ରା ଅବସରରେ ସଂଗଠନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀଙ୍କ ତତ୍ଵାବଧାନରେ ଶାରଳା ପରିବାରର ସମସ୍ତ ସଭ୍ୟ ଓ ସଭ୍ୟାମାନେ
Read More...

ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ତରଫରୁ ରାଜେନ୍ଦ୍ର ୟୁନିଭରସିଟି ନିକଟସ୍ଥ ଆକୁଳ ଚନ୍ଦ୍ର ସାହୁଙ୍କ ଆନନ୍ଦ ଧାମରେ ଏକ ବିରାଟ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଯୋଗ ଦିବସରେ ଆମ ସଙ୍ଗଠନର ମହାନ ଯୋଗାଚାର୍ଯ୍ୟ ଅରୁଣ କୁମାର ଯୋଶୀଙ୍କ ଆହ୍ୱାନ
Read More...

ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ ଘଟଣା : ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୨୦ ତାରିଖ ମଙ୍ଗଳବାର ରାତିରେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ପ୍ରାରମ୍ଭିକ ଚିକିତ୍ସା କରିବା ଭିତରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଡାକ୍ତର ବିଜୁ
Read More...

ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସନ୍ତରଣ, ଲନ୍ ବଲ୍, ଫେନ୍ସିଂ, ମର୍ଣ୍ଣିଂ ୱାର୍କ ଏସୋସିଏସନ୍‌ ତଥା ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ଯୋଗ ଦେଇଥିଲେ
Read More...

ଯୋଗ ଓ ପ୍ରାଣାୟାମ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ : ଜିଲ୍ଲାପାଳ

ଯୋଗ ଓ ପ୍ରାଣାୟାମ ଜୀବନର ଅନୁଶାସନରେ ଗୁରୁତ୍ୱପୂର୍ଣ୍ଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ନୂତନ ଟାଉନ ହଲଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦର ମିଳିତ ସହଯୋଗରେ ଆୟୋଜିତ ଜିଲ୍ଲା ପ୍ରଶାସନର ଏହି ଅନ୍ତର୍ଜାତୀୟ ଯୋଗ ଦିବସ
Read More...

ବୃହତ୍ ଉଠା ଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୃହତ୍ ଉଠା ଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସଚେତନତା ରଥର ଶୁଭାରମ୍ଭ ଅବସରରେ କୃଷି ବିଭାଗ ବଲାଙ୍ଗିର ଓ ସିଡ଼ିପିର ସହଯୋଗୀ ସଂସ୍ଥାମାନଙ୍କ ପକ୍ଷରୁ ସଚେତନତା ରଥକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ମୁଖ୍ୟ ଜିଲ୍ଲା କୃଷି
Read More...

ବଲାଙ୍ଗିର ସହରର ପୁରୁଣା ରାଜବାଟୀ ରୋଡର ସମାଜ ମଙ୍ଗଳ ଅଧିକାରୀଙ୍କ ଅଫିସ ସମ୍ମୁଖରେ ରାସ୍ତା ମଝିରେ ୧୧ କେଭି ତାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପୁରୁଣା ରାଜବାଟୀ ରୋଡର ସମାଜ ମଙ୍ଗଳ ଅଧିକାରୀଙ୍କ ଅଫିସ ସମ୍ମୁଖରେ ୧୧ କେଭି ତାର ସଟ୍‌ ସର୍କିଟ୍‌ ଯୋଗୁଁ ନିଆଁ ଲାଗି ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଏତିକି ବେଳେ ଲାଇଟ ଖୁମ୍ବ ଓ ରାସ୍ତା ମଝିରେ ମଧ୍ୟ ନିଆଁ ଜଳୁଥିବାର
Read More...
error: Content is protected !!