Daily Archives

ସଂଗ୍ରାମୀ ସାଥୀ ସୁଭାଷ ପରିଡାଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଗଣତନ୍ତ୍ରରେ ସାଧାରଣ ଜନତାଙ୍କ ଭୂମିକା ଓ ସରକାରଙ୍କ ସମ୍ପର୍କିତ ଆଲୋଚନାଚକ୍ର ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଜିପୁରସ୍ଥିତ ସନ୍ତୋଷୀ ମା’ କଲ୍ୟାଣ ମଣ୍ଡପଠାରେ ସଂଗ୍ରାମୀ ସୁଭାଷ ପରିଡାଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଗଣତନ୍ତ୍ରରେ ସାଧାରଣ
Read More...

ଅମୃତଧାରା ପାନୀୟଜଳ ବ୍ୟବସ୍ଥା ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୈନ ଶ୍ୱେତାମ୍ବର ତେରାପନ୍ଥୀ ସଭା ତରଫରୁ ବଲାଙ୍ଗିର ପାଟଣା ହୋଟେଲ ଛକ ନିକଟରେ ସର୍ବସାଧାରଣଙ୍କ ପାଇଁ ଏକ ଅମୃତଧାରା ପାନୀୟଜଳ ବ୍ୟବସ୍ଥା ଆଜି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପାଖାପାଖି ୨ ଲକ୍ଷ
Read More...

ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘରେ ଗ୍ୟାସ ଯୋଗେ ରୋଷେଇ କରୁଥିବା ବେଳେ ଗ୍ୟାସରେ ନିଆ ଲାଗିଲେ କିପରି ଭାବେ ଆୟତ୍ତ କରିବା, ବିପର୍ଯ୍ୟୟ ପରିସ୍ଥିତିରେ
Read More...

ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ପ୍ରତିବଦ୍ଧତା ରଖି ତିଆରି ହୋଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡ୍ରିମ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ ସିଭିଲଟାଉନସିପ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ପଦ୍ମିନୀ ପାଣିଗ୍ରାହୀ ଓ ଅଧ୍ୟକ୍ଷ ଅମୀୟ ଦାସ,
Read More...

ରଂଗ ଫିକା କିନ୍ତୁ ଫୁଟିଛୁ, ବଂଚିବାର ପ୍ରୟାସରେ ଲାଗିଛୁ

ମୃଗାକ୍ଷୀ ୪୫ ଡିଗ୍ରୀ ଖରାରେ ଯେତେବେଳେ ଆମେ ଆମର ଫୁଟିବାର ଧର୍ମ ଛାଡୁନାହୁଁ ରେ ମାନବ, ତୁ କେମିତି ତୋର ମାନବ ଧର୍ମ ଛାଡି ଦେଉଛୁ ?ଘରେ ଆଉ କେତେଟା କେଠରୀରେ ଏସି ଲଗାଇବୁ ? ଚାରିଆଡେ ତ' କଂକ୍ରିଟ୍ ଜଂଗଲ କଲୁ, ତାତିରୁ ତ୍ରାହି ପାଇବୁ କିପରି ? କେବେ ବୁଝିବୁ ପାଠପଢା ଯେତେବେଳ
Read More...

ସହଯୋଗ ଫାଉଣ୍ଡେସନ ଦ୍ୱାରା ଆସନ୍ତା ୨୧ରେ ଅନୁଷ୍ଠିତ ହେବ ସାମୁହିକ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ଜୁନ୍ ୨୦୧୫ରେ ସମଗ୍ର ବିଶ୍ୱରେ ପାଳନ କରାଯାଇଥିଲା । ଏହି ଦିନ କୋଟି କୋଟି ଲୋକ ଦୁନିଆରେ ଯୋଗ କରିଥିଲେ ଯାହା ଏକ ରେକର୍ଡ ଥିଲା । ଯୋଗ ହେଉଛି ବ୍ୟାୟାମର ଏକ ପ୍ରଭାବଶାଳୀ ରୂପ, ଯାହା ମାଧ୍ୟମରେ କେବଳ ଶରୀରର ଅଂଶ ନୁହେଁ,
Read More...

ବିନିକା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୨ ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ
Read More...

ତେଲେନପାଲି ଗ୍ରାମରେ ବଜାର ଗୃହ ଉଦ୍‌ଘାଟନ କଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତେଲେନପାଲି ଓ ସୋଲବନ୍ଧ ପଞ୍ଚାୟତରେ ବିଜେଡିର ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ବିଜେଡ଼ିକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ
Read More...

ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ନବ ଯୌବନ ଦର୍ଶନ ପାଇଁ ବିଧିବଦ୍ଧ ପୂଜା ସମ୍ପନ୍ନ : କାଲି ହେବ ଘୋଷଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ, ଶ୍ରୀ ଶ୍ରୀ ଧବଳେଶ୍ୱର ମହାପ୍ରଭୁ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ନିମନ୍ତେ ସକାଳୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ସମ୍ପନ୍ନ ହେବା ପରେ ମନ୍ଦିର ଉପରେ ଧ୍ଵଜା
Read More...

ନିରନ୍ତର ଜଳ ଯୋଗାଣ ଦାବୀରେ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଲାଣି । ତା'ସାଙ୍ଗକୁ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ହେଉ ନଥିବାରୁ ମହିଳାଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା । ଆଜି ପୂର୍ବାହ୍ନ ୧୧ଟାରେ ଲୋଇସିଂହା ସହରର ଶତାଧିକ ମହିଳା ଗରା, ମାଠିଆ ଧରି
Read More...