Daily Archives

ସ୍ତ୍ରୀର ଶବକୁ ବସ୍ତାରେ ଭରି ପେଟ୍ରୋଲ ଢାଳି ପୋଡିଦେଲା ନୃଶଂସ ସ୍ୱାମୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ତ୍ରୀର ଶବକୁ ବସ୍ତାରେ ଭରି ପେଟ୍ରୋଲ ଢାଳି ପୋଡିଦେଇ ଅଚିନ୍ତାରେ ବୁଲୁଥିଲା ନୃଶଂସ ସ୍ୱାମୀ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତଲାମହୁଲ ଗ୍ରାମରେ ଏଭଳି ଏକ ଛାତିଥରା ଘଟଣା ଘଟିଯାଇଛି । ଦୋଷାଦୋଷ କ୍ଷମା କରିବା ପାଇଁ
Read More...

ପ୍ରଦୀପ ମହାପାତ୍ରଙ୍କ ଗଳ୍ପ ସଙ୍କଳନ ‘ହଜି ହଜି ଯାଉଥିବା ଗୋଟିଏ ପୃଥିବୀ ସଂପର୍କରେ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଳ୍ପ କେବଳ ଆନନ୍ଦ ପାଇଁ ନୁହେଁ,ବରଂ ଗଳ୍ପରେ ଥିବା ଭାବଭୂମି ସମସାମୟିକ ଜୀବନକୁ ନେଇ ଓ ସାଂପ୍ରତିକ ସମୟକୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ । ଗାଳ୍ପିକ ପ୍ରଦୀପ ମହାପାତ୍ରଙ୍କ ଗଳ୍ପରେ ଆଧୁନିକତା ନାମରେ ନାହିଁ ଉଶୃଙ୍ଖଳତା, ରହିଛି ନୀତିନିଷ୍ଠ ଭାବ । ପ୍ରେମର
Read More...

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଷଷ୍ଠ ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୮ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପଟ୍ଟଶିଷ୍ୟ, ସେବା ଓ କରୁଣାର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପ୍ରତ୍ୟୁଷରେ
Read More...

ଏକାଦଶାହ ଅବସରରେ ସ୍ୱର୍ଗତ ଧନୁଞ୍ଜୟ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ହୀରାପୁର ଗ୍ରାମଠାରେ ଯାଦବ ସମାଜ ପକ୍ଷରୁ ସ୍ୱର୍ଗତ ଧନୁଞ୍ଜୟ ପାଣ୍ଡେଙ୍କ ଏକାଦଶାହ ଅବକାଶରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଶିକ୍ଷକ ଡୋଳାମଣି ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଟ
Read More...

ପିତୃ ଦିବସରେ ପିତାଙ୍କୁ ଉପହାର : ଗୁରୁଶ୍ରୀ ଡିଲେଶ୍ୱର ତ୍ରିପାଠୀଙ୍କ ଚଉତିଶା ମୁକ୍ତିଭିକ୍ଷାର ପୋଷ୍ଟର ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ପିତୃ ଦିବସ । ପୁର୍ବତନ ସଂସ୍କୃତି ବିଭାଗ କର୍ମଚାରୀ ପୁତ୍ର ମଳୟ ତ୍ରିପାଠୀ ପିତା ଗୁରୁଶ୍ରୀ ଡିଲେଶ୍ୱର ତ୍ରିପାଠୀଙ୍କ ରଚିତ ଚଉତିଶା ମୁକ୍ତିଭିକ୍ଷାର ପୋଷ୍ଟର ଲଞ୍ଚ କରି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରକାଶ ଯେ, ଶ୍ରୀରାମ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦ୍‌ଘାଟନ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ
Read More...

ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ଗ୍ରାମରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ସୌଜନ୍ୟରେ ନିକଟସ୍ଥ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଦିନିକିଆ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ହରିପୁର-ବନ୍ଦର ଗ୍ରାମ,
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସମିତିସଭ୍ୟ ସଭ୍ୟାଙ୍କ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ସମିତିସଭ୍ୟ ସଭ୍ୟାଙ୍କ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ ହୋଇଛି । ଗତକାଲି ଛତ୍ରପୁରଠାରେ ଅନୁଷ୍ଠିତ ଏହି ସମସ୍ତ ସଭ୍ୟସଭ୍ୟାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଏବଂ ନୂତନ କର୍ମକର୍ତ୍ତା ଗଠନ ହୋଇଛି । ତୃଣମୂଳ
Read More...

ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ କର୍ମଶାଳା : ଉତ୍ତମ ସମନ୍ଵୟ ରଖି ବିପର୍ଯ୍ୟୟର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି
Read More...