Daily Archives

ରଥ ଯାତ୍ରରେ କୀର୍ତ୍ତନ ନାଚିବାକୁ ଯାଉଥିବା ବେଳେ ପିକ ଅପ୍ ଗାଡ଼ି ଓଲଟି ଜଣେ ମୃତ, ୬ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ଼ ରୋଡ ସ୍ଥିତ ଭାଇଁଷା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରଥଯାତ୍ରା ରେ କୀର୍ତ୍ତନ ନାଚିବାକୁ ଯାଉଥିବା ଏକ ମହିଳା କୀର୍ତ୍ତନ ଦଳ ର ଗାଡ଼ି ଓଲଟିପଡ଼ିଛି । ଏହି ଘଟଣା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ
Read More...

ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାହୁଡା ଯାତ୍ରା ପାଇଁ ଧାରାବିବରଣୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବାହୁଡା ଯାତ୍ରା ଅବସରରେ ବଲାଙ୍ଗିର ସହରରେ ମୁଖ୍ୟରାସ୍ତା ବଡଦାଣ୍ଡରେ ପ୍ରମୁଖ ରଥ ଗୁଡିକ ଯିବା ଆସିବା ରାସ୍ତାରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଆୟୋଜନରେ ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସହରର ମୁଖ୍ୟ ରାସ୍ତାରେ ଥିବା ଆଶିଷ
Read More...

ବଲାଙ୍ଗିର ସହରରେ ବାହୁଡା ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବାହୁଡ଼ା ଯାତ୍ରା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଅନ୍ୟ ରଥ ଭଳି ବଲାଙ୍ଗିର ସହରର ଗୋପାଳଜୀ ମନ୍ଦିରର ରଥ ମଧ୍ୟ ବାହୁଡ଼ିଛି । ହସ୍‌ପିଟାଲ୍‌ ଛକ ନିକଟସ୍ଥ ମାଉସୀ ମନ୍‌ନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ରଥ ବାହାରିଛି ।
Read More...

ବାହୁଡ଼ିଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାହୁଡ଼ିଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ ରଥ । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଜଗତର ନାଥ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରଥଯାତ୍ରା ଦିନ ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟରୁ କାଳିଆ ଠାକୁର,
Read More...

ଏଛିନ୍‌ କନ୍ଦଉଛେ ପାତଲ୍‌ଘଁଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁନ୍‌ ତର୍‌କାରୀ ଥି ପାତଲ୍‌ଘଁଟା ଟିକେ ନେଇଁ ପଡ଼୍‌ଲେ ଅସଲ୍‌ ସୁଆଦ୍‌ ନେଇ ଆସେ । ହେଥିର୍‌ ଲାଗି ତ' ରନ୍ଧାଘରେ ରଜା ପାଲ୍‌ଟିଥିସି ପାତଲ୍‌ଘଁଟା । ମାତର୍‌କ ଏଛିନ୍‌ କନ୍ଦଉଛେ ପାତଲ୍‌ଘଁଟା । ତାର୍‌ ଭାଉ ଶୁନି ଦେଲେ ମୁଡ଼୍‌ ଝାଏଁ ଝାଏଁ କରୁଛେ ଲୁକର୍‌ ।
Read More...

ଜରାସିଂହା ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ କଳକୀ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଜରାସିଂହା ଗାଁର ମାଉସୀ ମାଁ ମନ୍ଦିରରେ ବୁଧବାର ଶ୍ରୀ ଜଗନ୍ନାଥ କଳକୀ ଅବତାର ଧାରଣ କରିଥିଲେ। ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।
Read More...

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନାଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଭାଗୃହ ପ୍ରାଙ୍ଗଣରେ ଗାଳ୍ପିକ ସୁରେନ୍ଦ୍ର ନାଥ ଜେନାଙ୍କର ପ୍ରଥମ ଗଳ୍ପ ସଙ୍କଳନ "ସୂର୍ୟ୍ୟସ୍ନାତ" ଉନ୍ମୋଚନ ଉତ୍ସବ ଓଡିଶା ସାହିତ୍ୟ ଏକାଡେମିର ସଦସ୍ୟ କଵି ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ସଂଖ୍ୟାଲଘୁଙ୍କ ଆର୍ଥିକ ଓ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ଚେଷ୍ଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଏସ୍‌ଟି, ଏସ୍‌ସି ବିକାଶ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପରାମର୍ଶଦାତା ତାହିରା ଖାତୁନ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ପାନପୋଷ ସର୍କିଟ ହାଉସ୍ ଠାରେ ଅବସ୍ଥାନ କରିବା ସହ ବିଭିନ୍ନ ଅଂଚଳ ଗସ୍ତ କରି ବିଭିନ୍ନ ସଂଖ୍ୟାଲଘୁ
Read More...

ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଯୁବ ସମାଜସେବୀ ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଅଭିଷେକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେକ୍ଟର ୧୬ ଧବଳେଶ୍ୱର ମନ୍ଦିରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ତୃଣମୂଳ କଂଗ୍ରେସର ଦକ୍ଷିଣ ପୂର୍ବ
Read More...

ଡେଲାଙ୍ଗ ବ୍ଲକରେ ଲେବର କାର୍ଡ ବଣ୍ଟନ ମେଳା

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଡେଲାଙ୍ଗ ବ୍ଲକରେ ଶ୍ରମିକମାନଙ୍କୁ ଲେବର କାର୍ଡ (ଶ୍ରମ କାର୍ଡ)ବିତରଣ କାର୍ୟ୍ୟର ଶୁଭାରମ୍ଭ ମଙ୍ଗଳବାର ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ଦ୍ୱାରା
Read More...