Daily Archives

ଜି ଟିଭି ଭାରତ ଓଡ଼ିଆର ୬ଷ୍ଠ ବାର୍ଷିକ ଉତ୍ସବ

ରାୟଗଡା : ସମ୍ବାଦପତ୍ର ତଥା ସାମ୍ବାଦିକ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ । ସେମାନେ ଜାଗ୍ରତ ହେଲେ ଦୁର୍ନୀତି ହଟିବା ସହ ସମାଜରେ ସଂସ୍କାର ଆସିଥାଏ । ସାମ୍ବାଦିକମାନେ କର୍ତ୍ତବ୍ୟ ନିଷ୍ଠ, ସତ୍ୟ ସମ୍ବାଦ ପରିବେଷଣ କଲେ ସମାଜରୁ ଦୁର୍ନୀତି ହଟିବା ସହ ସଂସ୍କାର ଆସିପାରିବ ବୋଲି ବକ୍ତାମାନେ
Read More...

ଅପହରଣ ପରେ ଯୁବକଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ରେଲୱେ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ଖୁଜେନପାଲି ପାଖରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ମୃତ ଯୁବକ ଜଣକ ଅଏଁଲାଚୁଆଁ ଗ୍ରାମର ରଜତ କୁମାର ପଧାନ(୨୩) ବୋଲି ଜଣାପଡ଼ିଛି । ତେବେ ରଜତଙ୍କୁ ଅପହରଣ କରି ହତ୍ୟା କରାଯିବା
Read More...

ନିଷାନ୍ ସାହିତ୍ୟ ସଂସଦର ଆଦ୍ୟ ଆଷାଢ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ସପ୍ତମ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୨୫ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ
Read More...

ସୁରକ୍ଷା, ନ୍ୟାୟ ଓ ସେବାର ମାନବିକତା ଦେଖାଇଲେ ବଲାଙ୍ଗିର ଟାଉନ୍ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅନିତା ରାଣୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁରକ୍ଷା, ନ୍ୟାୟ ଓ ସେବାର ମାନବିକତା ଦେଖାଇଲେ ବଲାଙ୍ଗିର ଟାଉନ୍ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅନିତା ରାଣୀ ପଟନିଆ । ସୂଚନା ଅନୁସାରେ ଗତ ୨୨ ତାରିଖ ଦିନ ଜଣେ ମହିଳା ଗାଡ଼ିରୁ ତଳେ ପଡ଼ିଯାଇ ଅସୁସ୍ଥ ହୋଇ ପଡିଥିବା ବେଳେ ପୋଲିସ ଅଧିକାରୀ ଅନିତା
Read More...

ବିବାହିତା ମହିଳାଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଂଚାୟତର ତେଲିସରାବାହିଲି ଗ୍ରାମରେ ଆଜି ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ମୃତକଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସରେ
Read More...

ଇଜିପ୍ଟରେ ଭାରତୀୟ ସମୁଦାୟ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟକୁ ସରକାରୀ ଗସ୍ତ ସମୟରେ ୨୪ ଜୁନ୍‌ ୨୦୨୩ରେ ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହିତ କଥା ହୋଇଛନ୍ତି । ଭାରତୀୟ ସମୁଦାୟ ସହିତ କଥା ହେବା ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଇଜିପ୍ଟ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର
Read More...

ବିଦ୍ୟୁତ (ଉପଭୋକ୍ତାଙ୍କ ଅଧିକାର) ନିୟମାବଳୀ, ୨୦୨୦ରେ ସଂଶୋଧନ କଲେ କେନ୍ଦ୍ର ସରକାର

• ଟାଇମ୍ ଅଫ୍ ଡେ (ଟିଓଡି ଟାରିଫ୍) ଓ ସ୍ମାର୍ଟ ମିଟରିଂ ନିୟମାବଳୀର ସରଳୀକରଣ ହେଲା ପ୍ରଚଳନ• ସୌର ଘଣ୍ଟା ସମୟରେ ବିଦ୍ୟୁତ ଟାରିଫ୍‌ ୨୦% କମ ରହିବ, ଅଧିକ ଚାହିଦା ସମୟରେ ୧୦-୨୦% ଅଧିକ ରହିବ; ଟିଓଡି ବ୍ୟବସ୍ଥାର ପ୍ରଭାବୀ ଉପଯୋଗରୁ ଗ୍ରାହକଙ୍କୁ ମିଳିବ ଲାଭ• ଟିଓଡି ବ୍ୟବସ୍ଥାର ସୁଫଳ
Read More...

ଉନ୍ନତ ଗମନାଗମନ ବ୍ୟବସ୍ଥା ଅଂଚଳର ସାମୁହିକ ବିକାଶ ପାଇଁ ରାସ୍ତା ଖୋଲେ : ନରସିଂହ

ଚନ୍ଦନଭାଟି - ଛତାମଖନା ରାସ୍ତା ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ଦେଲେ ନରସିଂହ ମିଶ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ଣରେ ବଲାଙ୍ଗିର - ସମ୍ବଲପୁର ରାସ୍ତା ଏନ୍‌ଏଚ୍‌ ୨୬ ଛତାମଖନା ଛକଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଶ୍ରୀ ମିଶ୍ରଙ୍କ ଦ୍ୱାରା
Read More...

ଜିଲ୍ଲା ଦଳିତ ସମାଜ ତରଫରୁ ସମ୍ବର୍ଦ୍ଧନା ସଭା : ସମ୍ବର୍ଦ୍ଧିତ ହେଲେ ୧୭ ଜଣ କଳାକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ କଳା ଓ ସଂସ୍କୃତି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହୋଇଥିବା ଗବେଷକ, ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଳାକାର ଓ ଶିଶୁ ପ୍ରତିଭାମାନଙ୍କୁ ଜିଲ୍ଲା ଦଳିତ ସମାଜ ତରଫରୁ ସ୍ଥାନୀୟ ସାମ୍ବାଦିକ
Read More...

ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ କେ ବୋଲ୍ ପ୍ରତିଯୋଗିତା : ସର୍ବଭାରତୀୟ ସ୍ତରରେ ଫାଇନାଲ ପାଇଁ ଚୟନ ହେଲେ ଛାତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ତାଙ୍କର ମନଲୋଭା ବକ୍ତୃତା ପାଇଁ ବେଶ ଜଣାଶୁଣା । ବକ୍ତୃତା କ୍ଷେତ୍ରରେ ତାଙ୍କର ପାରଙ୍ଗମତା ପାଇଁ ସେ ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ୟଙ୍ଗ ଇଣ୍ଡିଆ କେ ବୋଲ୍ ସିଜନ୍ ୩ର ସର୍ବଭାରତୀୟ ସ୍ତରର
Read More...