Daily Archives

ଗାଈବାହାଲଠାରେ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ କଲେ ନରସିଂହ : ବଡବନ୍ଧରେ ଦେଲେ ଭିତ୍ତି ପ୍ରସ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଦେଓଗାଁ ବ୍ଲକ ସ୍ଥିତ ଗାଈବାହାଲ ପଞ୍ଚାୟତର ଗାଈବାହାଲଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟନ ହୋଇଥିବା ଏହି ପକଳ୍ପରୁ ଗାଈବାହାଲ ଓ ଅର୍ଡା ଅଂଚଳରେ ସମସ୍ତ ଘରକୁ
Read More...

5-ଟି ଉପକ୍ରମରେ ନନ୍ଦନକାନନର ହେବ ରୂପାନ୍ତର

ଦୁଇଟି ପର୍ଯ୍ୟାୟରେ ରୂପାନ୍ତର ହେବ୨୦୨୩-୨୫ ଓ ୨୦୨୫-୨୮ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‌ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବପିଲାଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ କେନ୍ଦ୍ର ହେବନନ୍ଦନକାନନରେ ପ୍ଲାଷ୍ଟିକ ବ୍ୟବହାର
Read More...

ଗରିବ କଲ୍ୟାଣ ସମାବେଶ ପୂର୍ବରୁ ତାଳଚେର ଭାଜପାର ସାମ୍ବାଦିକ ସମ୍ମିଳନୀ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଳଚେର ମାଟିର ତୁଙ୍ଗ ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ ଦ୍ୱାରା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ସମାବେଶ କାର୍ଯ୍ୟକ୍ରମ ପୂର୍ବରୁ ତାଳଚେର ଭଜପା ଦଳର କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏହାର
Read More...

ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲ ଏସୋସିଏସନ୍‌ର ଜୋନ୍‌ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲ ଏସୋସିଏସନ୍‌ର ଜୋନ୍‌ସ୍ତରୀୟ ବୈଠକ ବଲାଙ୍ଗିର ମଣ୍ଟେଶ୍ୱରୀ ପବ୍ଲିକ୍‌ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନ୍‌ର ଚେୟାର୍‌ମେନ୍‌ ସତ୍ୟନାରାୟଣ ମିଶ୍ର, ସାଧାରଣ ସଂପାଦକ ଅବନ୍ତି ସୁତାର, ବଲାଙ୍ଗିର ସଂଘ ସଭାପତି
Read More...

କବାଡିବାଲା ଗୁଣ୍ଡା ଲଗାଇବା ମାହାଙ୍ଗା ପଡିଲା : ମାରଣାସ୍ତ୍ର ଧରି ଧମକଚମକ ଦେବା ସହ ଘର ଭଙ୍ଗାରୁଚା କରିବା ଘଟଣାରେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଘୁନସର ଗ୍ରାମରେ ଜଣେ କବାଡିବାଲାଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଚୋରି ସାମଗ୍ରୀ କିଣିବାକୁ ବିରୋଧ କରିବାରୁ କବାଡିବାଲା ଜଣକ ଗୁଣ୍ଡା ଲଗାଇ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ମହଙ୍ଗା ପଡିଛି । ଉକ୍ତ ଘଟଣାରେ ସଇଁତଲା ପୋଲିସ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଧରାକୋଟ ବ୍ଲକ୍ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧରାକୋଟ ବ୍ଲକ୍‌ର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେହି ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ଏହାର ସଫଳ ରୂପାୟନ ଦିଗରେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ଅଧିକାରୀମାନଙ୍କୁ
Read More...

ସାମ୍ବାଦିକଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବୀ ରଖିଲା ଜର୍ନାଲିଷ୍ଟ…

ବରଗଡ, (ନିରୋଜ କୁମାର ପାଣୀ) : ଗତ ଜୁନ ୨୦ ତାରିଖ ଦିନ ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ସମୟରେ କିଛି ନିର୍ଦ୍ଧିଷ୍ଟ ସେବାୟତମାନଙ୍କ ଦ୍ଵାରା ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକ ଚିତ୍ତ ରଞ୍ଜନ ମହାନ୍ତି ଓ ଚନ୍ଦ୍ରଶେଖର ପାତ୍ରଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଘଟଣାରେ
Read More...

ଝାରଖଣ୍ଡର ଦର୍‌ପା ଗ୍ରାମରୁ ଜଣେ ସାଇବର ଠକକୁ ଗିରଫ କଲା ବଲାଙ୍ଗିର ସାଇବର ଥାନା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଇବର ପୋଲିସକୁ ଏକ ବଡ ସଫଳତା ମିଳିଛି । ଝାରଖଣ୍ଡର ଦର୍‌ପା ଗ୍ରାମରୁ ଜଣେ ସାଇବର ଠକକୁ ବଲାଙ୍ଗିର ସାଇବର ପୋଲିସ ଗିରଫ କରିଥିବା ବେଳେ ଆଜି ଏ ସଂପର୍କରେ ସାଇବର ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ତୋଫାନ ବାଗ
Read More...

ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଟାଟା ପାୱାରର ପେଲେସ ଲାଇନ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜି ପାଣିଗ୍ରାହୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ରାଜନୈତିକ ଏବଂ ସାମାଜିକ ସଂଗଠନ ତରଫରୁ ପ୍ରଚଣ୍ଡ ରୌଦ୍ରତାପରେ ଅତିଷ୍ଠ ବଲାଙ୍ଗିର ସହରରେ ମେଣ୍ଟେନାନ୍‌ସ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଓ ଅଘୋଷିତ ବିଦ୍ୟୁତ କାଟ
Read More...

ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ପାଖାପାଖି ୨ ମାସର ଖରାଛୁଟିର ବ୍ୟବଧାନ ପରେ ଆଜି ସ୍କୁଲ ଖୋଲିବାରୁ ଛାତ୍ରଛାତ୍ରୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରାଯାଇଛି । ପିଲାଏ ଆସିଲେ,
Read More...