Yearly Archives

2021

ଗୋପବନ୍ଧୁ ପାଠାଗାରର ନୂତନ ପ୍ରେକ୍ଷାଳୟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ନୂତନ ପ୍ରେକ୍ଷାଳୟର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି । ଏହି ପ୍ରେକ୍ଷାଳୟ ପାଇଁ ଶ୍ରୀ ରାୟ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ । ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଫଳରେ
Read More...

ଶ୍ରୀ ଶ୍ରୀ ଶ୍ୟାମ ବିହାରୀଙ୍କ ଗୁଣଗାନ ରଥକୁ ବରଗଡ଼ରେ ସ୍ୱାଗତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ଶାନ୍ତି ଏବଂ କରୋନା କାଳରେ ଦୁଃଖ ଗ୍ରସ୍ତ ଲୋକଙ୍କ ଆତ୍ମିକ ଚିନ୍ତନ ବୃଦ୍ଧି ସକାଶେ ରାଜସ୍ଥାନର ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ଖାଟୁ ନରେଶଙ୍କ ଧାମରୁ ଭାରତ ଯାତ୍ରାରେ ବାହାରି ଥିବା ଶ୍ରୀ ଶ୍ରୀ ଶ୍ୟାମ ଅଖଣ୍ଡ ଜ୍ୟୋତି ରଥର ବରଗଡ଼ଠାରେ ଭବ୍ୟ ସ୍ଵାଗତ
Read More...

ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ନାମରେ ଫ୍ୟାକ୍‌ ଏକାଉଣ୍ଟ ଖୋଲିଥିବା ଅଭିଯୋଗ : ଟଙ୍କା ଅସୁଳି ପାଇଁ ଅଭିଯୁକ୍ତଙ୍କ ଉଦ୍ୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ସାଇବର ଅପରାଧୀମାନେ ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ହ୍ୟାକ କରି ଠକେଇ ଉଦ୍ୟମ କରୁଥିବା ବେଳେ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର । ତାଙ୍କ ଫେସବୁକକୁ ହ୍ୟାକ୍‌ କରି କେହି ଜଣେ ଫ୍ୟାକ
Read More...

ଦେଓଗାଁ ବିଜେପି ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ : ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ 

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବିଜେପି ତରଫରୁ ଦେଓଗାଁ ବସଷ୍ଟାଣ୍ଡ୍ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେବା ଓ ସମର୍ପଣ ଅଭିଯାନରେ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଶାନ୍ତ ଦାସ, ମହିଳା
Read More...

କଂଗ୍ରେସର ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାମଚନ୍ଦ୍ରପୁରଠାରେ କଂଗ୍ରେସର ମଣ୍ଡଳସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପିପିଲି ଉପନିର୍ବାଚନ ବୈତରଣୀ ପାରି ହେବା ପାଇଁ କଂଗ୍ରେସ ମୁଖିଆଙ୍କ ସମେତ ଦଳର ହେଭିେଓଟ୍‌ ନେତା ବୈଠକରେ ଯୋଗଦେଇ
Read More...

ଆସନ୍ତାକାଲି ଦିନିକିଆ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ : ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଦିନିକିଆ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବଲାଙ୍ଗିରର ବିକାଶ ପାଇଁ ପ୍ରାୟ ୬ଶହ କୋଟି ଟଙ୍କା ପ୍ରକଳ୍ପର
Read More...

ପ୍ରମୋଦ ଭଗତଙ୍କୁ ଏବିଭିପି ପକ୍ଷରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ଦେଶର ଗର୍ବ ଓ ଗୌରବ ବରଗଡ଼ ଜିଲ୍ଲାର ଅତାବିରା ମାଟିର ସୁନା ପୁଅ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କୁ ଏବିଭିପିର ରାଜ୍ୟ ସମ୍ପାଦକ ସୌଭାଗ୍ୟ ଓ ସମ୍ବଲପୁର ବିଭାଗ ସମ୍ପାଦକଙ୍କ ଉପସ୍ଥିତରେ ଏବିଭିପି ଅତାବିରା ନଗରର ଅଚ୍ୟୁତ
Read More...

ସୌମେନ୍ଦ୍ର ପରିଚ୍ଛା ରାଜ୍ୟ କିଶାନ କଂଗ୍ରେସ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଂଗ୍ରେସର ଟାଣୁଆ ନେତା ତଥା ରାଜ୍ୟ କିଶାନ କଂଗ୍ରେସର ଉପାଧ୍ୟକ୍ଷ ବଲାଙ୍ଗିର କୃଷକ ମହାସଂଘର ସଭାପତି ସ୍ୱର୍ଗତ ସୁଧିର ପରିଚ୍ଛାଙ୍କ ଭାଇ ସୈାମେନ୍ଦ୍ର ପରିଚ୍ଛା (ଚଗଲା)ଙ୍କୁ ରାଜ୍ୟ କିଶାନ କଂଗ୍ରେସ ସଂପାଦକ ଭାବେ ମନୋନୀତ କରାଯାଇଛି । ତାଙ୍କର
Read More...

ଆସନ୍ତା ୨୭ରେ କୃଷକ ସଂଗଠନ ତରଫରୁ ଭାରତ ବନ୍ଦ ଡାକରା

ବଲାଙ୍ଗିର ଠାରେ ଜୋରଦାର ହେବ ପାଳନ, ଅଖଚକ ଦୋକାନ ବଜାର ସବୁ ହେବ ବନ୍ଦ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଯୁକ୍ତ କିସାନ ମୋର୍ଚ୍ଚା ଡାକରାକୁ ଆସନ୍ତା ୨୭ ତାରିଖରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଜୋରଦାର ଭାବେ ପାଳନ କରାଯିବା ସୂଚନା ମିଳିଛି । ନବନିର୍ମିତ ମିଳିତ କୃଷକ ସଂଗଠନର
Read More...

ମହିଳାଙ୍କ ସୁରକ୍ଷା ଯାତ୍ରାକୁ ନେଇ ଆରପିଏଫ୍ ପକ୍ଷରୁ ସଚେତନତା ଶିବିର

କଂଟାବାଞ୍ଜି, (ମନିଷ କୁମାର ହଂସ) : ଟ୍ରେନରେ ମହିଳାଙ୍କ ସୁରକ୍ଷା ଯାତ୍ରକୁ ନେଇ ଆଜି କଂଟାବାଞ୍ଜି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏକ ସଚେତନତା ଶିବିର ପୁର୍ବତଟ ରେଳବାଇ ପୁଲିସ ପକ୍ଷରୁ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରେଳଯାତ୍ରା ସମୟରେ ମହିଳାଙ୍କ ପାଇଁ ହେଉଥିବା ଅନେକ ସମସ୍ୟା ଉପରେ
Read More...