csstore

ପ୍ରମୋଦ ଭଗତଙ୍କୁ ଏବିଭିପି ପକ୍ଷରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ଦେଶର ଗର୍ବ ଓ ଗୌରବ ବରଗଡ଼ ଜିଲ୍ଲାର ଅତାବିରା ମାଟିର ସୁନା ପୁଅ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କୁ ଏବିଭିପିର ରାଜ୍ୟ ସମ୍ପାଦକ ସୌଭାଗ୍ୟ ଓ ସମ୍ବଲପୁର ବିଭାଗ ସମ୍ପାଦକଙ୍କ ଉପସ୍ଥିତରେ ଏବିଭିପି ଅତାବିରା ନଗରର ଅଚ୍ୟୁତ ମାଝୀ, ଅଶୋକ ଭୋଇ, ସାଲିନି ସ୍ୱାଇଁ, କାର୍ତ୍ତିକ ବେହେରା, ରୋସନ ପ୍ରଧାନ, ଅଶୋକ ବରିହା, ସୁଶାନ୍ତ ବାଗ, ପ୍ରିୟଦତ୍ତ ସ୍ୱାଇଁ, ଅମର ସାହାଣୀ, ହେମନ୍ତ ମହାକୁର ତଥା ଅନେକ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନେ ବିଶାଲ ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇ ସମର୍ଦ୍ଧିତ କରିଛନ୍ତି ।

jayashree
Leave A Reply

Your email address will not be published.