Yearly Archives

2021

ଝଡ଼ବର୍ଷା ଓ ବାତ୍ୟା ଗୁଲାବ ପାଇଁ ଜିଲ୍ଲାପ୍ରଶାସନର ଥଇଥାନ ଜାରି : ଜିଲ୍ଲାରେ ସର୍ବମୋଟ ୬୫୨୬ଜଣଙ୍କୁ ନିରାପଦ ସ୍ଥଳକୁ…

ସମୁଦାୟ ୩୩୩ ଗର୍ଭବତୀ ମହିଳାମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ଓ ରବିବାର ରାତି ୮ ଘଣ୍ଟା ବେଳକୁ ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ଥିବା ବେଳେ ଏବେ ବି ଝଡ଼ବର୍ଷା ଲାଗି ରହିଛି ।
Read More...

ଶକ୍ତି ବିଭାଗ ଗୃହ କମିଟି ବୈଠକ

ଲୋକଙ୍କୁ ୨୪ ଘଣ୍ଟା ଅନବରତ ବିଜୁଳି ସେବା ଯୋଗାଅ ଗୃହ ବିଭାଗସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନିଶ୍ଚିତ କରୁ କଂପାନୀ - ନରସିଂହବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ଜୀବନଚର୍ଯ୍ୟାରେ ବିଜୁଳି ସେବାରେ କୌଣସି ପ୍ରକାର ବ୍ୟାଘାତ ହେଲେ ଲୋକେ ବଂଚିପାରିବେ ନାହିଁ । ଏହାକୁ ନେଇ କଲିକତା
Read More...

ଗୃହ କମିଟିକୁ ଚନ୍ଦନଭାଟିରେ ଭବ୍ୟ ସ୍ୱାଗତ : ନିର୍ବାଚନୀ ମାହୋଲରେ ଭ୍ରମ ସୃଷ୍ଟି କଲା ଲୋକଙ୍କ ଉଚ୍ଛତ୍ସିତ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭା ଗୃହ କମିଟିର ଉପ-କମିଟି -୪ ବିଜୁଳି ସମ୍ବନ୍ଧୀୟ ସମସ୍ୟା ଓ ଆଲୋଚନା ପାଇଁ ଆସିଥିବା ଗୃହ କମିଟିକୁ ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି ଅଂଚଳର ଭବ୍ୟ ସ୍ୱାଗତ ଦିଆଯାଇଛି । ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର, କମିଟି ସଦସ୍ୟ କିଶୋର ମହାନ୍ତି,
Read More...

ପାଟଣାଗଡ଼ ବନ ବିଭାଗ ଦ୍ୱାରା ଶାଳ ଗଣ୍ଡି ବୋଝେଇ ପିକ୍ଅପ୍ ଭ୍ୟାନ ସହ ଏକ ଟିଭିଏସ୍ ଏକ୍ସସେଲ ବାଇକ ଜବତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ରେଞ୍ଜ ଅନ୍ତର୍ଗତ ପାଢେଲ ସେକ୍‌ସନ୍‌ ବାଘମୁଣ୍ଡ ଓ ଦୁନ୍ଦେଲ ଯିବା ମଝି ରାସ୍ତାରେ ଏକ ପିକ୍ଅପ୍ ଭ୍ୟାନ୍‌ରେ ଶାଳ ଗଣ୍ଡି ବୋଝେଇ ସହ ଏକ ଟିଭିଏସ୍ ଏକ୍‌ସେଲ୍‌ ଜବତ କରାଯାଇଛି । ସୂଚନା ଅନୁସାରେ ପାଢ଼େଲ ସର୍କଲ ଫରେଷ୍ଟର ଅରବିନ୍ଦ
Read More...

ହାତିସାଲପଡ଼ାରେ ସଚେତନ ମହିଳା ମଞ୍ଚ ଦ୍ଵାରା ମାଗଣାରେ ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ହାତୀସାଲପଡ଼ାରେ ସଚେତନ ମହିଳା ମଞ୍ଚ ଦ୍ଵାରା ମାଗଣାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଡ଼. ଜୋଷ୍ଣ।ମୟୀ ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ଅଞ୍ଚଳରେ ରୋଗୀ ମାନଙ୍କୁ
Read More...

ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପରିବହନ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ 

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ବଲାଙ୍ଗିର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା
Read More...

କୋଶଲୀ ଫିଲ୍ମ ‘ଆମର ନୂଆଁଖାଇ’କୁ ନେଇ ଦର୍ଶକଙ୍କ ପ୍ରଶଂସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇକୁ ନେଇ ଗାଁ ଠୁ ସହର ବେଶ ଉତ୍ସାହିତ ଲାଗି ରହିଥାଏ । ତେବେ କିଭଳି ଭାବରେ ଏହି କୋଶଲି 'ଚଳଚ୍ଚିତ୍ର ଆମର ନୂଆଁଖାଇ'ରେ ଭାଇ ଚାରା ରହିଛି ତାହାକୁ ନେଇ ପ୍ରସ୍ତୁତ ହେବା ପରେ ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ ଚେନାଲରେ
Read More...

ଅଖିଳ ଭାରତୀୟ ଗୋଣ୍ଡୋୱ।ନା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଗ୍ରାମର ବଜାର ପ୍ରାଙ୍ଗଣ ଠାରେ ଅଖିଳ ଗୋଣ୍ଡୋୱ।ନା ସମାଜ ପକ୍ଷରୁ ଉପଖଣ୍ଡ ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ
Read More...

ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା : ୪୮ ଘଣ୍ଟା ପରେ ଶବ ସତ୍କାର ପାଇଁ ରାଜି ହେଲେ ପରିବାର

ବରଗଡ଼, (ସତ୍ୟନାୟଣ ପ୍ରଧାନ) : ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ଠାରେ ଆଜି ଦୀର୍ଘ ଚାରିଘଣ୍ଟା ଧରି ଆଲୋଚନା ହେବା ପରେ ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାରେ ମୃତ ଯୁବକଙ୍କ ଅନ୍ତିମ ସତ୍କାର ପାଇଁ ୪୮ ଘଣ୍ଟା ପରେ ପରିବାର ଲୋକେ ରାଜି ହୋଇଛନ୍ତି । ବରଗଡ଼ ପୋଲିସର ଅନୁରୋଧ କ୍ରମେ ଆଜି ୪୨ଟି
Read More...

ଗୀତରେ ଗୀତରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ଗୀତରେ ଗୀତରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କୁ ଜେବିଆର ପ୍ରୋଡକ୍ସନ ଟିମ୍ ମେମ୍ବର ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟିମ୍ ମେମ୍ବର ସଦସ୍ୟ ବିଶ୍ଵନାଥ ବିଷୋୟୀ କହିଛନ୍ତି ବରିଷ୍ଠ ସାମ୍ୱାଦିକ ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ବିଷୟରେ ଖବର ପାଇ ମୁଁ
Read More...