Yearly Archives

2021

ପାଟଣାଗଡ଼ ମୁଖ୍ୟ ରାସ୍ତା ମରାମତି ଦାବୀରେ ବଣିକ ସଂଘ ପକ୍ଷରୁ ରାସ୍ତାରୋକ୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବଣିକ ସଂଘ ପକ୍ଷରୁ ସଂଘର ସଭାପତି ରାଜେଶ ମେହେରଙ୍କ ନେତୃତ୍ୱରେ ପାଟଣାଗଡ଼ରୁ ବଲାଙ୍ଗିରକୁ ସଂଯୋଗ କରୁଥିବା ୪୨ ନଂ ରାଜ୍ୟ ରାଜପଥକୁ ଅବରୋଧ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୨ ତାରଖ ଦିନ ସ୍ମାର୍ଟହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ
Read More...

ବଲାଙ୍ଗିର ସହରରେ ଭାରତ ବନ୍ଦର ପ୍ରଭାବ : ବନ୍ଦ ରହିଛି ଦୋକାନ ବଜାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ବଲାଙ୍ଗିର ସହରରେ ମଧ୍ୟ ଦେଖିବାକୁ ମିଳିଛି । ସହର ମଧ୍ୟରେ ଦେକାନ ବଜାର ସବୁ ବନ୍ଦ ରହିଛି । କୃଷକ ସଂଗଠନ, କଂଗ୍ରେସ ଦଳ ତଥା ବନ୍ଦ ପାଳନକୁ ସମର୍ଥନ କରୁଥିବା
Read More...

ଗତ ୨୪ ଘଂଟାରେ ୪୪୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୯ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୦୨ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୬ ଜଣ ଆଂଚଳିକ
Read More...

ଗଞ୍ଜାମ ବ୍ଲକରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଗଞ୍ଜାମ ବ୍ଲକ ଓବିସି ମୋର୍ଚ୍ଚା ପକ୍ଷରୁ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଦୀନଦୟାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ
Read More...

୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣଙ୍କ ସ୍ୱର୍ଣ୍ଣପଦକ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ସ୍ୱର୍ଣ୍ଣପଦକ ଏବଂ ରୋପ୍ୟ ପଦକ ହାସଲ କରି କୃତିତ୍ତ୍ୱର ସହ ଗୌରବ ଅର୍ଜନ କରିଛନ୍ତି । ଓଡ଼ିଶା ସୁଇମିଂ ସଂଘ ପକ୍ଷରୁ ଆୟୋଜିତ ଭୁବନେଶ୍ୱର ସ୍ଥ କଳିଙ୍ଗ ଷ୍ଟାଡିୟମ ଠାରେ ବିଜୁ
Read More...

ଇସ୍ପାତ ସାହିତ୍ୟ ସଂସଦର ନାରୀ କବି ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ତରଫରୁ ନାରୀକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷା
Read More...

ସରସ୍ୱତୀ ବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସରସ୍ୱତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ବସି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ଏହି କମିଟିରେ ସର୍ବସମ୍ମତିକ୍ରମେ
Read More...

ଓଷ୍ଟାର ଜିଲ୍ଲା ସ୍ତରୀୟ ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜମୁର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ୍ ସଂଗଠନ (ଓଷ୍ଟା)ର ଜିଲ୍ଲା ସ୍ତରୀୟ ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଭାପତି ପ୍ରିତିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ
Read More...

ବରଗଡ଼ ଠାରେ ପଶ୍ଚିମ ଓଡିଶାର ଯୁବା ମଞ୍ଚର ମହିଳା ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମାନବ ସେବା ହିଁ ମାଧବ ସେବା । ନିଜେ ନ ଖାଇକି ଅନ୍ୟ ଲୋକଙ୍କ ଭୋକ ଉପାସରେ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ଦୁଃଖ ଦେଖିନ ପାରି ସବୁବେଳେ ସବୁ ସମୟରେ ଲୋକଙ୍କ ସେବା ସହଯୋଗ କରିଆସୁଥିବା ପଶ୍ଚିମ ଓଡିଶାର ଯୁବା ମଞ୍ଚର ମହିଳା ଶାଖା ପକ୍ଷରୁ ଆଜି ବରଗଡ଼ ଜିଲ୍ଲା
Read More...

ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଓ ସେବା ସମର୍ପଣ ସପ୍ତାହ ପାଳନ ଅବସରରେ ବରଗଡ଼ ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ନେତୃତ୍ୱରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ସ୍ଵାଧୀନତା ସଂଗ୍ରାମୀ
Read More...