ତାଲପାଲିପଡାରେ ପାଳନ ହେଲା ପୁଅ ଜିଉନ୍ତିଆ ଓଷା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ତାଲପାଲିପଡାରେ ପାଳନ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା । ସମସ୍ତ କରୋନା କଟକଣାକୁ ମାନି ମା’ ମାନେ ସଂପୂର୍ଣ୍ଣ ନିଷ୍ଠାର ସହ ପାଳନ କରିଛନ୍ତି ପୁଅ ଜିଉନ୍ତିଆ ଓଷା । ମା’ ମାନେ ନିର୍ଜଳା ଉପବାସରେ ରହି ଭଗବାନ ଦୂତୀବାମନଙ୍କ ପୂଜାର୍ଚ୍ଚନା!-->…
Read More...
Read More...