Yearly Archives

2021

ଶିକ୍ଷକ ହୃଦା ମହାନନ୍ଦଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ଖାତିମୁଣ୍ଡା ଗାଁ ସ୍କୁଲର ସହକାରୀ ଶିକ୍ଷକ ତଥା ଅମଲାପାଲି ଗାଁର ବାସିନ୍ଦା ହୃଦା ମହାନନ୍ଦ (୪୩)ଙ୍କ ଗତ ୧ ତାରିଖରେ ଦେହାନ୍ତ ହୋଇଯାଇଛି । ଶ୍ରୀ ମହାନନ୍ଦ କୌଣସି ଏକ ରୋଗରେ ପୀଡିତ ଥିବା ବେଳେ
Read More...

ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ରାମଧୁନ ଶୋଭାଯାତ୍ରା ଓ ବ୍ୟାପକ କାର୍ଯ୍ୟକ୍ରମ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମସ୍ତ ଜିଲ୍ଲା ସଦରମହକୁମା ଜାତିର ପିତା ତଥା ସତ୍ୟ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଜୀଙ୍କ ୧୫୨ତମ ଜୟନ୍ତୀ ହର୍ଷ ଉଲ୍ଲାସ ମଧ୍ୟରେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ଝୁଲେନବର ଗ୍ରାମର ଧବଳେଶ୍ଵର କ୍ଳବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମର ମଝିପଡା ଠାରୁ ଶିବ ମନ୍ଦିର ରାସ୍ତାର କାମ ବୁଢ଼ା ମନ୍ଦିର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ କ୍ଳବର
Read More...

ବର୍ଷାରେ ଭୁଷୁଡି ଗଲା ଘର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଞ୍ଜିପଦର ଗାଁର ଲଖପତି ନାଗଙ୍କ ଘର ଗତ ୨ ତାରିଖ ରାତିରେ ବର୍ଷା ସହ ପବନ ଯୋଗୁଁ ତାଙ୍କ ଚାଳ, ମାଟି ଘର ଭାଙ୍ଗି ଯାଇଛି । ସୌଭାଗ୍ୟତଃ ଆଗରୁ ଏ ଘରେ ପାଣି ଝରୁ ଥିବାରୁ ସେ ଅନ୍ୟ ଜଣେ
Read More...

ଗତ ୨୪ ଘଂଟାରେ ୫୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୨୮୦ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ସତ୍ୟ, ଅହିଂସା ଓ ଗାନ୍ଧୀ ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ‘ସତ୍ୟ, ଅହିଂସା ଓ ଗାନ୍ଧୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଦୈନିକ
Read More...

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ପରିଚାଳନା ନିଦ୍ଦେର୍ଶକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ପ୍ରଥମେ ବେରବୋଇ ଗାନ୍ଧୀ ସ୍ମୃତି ପୀଠସ୍ଥ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ପୁଷ୍ପ ମାଲ୍ୟାର୍ପଣ କରି
Read More...

ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ନବନିର୍ମିତ ଜାମଜୌରି ସେତୁର ଉଦଘାଟନ : ୧୦ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଘସିଏନ ନିକଟସ୍ଥ ଜାମଜୌରି ନାଳ ଉପରେ ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ନବ ନିର୍ମିତ ବିଜୁସେତୁର ଶୁଭ ଉଦଘାଟନ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ହୋଇଯାଇଛି । ୪୧୮.୦୭ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନବ ନିର୍ମିତ ସେତୁ
Read More...

ଶାରିରୀକ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା ଘୋରଡିଆର ଶାରିରୀକ ଶିକ୍ଷକ ଆର୍ତ୍ତତ୍ରାଣ ମାହାନ୍ତିଙ୍କୁ ବିଦ୍ୟାଳୟ ଓ ପୁରାତନ ଛାତ୍ର ସଂସଦ ତରଫରୁ ଅବସର କାଳୀନ ବିଦାୟୀ
Read More...

ଖପ୍ରାଖୋଲ ଠାରେ ମାଗଣା କୀଟନାଶକ ଶିବିର ଆୟୋଜିତ

ଖପ୍ରାଖୋଲ, (ଅଶୋକ ବାଗ) : ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ପ୍ରାଣୀ ସମ୍ପଦ ବିକାଶ, ଖପ୍ରାଖୋଲ ତରଫରୁ ମାଗଣା କୀଟନାଶକ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଖପ୍ରାଖୋଲ, ମହୁରୁଣ୍ଡି, ଘୁନଶର, କପସିପାଲି, ଏବଂ ବଡ଼ଗୁର୍ଜିଭଟା ଗ୍ରାମର କୃଷକ ମାନେ ଯୋଗ
Read More...