Yearly Archives

2021

ବୋଡେନ ସାପ୍ତାହିକ ବଜାରଠାରେ କ୍ଲିନ୍ ଇଣ୍ଡିଆ, ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ବୋଡ଼େନ ସାପ୍ତାହିକ ବଜାରଠାରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୋଡେନ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଚ୍ଛତା
Read More...

ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଉପଭୋକ୍ତା ସଂଘର ଜରୁରୀ ବୈଠକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଉପଭୋକ୍ତା ସଂଘ ତରଫରୁ ଏକ ଜରୁରୀ ବୈଠକ, ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଟେଣ୍ଡକାରୀ ସଭାପତିତ୍ୱ କରିଥିବା ବେଳେ ସଭାରେ ଭାଷ୍କର ମିଶ୍ର ବୈଠକର ଉଦ୍ଧେଶ୍ୟ
Read More...

ଖଡ଼ିଆଳ ଅଗ୍ନିଶମ ବାହିନୀ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦମକଳ ବାହିନୀ ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ସମସ୍ତ କର୍ମଚାରୀମାନେ ଦୁର୍ନୀତି ସମାଜରୁ ଦୂର କରିବା ସହ ସଚ୍ଚୋଟ ରହିବାକୁ ଶପଥ ନେଇଥିଲେ । ଖଡ଼ିଆଳ ଦମକଳ କେନ୍ଦ୍ର ସମସ୍ତ କର୍ମଚାରୀ ଏବଂ ଅଧିକାରୀ
Read More...

କଫ୍‌ ସିରଫ ଜବତ ସହ ଜଣେ ଗିରଫ

ନୂଆପଡା, (ନିରାକାର ମେହେର) : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ନୂଆପଡା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କଠାରୁ ଷାଠିଏ ବୋତଲ କୋରେକ୍ସ କଫ୍‌ ସିରପ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଖଡ଼ିଆଳ ଓ ସିନାପାଲି ଅବକାରୀ
Read More...

ଜଗବନ୍ଧୁ ଦାସ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଗତ ତିନିଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଶିବିରର ଉଦ୍‌ଯାପନୀ ଦିବସରେ ଇପ୍ସ କୈଳାଶ ଚନ୍ଦ୍ର ବଳ ଯୋଗ ଦେଇ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ବିଶେଷ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ସଭା କକ୍ଷରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖାର ବିଶେଷ ଅଧିବେଶନ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବରେ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ରବିଚନ୍ଦ୍ର
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ପ୍ରଶାସନ ଅଧିକାରୀ ସ୍ୱର୍ଗତ ରାଧାକାନ୍ତ ହୋତାଙ୍କ ସହଧର୍ମିଣୀ କନକ ମଞ୍ଜରୀ ହୋତାଙ୍କ ପେଲେସଲାଇନ ସ୍ଥିତ ବାସ ଭବନ ଠାରେ ଗତକାଲି ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ ଧର୍ମପରାୟଣା, ପରୋପକାରୀ ଏବଂ ମେଳାପି ମହିଳା ଥିଲେ । ତାଙ୍କ ମୃତ୍ୟୁ ସମୟରେ
Read More...

ଅଲ ଓଡିଶା ଟେଣ୍ଟ ହାଉସ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା ଏସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଜୀବନ ଜୀବିକା ପାଇଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଓଡ଼ିଶା ଟେଣ୍ଟ ହାଉସ ଓନର ଆସୋସିଏସନ ଓ ବଲାଙ୍ଗିର ଜିଲ୍ଲାର ଟେଣ୍ଟ ହାଉସ ଏସୋସିଏସନର ମିଳିତ ଆନୁକୁଲ୍ୟରେ ବଲାଙ୍ଗିର ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨ ବର୍ଷ ହେଲା ମହାମାରୀ କରୋନା ସମୟରେ ଟେଣ୍ଟ ହାଉସ ବ୍ୟବସାୟ
Read More...

ମମିତାଙ୍କ ପରିବାରଙ୍କୁ ଭେଟିଲା କଂଗ୍ରେସର କେନ୍ଦ୍ରୀୟ ଟିମ : ଏଠି ରକ୍ଷକ ଭକ୍ଷକ ସାଜିଛି – ରାଷ୍ଟ୍ରୀୟ…

ଟିଟିଲାଗଡ, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଝରଣୀ ଗାଁରେ ନେତା, ମନ୍ତ୍ରୀଙ୍କ ପ୍ରତ୍ୟେକ ଦିନ ଡେରା ପଡୁଛି । ତେବେ ମମିତା ମେହେର ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ଓଡ଼ିଶାର
Read More...

ଜୁରାବନ୍ଦ ଠାରେ ବିଜେପିର ପ୍ରସ୍ତୁତି ବୈଠକ : ଶତାଧିକ କର୍ମୀ ବିଜେପିରେ ସାମିଲ

ସଇଁନ୍ତଲା, ( ଅଜିତ କୁମାର ସାହୁ) : କିଛି ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ପଞ୍ଚାୟତର ସ୍ଥାନୀୟ ଆମ୍ବ ବଗିଚା ନିକଟରେ ବିଜେପି ଦଳ ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି
Read More...