Yearly Archives

2021

ଡେଲାଙ୍ଗରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ଯାଏଁ ପାଳନ ଅବସରରେ ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ରବିବାର ଘୋରଡିଆଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Read More...

ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ। ଓ ବିକାଶ ନେଇ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ହାଟ ବଜାରର ଶାନ୍ତିଶୃଙ୍ଖଳା ରକ୍ଷା, ସୌନ୍ଦର୍ଯ୍ୟକରଣ, ସୁରକ୍ଷ।, ଜଳ, ପରିମଳ ଓ ବିକାଶ ନେଇ ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦ ଓ ରାଧାମୋହନ ଦେବ ବ୍ୟବସାୟୀ ସଂଘ ଘୋରଡିଆର ସମନ୍ୱୟ ବୈଠକ ରବିବାର ରାତ୍ର ୮ଟାରେ ଘୋରଡିଆ ବଜାର ପରିସରରେ
Read More...

ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଦରଦାମ ବୃଦ୍ଧି ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶରେ ସ୍ମାରକ ପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରରେ ମୋଦି ସରକାରଙ୍କ ଦୈନଦିନ ବ୍ୟବହୃତ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଖାଇବା ତେଲ ଭଳି ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଡେଲାଙ୍ଗ ମହିଳା ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ନାରାବାଜି ଦେଇ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ
Read More...

ଗୋ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ସ୍ତରୀୟ ‘ଓଡ଼ିଆ ସ୍ୱାଭିମାନ ସମ୍ମାନ’

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଂ ରୁମର ସେମିନାର ହଲ୍‌ରେ ଆୟୋଜିତ ଶ୍ରୀ ଗୋ-ବିଜ୍ଞାନ ଫାଉଣ୍ଡେସନ ଓ କଳା ବିକାଶ କେନ୍ଦ୍ର ଛତ୍ରପୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ନିଆରା ଧର୍ମୀ "ଓଡ଼ିଆ ସ୍ୱାଭିମାନ ସମ୍ମାନ" କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଗତ ୨୪ ଘଂଟାରେ ୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୧୨୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

‘ଭାଷା ସଂଗମ’ ଓ ମୋବାଇଲ ଆପ୍‌ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : ୨୨ଟି ଆଂଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା…

‘ଭାଷା ସଂଗମ ଆପ’ରେ ୨୨ଟି ଆଂଚଳିକ ଭାଷାରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଉପଲବ୍ଧ ରହିଛି‘ଭାଷା ସଂଗମ’ ଭାଷାର ଏକତା ମାଧ୍ୟମରେ ବିବିଧ ଭାଷାକୁ ପ୍ରୋତ୍ସାହନ ଦେବ‘ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ ଗେମ୍‌ ଆପ୍‌’ ଭାରତର ସଭ୍ୟତା, ସଂସ୍କୃତି ଓ ଇତିହାସ ଉପରେ ଅବଗତ
Read More...

ଖଡ଼ିଆଳ ଏନ୍‌ଏସି ପକ୍ଷରୁ କରୋନା ସଚେତନତା ଶିବିର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖଡ଼ିଆଳ ଏନ୍‌ଏସି ପରିସର ମଧ୍ୟରେ ଥିବା ସମସ୍ତ ସ୍କୁଲରେ ସଚେତନତା ମାଧ୍ୟମରେ
Read More...

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ଅକ୍ଟୋବର ୨୦୨୧ରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ

• ଅକ୍ଟୋବରରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ• ୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ• ଓଡ଼ିଶାରେ ୪୯ ପ୍ରତିଶତ ଅଧିକ ଜିଏସଟି ରାଜସ୍ୱ ସଂଗୃହିତ
Read More...

ରେଡ଼କ୍ରସ ଦ୍ଵାରା ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହାତିବନ୍ଧାଠାରେ ଯୁବ ରେଡକ୍ରସର ତିନି ଦିନିଆ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ଉଦଯାପିତ ହୋଇଅଛି । ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ତରୁଣ କୁମାର ପ୍ରଧାନ ଯୋଗ
Read More...

ସଡ଼କ ଦୁର୍ଘଟଣା : ଟ୍ରକ ଭାରସାମ୍ୟ ହରାଇ ରାଜପଥ କଡ଼କୁ ଧସେଇ ପଶିଲା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗୁରୁନାନଙ୍କ ଛକଠାରେ ଆଜି ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପସିଯାଇଥିଲା । ସରାଫ ବାରଣ୍ଡାଟି ଭାଙ୍ଗି ଟ୍ରାକଟି ଅଟକି ଯାଇଥିଲା । ଫଳରେ ସାଧାରଣ ଧନ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ୩୫୩ ନଂମ୍ବର ଜାତୀୟ
Read More...