Yearly Archives

2021

ଇନ୍ସପେକ୍ଟର୍‌ ପାହ୍ୟାକୁ ପଦୋନ୍ନତି ପାଇଲେ ୧୧୭ ଏସ୍‌ଆଇ, ବଦଳି ବିଜ୍ଞପ୍ତି ବାହାରିଲା

କଟକ : ରାଜ୍ୟ ପୁଲିସ ବାହିନୀର କାର୍ଯ୍ୟରତ ୧୧୭ ଜଣ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ପଦୋନ୍ନତି ପାଇଥିବା ନବନିଯୁକ୍ତ ଇନ୍ସପେକ୍ଟରମାନଙ୍କୁ ରାଜ୍ୟର ବିଭିନ୍ନ ପୁଲିସ୍‌ ଜିଲ୍ଲା, ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌କୁ ବଦଳି କରାଯାଇଥିବା
Read More...

ଉଜଳ ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ବୁଡାମାଲ ପଞ୍ଚାୟତ ଖଇରପାଲି ଗ୍ରାମର ଉଜଳ ମେହେରଙ୍କ ଖଇରପାଲି ବାସଭବନରେ ୮୭ ବର୍ଷ ବୟସରେ ଦେହାନ୍ତ ଘଟିଛି । ଉଜଳ ମେହେର ଥିଲେ ଜଣେ ଗ୍ରାମର ଭଦ୍ର ବ୍ୟକ୍ତି ତଥା ବରିଷ୍ଟ ସଂଗଠକ ଏବଂ ଆଧ୍ୟାତ୍ମିକ ଚିନ୍ତନ ଧର୍ମି ବ୍ୟକ୍ତି, ତାଙ୍କର
Read More...

ପୁଣି ଫେରିଲା ଦନ୍ତା ହାତୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଡୁଡୁକା ଅଂଚଳକୁ ପୁଣି ଦନ୍ତା ହାତୀ ଫେରିଛି । ବର୍ତ୍ତମାନ ଧାନ ଅମଳର ସମୟ ଆସିଲାଣି, ଧାନ ଅମଳ ପାଇଁ ଚାଷୀ ସଜବାଜ ହେଉଥିବା ସମୟରେ ଡୁଡୁକା ଅଂଚଳର ଚାଷୀ ମାନଂକ ନିଦ ହଜାଇ ଦେଲାଣି ଦନ୍ତା ହାତୀ । ଏହି ହାତୀଟି ବର୍ତ୍ତମାନ ଛେଳିଆ ଜଂଗଲରେ
Read More...

ଡେଲାଙ୍ଗ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ-୨୦୨୧ ଅନୁଷ୍ଟିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ମଣ୍ଡଳ ସ୍ତରୀୟ ସୁରଭି (ଶିଶୁ ମହୋତ୍ସବ) ଗୁରୁବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଡେଲାଙ୍ଗ ବ୍ଲକ ଶିକ୍ଷା ବିଭାଗର ୧୬ଟି କ୍ଲଷ୍ଟରର ୧୪୪ଜଣ କୃତୀଛାତ୍ରଛାତ୍ରୀ ମଣ୍ଡଳ ସ୍ତରୀୟ
Read More...

ଅନ୍ନପୂର୍ଣ୍ଣା ନାହାକଙ୍କ ଦ୍ଵାଦଶାହ ଶ୍ରାଦ୍ଧବାର୍ଷିକୀ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ହରିପୁର ବୁରୁଡି ଗ୍ରାମର ସ୍ବର୍ଗତ ହରିହର ନାହାକଙ୍କ ଧର୍ମପତ୍ନୀ ସମାଜସେବୀ ଓ ପ୍ରଧାନ ଶିକ୍ଷକ ନାରାୟଣ ନାହାକଙ୍କ ମାତା ଅନ୍ନପୂର୍ଣ୍ଣା ନାହାକଙ୍କ ଦ୍ଵାଦଶାହ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ
Read More...

ରମ୍ଭା ଥାନା ପକ୍ଷରୁ ଆମ ପୋଲିସ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ କାର୍ଯ୍ୟାଳୟଠାରେ ଗୁରୁବାର ରମ୍ଭା ପୋଲିସ ପକ୍ଷରୁ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ
Read More...

କାଇଁଚପୁରରେ ଆମ ପୋଲିସ ସମିତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ସରପଞ୍ଚ ଜି. ସନ୍ତୋଷ ରେଡ୍ଡୀ ଯୋଗ
Read More...

ଭାଜପା ଯୁବ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମମିତା ମେହେର ହତ୍ୟା ଘଟଣାର ତଦନ୍ତରେ ବାଟବଣା, ସରକାରୀ କଳ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ସୁରକ୍ଷା ଦେବା, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା, ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀ, ବରଗଡ଼ ଗୋବିନ୍ଦ କୁମ୍ଭାର ହାଜତ
Read More...

ବିଶ୍ୱଶାନ୍ତି ପାଇଁ ଶ୍ରୀମତ ଭଗବତ ଗୀତା ଯଜ୍ଞ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ପ୍ରକୋପ ସହ ବିଶ୍ୱ ସମୁଦାୟରେ ଶାନ୍ତିର ଆହ୍ୱାନ କରି ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ଗ୍ରାମ ପଞ୍ଚାୟତର କୁଲୁତା ଟିକ୍ରା ପୁଆଲପୁଡା ଗ୍ରାମବାସୀ ଗୁରୁବାର ଗୀତାଯଜ୍ଞ କରି ହୋମ ପୂର୍ଣ୍ଣାହୁତି ଦେଇଛନ୍ତି । ଗତ ବର୍ଷ କରୋନା କବଳରେ
Read More...

କଂଗ୍ରେସ ବନ୍ଦ ଡାକରା : ଗଞ୍ଜାମ ପୋଲିସ ଜିଲ୍ଲାରେ ୨୩ ଥାନା ସଜାଗ, ସବୁଠି ଭିଡିଓ ଉତ୍ତୋଳନ ବ୍ୟବସ୍ଥା ରହିବ –…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମମିତାଙ୍କୁ ନ୍ୟାୟ ଦାବୀରେ କଂଗ୍ରେସ ବନ୍ଦ ଡାକରା ଦେଇଥିବା ବେଳେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିବା ନେଇ ସଂପୂର୍ଣ୍ଣ ବନ୍ଦ ପାଳନକୁ ନିଷେଧାଦେଶ ଜାରି କରିଛନ୍ତି ହାଇକୋର୍ଟ । କଂଗ୍ରେସ ପକ୍ଷରୁ ନଭେମ୍ବର
Read More...