Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁର ବ୍ଲକ ଅଲାତରା ଠାରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯୁବ ସ୍ୱେଛାସେବୀ ଅମର ସିଂ ଭୋଇ ଓ ବିକାଶ ସୁନାଙ୍କ ତତ୍ୱାବଧାନରେ ଅଲାତରା ବିବେକାନନ୍ଦ କ୍ଲବ
Read More...

ଦାବୀ ପୂରଣ ନ ହେବାରୁ ଅନଶନରେ ବସିବେ ସାମ୍ବାଦିକ : ସହଯୋଗ କରିବେ ପାଇକମାଲ ନାଗରିକ କମିଟି ଓ ବଣିକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟତଃ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଆସ୍ଥାନ ପାଇଁ ବିଶ୍ୱ ପ୍ରସିଦ୍ଧ । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଓ ନୂଆପଡାକୁ ସଂଯୋଗ କରୁଥିବା ରାଜ୍ୟ ସରକାରଙ୍କର ବିଜୁ ଏକ୍ସପ୍ରେସ ୱେ ପାଇକମାଲ ମଧ୍ୟ ଦେଇ ଯାଇଛି । ଏଥିରେ ତିଳେମାତ୍ରା ସନ୍ଦେହ
Read More...

‘ଉଭୟ ଦିଗରେ ଯେକୌଣସି ବିପଦର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ’

ନୂଆଦିଲ୍ଲୀ : ଲଦାଖର ଅନେକ ସ୍ଥାନରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ସମ୍ପ୍ରତି ଖବର ଆସିଛି ଯେ, ଦଖଲ ହୋଇଥିବା ଲଦାଖରେ ଏଲ୍‌ଏସି ନିକଟରେ ଚୀନ୍ ନିଜର ଶକ୍ତି ବୃଦ୍ଧି କରିଛି । ସେପଟେ ବାୟୁସେନା ମୁଖ୍ୟଙ୍କଠାରୁ ଏକ ବଡ଼ ବିବୃତ୍ତି ସାମ୍‌ନାକୁ ଆସିଛି । ଆଜି ବାୟୁସେନା
Read More...

ଛତିଶଗଡ ସିଏମ୍‌ଙ୍କୁ ଲଖ୍‌ନଉ ବିମାନ ବନ୍ଦରରେ ଅଟକାଇ ଦିଆଗଲା : ଧାରଣାରେ ବସିଲେ

ଲଖ୍‌ନଉ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀକୁ ଯିବା ପାଇଁ ଲଖ୍‌ନଉର ଚୌଧରୀ ଚରଣ ସିଂ ବିମାନବନ୍ଦର (ଅମୌସି)ରେ ପହଞ୍ଚିଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ସେଠାରେ ଅଟକାଇ ଦିଆଯାଇଛି ଏବଂ କଂଗ୍ରେସ ନେତାମାନେ ବିମାନବନ୍ଦର ପରିସରରେ ଧର୍ମଘଟରେ ବସିଛନ୍ତି । ଲଖ୍‌ନଉ ପୋଲିସ
Read More...

ଲକ୍ଷ୍ମୀପୁରରେ ଶାନ୍ତି ଭଙ୍ଗ ଆଶଙ୍କା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗିରଫ

ସୀତାପୁର : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି ଏବଂ ଶାନ୍ତି ଉଲ୍ଲଂଘନ ଭୟରେ ସୀତାପୁରରେ ପୋଲିସ ହେପାଜତରେ ରଖାଯାଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରର
Read More...

ଜୁଆ ଆଡ୍ଡାରେ ପୋଲିସର ଚଢାଉ : ୧୭ ଗିରଫ, ୧ ଲକ୍ଷ ୪୮ ହଜାର ଜବତ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଗୋସାଇଁନୂଆଗାଁ ଜାତୀୟ ରାଜପଥ ପାଖରେ ଥିବା ଏକ ଢାବା ନିକଟରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡାରେ ପୋଲିସ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେଠାରୁ ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ଜବତ ହୋଇଛି । ଢାବା ନିକଟରେ
Read More...

ଫ୍ରିଜ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ପୁରୁଣାକଟକ ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗାଁରେ ଫ୍ରିଜ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଶିଶୁ ଜଣକ ହେଲେ ହରଭଙ୍ଗା ଥାନା ଧଳପୁର ପଞ୍ଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପୁଅ ରଜତ
Read More...

ଗତ ୨୪ ଘଂଟାରେ ୪୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୯୩୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୩୪୬ କରୋନା ଆକ୍ରାନ୍ତ ଚିହ୍ନଟ : ୨୬୩ ମୃତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୩୪୬ ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୬୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୮,୫୩,୦୪୮ ଓ ମୃତ୍ୟୁସଂଖ୍ୟା ୪,୪୯,୨୬୦ରେ ପହଞ୍ଚିଛି । ସେହିଭଳି, ଗତ ୨୪
Read More...
error: Content is protected !!