Monthly Archives

September 2021

ଗଞ୍ଜେଇ ଚୋରା ଚାଲାଣ ବେଳେ ୬୯.୭୩ କେଜି ଗଞ୍ଜେଇ ଜବତ ସହ ଦୁଇ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ବୋଲି ଖବର ମିଳିଛି । ମୋହନଗିରି ଅଞ୍ଚଳରୁ ଏକ ପିକ୍ଅପ ଭ୍ୟାନର ଗୁପ୍ତ ଚ୍ୟାମ୍ବରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମ.ରାମପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ଏକ
Read More...

ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ

ନୂଆଦିଲ୍ଲୀ : ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୁପେନ୍ଦ୍ର ପଟେଲ । ତେବେ ଶନିବାର ବିଜୟ ରୂପାନୀଙ୍କ ଇସ୍ତଫା ପରେ ଆଜି ବିଜେପି ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କୁ ଘୋଷଣା କରିଛି । ଗାନ୍ଧିନଗରରେ ବିଜେପି ବିଧାନସଭା ଦଳର ବୈଠକ ପରେ ଏହି
Read More...

ଆସନ୍ତା କାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସୁବର୍ଣ୍ଣପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳରେ ୧୮ରୁ…

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୧୩/୦୯/୨୧ରିଖ ଠାରୁ ତା୧୫/୦୯/୨୧ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ : ଘଟଣା ସ୍ଥଳରୁ ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡ଼ା ନଲିଛୁଆଁ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି ଦିନ ୧୨ଟା ୩୦ମିନିଟ ସମୟରେ ଭଟଲି ବ୍ଲକ ନଲିଛୁଆଁ ରାସ୍ତା କଡରେ ଏକ
Read More...

ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଡେଭଲପ୍‌ମେଣ୍ଟ ଫୋରମ୍‌ର ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭଲପ୍‌ମେଣ୍ଟ ଫୋରମ୍ ନେତୃତ୍ୱରେ ହରିଡ଼ାଖଣ୍ଡି ଛକରେ ଆଜି ଜନସଚେନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗ୍ରୀନ୍‌ ଫିଲ୍‌ଡ ସିଭିଲିଏନ୍‌ ଏଣ୍ଡ
Read More...

ରାଜଲକ୍ଷ୍ମୀ ଜ୍ୱେଲର୍ସ ତରଫରୁ ଗ୍ରାହକଙ୍କ ପାଇଁ ଲଟେରୀ ସ୍କିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବିଘ୍ନ ବିନାଶକ ଗଣେଶଙ୍କର ପୂଜା ସହ ପର୍ବ ପର୍ବାଣୀର ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ପାର୍ବଣ ଏବଂ ତା' ପରେ ଦୀପାବଳିକୁ ନେଇ ଖୁବ ଚଳଚଞ୍ଚଳ ବ୍ୟାପାରି ଠାରୁ ନେଇ ଗ୍ରାହକ । ବିଭିନ୍ନ ସମୟରେ ଲୋକେ ବିଭିନ୍ନ ପ୍ରକାରର ଜିନିଷ ପତ୍ର କିଣା କିଣି
Read More...

ନୂଆଁଖାଇ ଜୁହାର୍‌ ଭେଟ୍‌ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ନୂଆଁଚୂଡ଼ାରେ ନୂଆଁଖାଇବା ବେଶ୍‌ ନିଆଁରା । ଏହି ଗଣପର୍ବ ନୂଆଁଖାଇକୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକେ ବେଶ୍‌ ଧୁମ୍‌ଧାମ୍‌ରେ ନୂଆଁଖାଇବା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବଡମାଲ ବ୍ଲକରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୨ରୁ ୨ ଜଣ, ୱାର୍ଡ ନଂ. ୧୬ରୁ ଜଣେ ଏବଂ ଲୋଇସିଂହା ବ୍ଲକ କୁଟେନପାଲି ଗ୍ରା.ପ.ରୁ
Read More...

ଡ୍ରେନଜ୍‌ ବ୍ୟବସ୍ଥା ନଥିବାରୁ ବର୍ଷା ଜଳରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ବୃହତମ ଗ୍ରାମ ଘୋରଡିଆର ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇ ପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ
Read More...

ପ୍ରଶାସନ ଶୁଣିଲାନି : ଗ୍ରାମବାସୀ ରାସ୍ତା ନିର୍ମାଣ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଚାଂୟତର କୁଆପଦା ଗାଁ ଠାରୁ ଶ୍ରୀଶ୍ରୀ ବାବା ବଣିକ୍ରେଶ୍ୱର ଦେବ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧କିମି. ରାସ୍ତା ବହୁବର୍ଷ ଧରି ଖାଲଢିପ, ଆବଡା ଖବଡା ହୋଇ ପଡିଥିଲା । ଲୋକେମାନେ ଯାତାୟତରେ ନାହିଁନଥିବା
Read More...