Monthly Archives

September 2021

ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ : ସାମ୍ପ୍ରତିକ ପ୍ରଚଳିତ ଭୋଟରେ ସଭାପତି ଭାବେ ପ୍ରଶାନ୍ତ ମହାରଣା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପିଲିବନ୍ଧ ପାର୍କ ନିକଟସ୍ଥ ଏକ ଅସ୍ଥାୟୀ ଘରେ ଛତ୍ରପୁର ପ୍ରେସ କ୍ଲବ ଇତିମଧ୍ୟରେ କାର୍ଯ୍ୟ କରୁଅଛି । ଛତ୍ରପୁର ପ୍ରେସ କ୍ଲବ କାର୍ଯ୍ୟାଳୟରେ ରବିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର
Read More...

ରମ୍ଭା ଗାୟତ୍ରୀ ଶକ୍ତିପୀଠ, ଡ଼ଃ ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଓ ଦେବୀକୃପା ସଫ୍ଟ ଡ୍ରିଂକ୍ସ ତରଫରୁ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକ ଅଧିନସ୍ଥ ଡ଼ିମିରିଆ ପଞ୍ଚାୟତର ନୂଆ ବରପଲ୍ଲୀ ଠାରେ ଦେବୀକୃପା ସଫ୍ଟ ଡ୍ରିଂକ୍ସ, ଡ଼ଃ.ଅବଦୁଲ କାଲାମ ଜନକଲ୍ୟାଣ ପରିଷଦ ଖଲ୍ଲିକୋଟ ଓ ଗାୟତ୍ରୀ ଶକ୍ତିପୀଠ ରମ୍ଭାର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

‘ୱାର୍ଲ୍ଡ ଭିଜନ’ ଏବଂ ‘ଭାଇ’ ତରଫରୁ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ୱାର୍ଲ୍ଡ ଭିଜନ' ଏବଂ 'ଭାଇ' ତରଫରୁ ଏକ ଶିଶୁ ସୁରକ୍ଷା କର୍ମଶାଳା ବ୍ରହ୍ମପୁର ସ୍ଥିତ ଭୁବନେଶ୍ଵରୀ ହୋଟେଲ୍ ଠାରେ ଅନୁଷ୍ଠିତ ହୋଇସାରିଛି । ଉକ୍ତ କର୍ମଶାଳାରେ ଡାକ୍ତର ଶଙ୍କର୍ଷଣ ପାତ୍ର ମୁଖ୍ୟଅତିଥି ରୂପେ
Read More...

ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ଡୋଲାମଣି ସାହୁ, ଜଗଦୀଶ ସାହୁ, ରମେଶ ପଣ୍ଡା ଉପସ୍ଥିତ ଥିଲେ । ସଭା
Read More...

ଋଷିକୂଲ୍ୟା, ବଡ଼ନଦୀ, ବାହୁଦା, ବଂଶଧାରା ନାଗାବଳୀରେ ଜଳ ପତ୍ତନ ବୃଦ୍ଧି

ତିନିଦିନ ଧରି ଲଘୁଚାପଜନିତ ଲଗାଣବର୍ଷା ନେଇ ଗୃହପାଳିତ ପଶୁ, ପକ୍ଷୀ ଓ ଲୋକଙ୍କ ଧନଜୀବନ ରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତ୍ତା ମୂଳକ ପଦକ୍ଷେପ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପ ସାଗରରେ ସୃଷ୍ଟି
Read More...

ବିଜେପୁରରେ ପରବାସୀ କୁଟୁମର ନୂଆଁଖାଇ ଉତ୍ସବ : ସମ୍ମାନୀତ ହେଲେ ୭ ପ୍ରତିଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ମଧ୍ୟପଡା କଲ୍ୟାଣ ମଣ୍ଡପଠାରେ ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ପ୍ରଥମ ଅଧିବେଶନ କପିଲେଶ୍ୱର ଖମାରୀଙ୍କ ସଭାପତିତ୍ଵରେ ଏବଂ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ
Read More...

ଖାଗସାକନାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ତରଭା, (ପୁସ୍ତମ୍ ଯୁଆଡି) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ମେଣ୍ଡା ଗ୍ରାମ ପଞ୍ଚାୟତର ଖଗସାକନା ଗ୍ରାମରେ ନୂଆଁଖାଇ ପାଳନ ଉପଲକ୍ଷେ ନୂଆଁଖାଇ ଭେଟଘାଟ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜକ ମାହେଶ୍ୱରୀ ପରିବାର ଗାଁରେ ମାରାଥନ, ପୁଚିଖେଳ, ବାଧା ଦୌଡ଼, ରଙ୍ଗୋଲି,
Read More...

ସାମୂହିକ ନୂଆଁଖାଇ ସୃଷ୍ଟି କରୁଛନ୍ତି ଭାଇଚାରାର ଉଦାହରଣ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମେହେର ପରିବାରରେ ସାମୁହିକ ନୂଆଁଖାଇ ତିହାର୍‌ ଆଡମ୍ବର ସହକାରେ ପାଳନ କରିଛନ୍ତି । ୨୧ଟି ପରିବାରର ୧୦୮ଜଣ ସଦସ୍ୟ ଏକାଠି ରାଧାକୃଷ୍ଣ ଭଗବତ୍ ମନ୍ଦିର ପରିସରରେ ନବାନ୍ନ ଭକ୍ଷଣ କରିଥିଲେ । ପ୍ରଥମେ ମହାଲକ୍ଷ୍ମୀଙ୍କ ଠାରେ ଓ
Read More...

ପି.ଆର. ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ ପରିଦର୍ଶନ କଲେ ନରସିଂହ : ସେପ୍ଟେମ୍ବର ଶେଷ ସୁଦ୍ଧା କାମ ସାରିବା ଉପରେ ଦେଲେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧.୩୦ମି.ରେ ବଲାଙ୍ଗିର ବିଧାୟକ ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ପରିସରରେ ନିର୍ମଣାଧିନ ବ୍ୟାଡମିଣ୍ଟନର ଇନ୍‌ଡୋର ଷ୍ଟାଡିୟମର କାର୍ଯ୍ୟ ତଦାରଖ କରିଛନ୍ତି । ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଇନ୍‌ଡୋର
Read More...

ଅଲ୍‌ ଇଣ୍ଡିଆ ମୋବାଇଲ ରିଟେଲର ଏସୋସିଏସନ୍‌ର ବାର୍ଷିକ ଉତ୍ସବ

ଅନଲାଇନ୍‌ ପରିବତ୍ତେ ସ୍ଥାନୀୟ ଦୋକାନ ଉପରେ ଭରଷା ରଖନ୍ତୁ ଗ୍ରାହକ - ଅମିରା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଶରେ ବିଭିନ୍ନ ଅନଲାଇନ୍‌ ବିକ୍ରୟ ସଂସ୍ଥା ଗୁଡିକ ଛତୁ ଫୁଟିଲା ପରି ଫୁଟୁଛନ୍ତି । ଜିନିଷ ବିକ୍ରି କରିବା ପାଇଁ ଗ୍ରାହକମାନଙ୍କୁ ନାନା ଲୋଭ ଦେଖାଇ କୌଣସି ମତେ ତାଙ୍କ
Read More...