Monthly Archives

September 2021

ସଇଁନ୍ତଲା ବିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ବିଭିନ୍ନ ସମସ୍ୟାକୁ ନେଇ ଏବିଇଓଙ୍କ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟାକୁ ନେଇ ଜୋନାଲ ସମ୍ପାଦକ ତପନ କୁମାର ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏବିଇଓ ନାରାୟଣ ଭୋଇଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି ।…
Read More...

ରାଣୀସର୍ଡା ଗ୍ରାମର ପ୍ରସିଦ୍ଧ ମା’ ମାହେଶ୍ୱରୀ ମନ୍ଦିରରେ ଷୋଡଶ ପୂଜା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ପ୍ରସିଦ୍ଧ ମା' ମାହେଶ୍ୱରୀ ମନ୍ଦିରରେ ଆଶ୍ୱିନ ମାସ ପବିତ୍ର ଅଷ୍ଟମୀ ତିଥିରେ ମା' ମାହେଶ୍ୱରୀଙ୍କର ଷୋଡଶ ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ପ୍ରତିବର୍ଷ ଆଶ୍ୱିନ ମାସ ପବିତ୍ର ଅଷ୍ଟମୀ…
Read More...

ମରୁଡି ଅଞ୍ଚଳ ପରିଦର୍ଶନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ବର୍ଷା ପାଣିର ଭରସାରେ ଚାଷୀ ଚାଷ କରିଥାଏ । ଲଗାତାର ଭାବେ ମରୁଡି ଦେଖା ଦେଉଥିବା ସତ୍ୱେ ଓଡିଶା ସରକାର ଗାଇସିଲେଟ ବ୍ଲକ ଚାଷୀମାନଙ୍କୁ ପାଣି ଯୋଗାଇ ଦେଇ ପାରୁନାହିଁ ।…
Read More...

ତେଲି ସମାଜ ପକ୍ଷରୁ କବିଙ୍କ ଜନ୍ମ ମାଟିରେ କୋଶଲୀ ସଂସ୍କୃତି ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କବିଙ୍କ ଜନ୍ମ ମାଟି ସାନକଲାଙ୍ଗାପାଲି ଗ୍ରାମରେ କବି ଅର୍ଜୁନ ସାହୁ ଆହ୍ଵାନରେ କୋଶଲୀ ସଂସ୍କୃତି ଦିନ କୋଶଳ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଥମେ କବିଙ୍କ ବାସଗୃହରେ ପାଣ୍ଡୁଲିପିକୁ ପୂଜାକରି…
Read More...

ଅତାବିରା ଏବିଭିପି ନଗର ପ୍ରଭାରୀ ମନୋନୟନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଏନ୍ଏସି ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହସମ୍ପାଦିକା ଯାଜ୍ଞସେନି ମହାପାତ୍ର,…
Read More...

ବୁକୁରାମୁଣ୍ଡା ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ୍ରିଦିବସୀୟ ପରିଚାଳନା କମିଟିର ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠୀ ସମ୍ପୃକ୍ତି ସହ ବିଦ୍ୟାଳୟ ଉନ୍ନତିକରଣ ଏହି ତାଲିମ…
Read More...

ସାମୁହିକ ବ୍ରତୋପୟନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟାରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରରେ ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ଏକ ବୈଠକ ସଭାପତି ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ନରସିଂହ ମନ୍ଦିର ଠାରେ ନଭେମ୍ବର…
Read More...

ତୁରେକେଲା ବ୍ଲକ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ ପ୍ରସଙ୍ଗ : ଚାକିରିରୁ ଇସ୍ତାଫା ଦେଲେ କର୍ଲାବାହାଲି ପ୍ରାଥମିକ ସ୍କୁଲର…

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଜାଲ ସି.ଟି ଓ ଶିକ୍ଷାଗତ ସାର୍ଟିଫିକେଟ ବଳରେ ସଲାସୁତୁରା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଅଭିଯୋଗ ହେଲା ପରେ ଗୋଷ୍ଠୀ…
Read More...

ସ୍ମାଇଲ ଫାଉଣ୍ଡେସନ ଇଣ୍ଡିଆ ଦ୍ୱାରା ମୋବାଇଲ୍ ମେଡିକେୟାର୍ ୟୁନିଟ୍‌ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେସରକାରୀ ସାମାଜିକ ସଂଗଠନ "ସ୍ମାଇଲ ଫାଉଣ୍ଡେସନ ଇଣ୍ଡିଆ" ନୂଆଦିଲ୍ଲୀର ସହଯୋଗରେ ଆଜି ବଲାଙ୍ଗିର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟ ପ୍ରକଳ୍ପ "ସ୍ମାଇଲ ଅନ ହ୍ୱିଲ"ର ଶୁଭାରମ୍ଭ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ…
Read More...

ରେଳ ଷ୍ଟେସନରେ ଯାତ୍ରୀ ସେବାର ସୁବନ୍ଦୋବସ୍ତ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହ-ସଂପାଦକ ପ୍ରଭାକର ମିଶ୍ର ବିଗତ…
Read More...