Monthly Archives

September 2021

ସାରର ଅଭାବୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ସୁବର୍ଣ୍ଣପୁର ବିଜେଡି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାରେ ଅତ୍ୟାବଶ୍ୟକ ସାରର ଅଭାବୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ଧାରଣା ପ୍ରଦର୍ଶନ କରାଯାଇଛି । ବିଜେଡିର ଜିଲ୍ଲା ସଭାପତି ସରୋଜ କମ୍ପଙ୍କ ନେତୃତ୍‌ତ୍ୱରେ ଶତାଧିକ କର୍ମୀ ଏହି ଧାରଣାରେ
Read More...

ସାରର ନିଅଣ୍ଟିଆ ଅବସ୍ଥା ପାଇଁ କେନ୍ଦ୍ରକୁ ଦାୟୀ କଲା ବିଜୁ କୃଷକ ଜନତା ଦଳ : ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ୱେ କେନ୍ଦ୍ର ସରକାର ରାଜ୍ୟକୁ ଚୁକ୍ତି ମୁତାବକ ସାର ଯୋଗାଉ ନାହାନ୍ତି । ଫଳରେ ରାଜ୍ୟରେ ଚାଷୀଙ୍କ ପାଇଁ ଅତ୍ୟାବଶକୀୟ ସାରର ଘୋର ଅଭାବ ଦେଖା ଦେଇଛି ବୋଲି ଅଭିଯୋଗ କରିବା ସହ ରାଜ୍ୟରେ
Read More...

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରାଯାଉ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ୨ କୋଟି ଜନସାଧାରଣଙ୍କ ଭାଷା, ସଂସ୍କୃତି, ପରମ୍ପରାର ବାର୍ତାବହ ପର୍ବ ହେଉଛି ନୂଆଁଖାଇ । ଏହାକୁ ପଶ୍ଚିମ ଓଡ଼ିଶାର ଗଣପର୍ବ କୁହାଯାଏ । ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଦେବଗଡ଼, ବୌଦ୍ଧ
Read More...

୧୦ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଡ୍ରାଇଭର ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ସଭାପତି ଅଚ୍ୟୁତ ସେଠଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜିଲ୍ଲାପାଳ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଏକ ୧୦ ଦଫା
Read More...

ଲକ୍ଷ୍ମୀନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦେଶବେହେରା ସାହିରେ ବିଜେ ପୁରାତନ ଲକ୍ଷ୍ମୀନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମନ୍ଦିର ମୁଖ୍ୟ ମହନ୍ତ ଅନିରୁଦ୍ଧ ରାମାନୁଜ ଦାଶ ମହାରାଜ ଜନ୍ମାଷ୍ଟମୀର ତାପ୍ତର୍ଯ୍ୟ ଏବଂ ଶ୍ରୀକୃଷ୍ଣଙ୍କ ଲୀଳା
Read More...

କୋଭିଡ ଟିକାକରଣ ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲ ଓ ଧଅରାଖମନ ଠାରେ ପୃଥକ ପୃଥକ ଭାବେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଓ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କୋଭିଡ ଟିକାକରଣ ଶିବିର ଆୟୋଜନ
Read More...

ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘ ପକ୍ଷରୁ ମନୁ ଦାସଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗୋଷାଣୀ ନୂଆଗାଁସ୍ଥିତ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ର ଠାରେ ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘର ଉପସଭାପତି, ପୂର୍ବତନ କାଉନସିଲର, ସମାଜସେବୀ ମନୋରଞ୍ଜନ ଦାଶଙ୍କ ବିୟୋଗରେ ଏକ ଶୋକସଭା ସଂଗଠନର କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ନେଇ ଅନୁରୋଧ

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେପି ଲିଗାଲ ସେଲ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ଼ି) : ଗଞ୍ଜାମଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭାଜପା ଲିଗାଲ ସେଲ ପକ୍ଷରୁ ଅନୁରୋଧ
Read More...

ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର । ଭକ୍ତମାନେ କୋଭିଡ୍ ଗାଇଡଲାଇନ ମାନି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ସିଂହଦ୍ୱାର ନିକଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ
Read More...

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା : ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ

ପାରଳାଖେମୁଣ୍ଡି : ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ । ଜେରା ପରେ ଦ୍ୟାଭାରତୀଙ୍କ ବୟାନ ରେକର୍ଡ କରାଯିବ । କ୍ରାଇମ୍‌ ଏଗେନ୍‌ଷ୍ଟ ଓ୍ୱିମେନ୍ ଓ୍ୱିଙ୍ଗର ଦୁଇ ଜଣ ମହିଳା ଅଧିକାରୀ ଜେରାରେ ସାହାଯ୍ୟ କରିବା ପାଇଁ ସାମିଲ ହେବେ
Read More...