Monthly Archives

August 2021

ଖଦ୍ୟୋତ ଅନୁଷ୍ଠାନର ପରିବେଶ ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନର ଏକ ବୈଠକ ତଥା ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାୟୁ ମଣ୍ଡଳରୁ ଅମ୍ଲଜାନର ସ୍ତର ଆସ୍ତେ ଆସ୍ତେ କମିବାକୁ ଲାଗୁଛି, ସେଥିପାଇଁ ଆମ ଦୈନନ୍ଦିନ ଜୀବନରେ ଆମେ
Read More...

ପିଏସ୍ ବିରଞ୍ଚି ସାହୁଙ୍କୁ ସସ୍‌ପେଣ୍ଡ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ

ଭୁବନେଶ୍ୱର : ପିଏସ୍ ବିରଞ୍ଚି ସାହୁଙ୍କୁ ସସ୍‌ପେଣ୍ଡ କରିଛନ୍‌ନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଏସ୍ ବିରଞ୍ଚି ସାହୁ ଗିରଫ ହୋଇଥିବା ବେଳେ ଚଢ଼ାଉ ସମୟରେ ତାଙ୍କ ନିକଟରୁ ମୋଟ୍ ୩ କୋଟି ୭୯ ଲକ୍ଷ
Read More...

ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ : ସ୍କୁଲ ମିଶ୍ରଣ ଓ ବନ୍ଦ ନୀତି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟାଳୟ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସରକାର ମନ ଇଛା ବାବେ ସ୍କୁଲ ଗୁଡିକୁ ମିଶ୍ରଣ କରିବା ସହିତ ବନ୍ଦ
Read More...

ରାଜ୍ୟ ସରକାରଙ୍କ ଶିକ୍ଷାନୀତି ମେଧାବୀଙ୍କ ପାଦର ବେଡ଼ି ସାଜୁଛି, ସରକାରୀ ଚାକିରୀ ଆବେଦନ ସୀମା ୪୨ ବର୍ଷକୁ ବୃଦ୍ଧି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ନିଜର ଭୁଲ ସରକାରୀ ଚାକିରୀ ନୀତ ଅନୁସାରେ ଚାକିରୀ ଆବେଦନ ସୀମା ମାତ୍ର ୩୨ ବର୍ଷ ରଖିଛନ୍ତି । ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଅବସାଦ କାରଣରୁ ଉଚ୍ଚ ଶିକ୍ଷା ସମାପ୍ତ କରିବା ବେଳକୁ ଏହି ନିଯୁକ୍ତି ସୀମା ଅତିକ୍ରମ ହୋଇପଡୁଛି । ଅନ୍ୟପଟେ ଦେଶର
Read More...

ସାଲେପାଲି ବାର୍ଦ୍ଧକ୍ୟ ଆବାସରେ ମହିଳା ସମିତି ଓ ଇନ୍‌ହ୍ୱିଲ ତରଫରୁ ସାହାଯ୍ୟ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମ୍ୟ ମଙ୍ଗଳ ପାଠାଗାର ସାଲେପାଲି ଦ୍ୱାରା ପରିଚାଳିତ ବାର୍ଦ୍ଧକ୍ୟ ଆବାସ ଠାରେ ମାରୱାଡି ମହିଳା ସମିତି ତଥା ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିରର ଇନହ୍ୱିଲ ଶାଖା କର୍ମକର୍ତ୍ତା ଏବଂ ସଦସ୍ୟମାନେ ୧୫ଜଣ ମହିଳା ଏବଂ ୧୦ଜଣ ପୁରୁଷ ଅନ୍ତେବାସୀଙ୍କୁ ତାଙ୍କ
Read More...

ଟିଟିଲାଗଡ଼-ବେଲଗାଁ ରାସ୍ତାରେ ବାଇକ ଦୁର୍ଘଟଣା ଘଟି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବେଲଗାଁ ରାସ୍ତାରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ତୁକଲା ଗ୍ରାମର ରାଜେଶ କୁମାର ଦାସ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଯୁବକ ପଡ଼ିଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ
Read More...

ବିଭିନ୍ନ ଅଞ୍ଚଳ ବୁଲିଲେ ବିଧାୟକ ସାଲୁଜା : ଲୋକଙ୍କ ସୁଖ ଦୁଃଖ ବୁଝିଲେ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : କଣ୍ଟାବାଞ୍ଜି ବଧାୟକ ସଂନ୍ତୋଷ ସିଂହ ସାଲୁଜା ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ସେମାନଙ୍କ ଦୁଃଖ ସୁଖ ଆଲୋଚନା କରି ସମସ୍ୟା ଅନୁଧ୍ୟାନ କରିଛନ୍ତି । କଣ୍ଟାବାଞ୍ଜି ଏନ୍‌ଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡରେ ଥିବା ସରକାରୀ ନେଡାଲ ୟୁପି ସ୍କୁଲ
Read More...

ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ହାତୀପଲ : ୩ ଗାଁରେ ତିନୋଟି ଘର ଭାଙ୍ଗିଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଆସି ଅପଦ୍ରବ ସୃଷ୍ଟି କରୁଛନ୍ତି । ଏହି ହାତୀ ମାନେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତିନୋଟି ଗାଁରେ ପଶି ତିନୋଟି ଘର ଭାଙ୍ଗିବା ସହ ଘରର ଧାନ ଚାଉଳ ଖାଇ ଦେଇଥିବା
Read More...

ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ କଲା

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ କରିଛି । ୧-୦ରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲର ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ତେବେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ
Read More...

ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ

ସମ୍ୱଲପୁର, (କରୁଣାକର ଶତପଥୀ) : ଦୀର୍ଘ ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶନ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ନ ୩ଟାରୁ ସାଢ଼େ ୭ଟା ଯାଏ
Read More...