ଲୋୟର୍ ସୁକ୍ତେଲ ଜଳସେଚନ ପ୍ରକଳ୍ପ : ଖୁଣ୍ଟପାଲି ଗ୍ରାମର ବିସ୍ଥାପିତଙ୍କୁ ଘର ଡିହ ପଟ୍ଟା ବଂଟନ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଲୋୟର୍ ସୁକ୍ତେଲ୍ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହୋଇଥିବା ଖୁଣ୍ଟପାଲି ଗ୍ରାମର ବିସ୍ଥାପିତଙ୍କୁ ଲର୍କିପାଲି-ସଦେଇପାଲି ପୁନର୍ବାସ ଓ ଥଇଥାନ କଲୋନୀ ନିମନ୍ତେ ଘର ଡିହ ପଟ୍ଟା ବଂଟନ କରାଯାଇଛି । ଆଜି ଲୋୟର ସୁକ୍ତେଲ୍ ଜଳସେଚନ ପ୍ରକଳ୍ପର!-->…
Read More...
Read More...