Monthly Archives

August 2021

ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ : ଗଞ୍ଜାମ ବ୍ଲକ ଟପ୍ପର ଓ ଜିଲ୍ଲାରେ ଚତୁର୍ଥ ନମ୍ବରରେ ଶତାବ୍ଦୀ ପ୍ରିୟଦର୍ଶିନୀ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୀଳକଣ୍ଠ ନଗର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସ୍କୁଲରେ ପଢ଼ୁଥିବା ଗଞ୍ଜାମ ବ୍ଲକ ପୋଇରାସି ପଂଚାୟତ ବି କାଇଁଚପୁର ଗ୍ରାମର ମାନସ ବେହେରାଙ୍କ ଝିଅ ଶତାବ୍ଦୀ ପ୍ରିୟଦର୍ଶିନୀ ବେହେରା ଜିଲ୍ଲାରେ
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ହୂମ୍ମା ସାଧନ କେନ୍ଦ୍ରର ବଳଦିଆଡିହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ବେହେରା ଚାକିରିରୁ ଅବସର ନେଇଥିବା ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ ପୂର୍ବକ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
Read More...

ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଶବ୍ଦନୃତ୍ୟ ଶିକ୍ଷା ଶୁଭାରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଗାୟତ୍ରୀ ପୀଠରେ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଆୟୋଜିତ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଶବ୍ଦନୃତ୍ୟର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ପ୍ରତିଷ୍ଠିତ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦକୁ
Read More...

କଣ୍ଟାବାଞ୍ଜିରେ ନୂତନ ଏସ୍‌ଡିପିଓ ଭାବରେ ଯୋଗ ଦେଲେ ଡ. ହୃଷୀକେଶ ମେହେର

କଣ୍ଟାବାଞ୍ଜି, (ମନୀଷ କମୁାର ହଂସ) : କଣ୍ଟାବାଞ୍ଜିରେ ଗତକାଲି ନୂତନ ଏସ୍‌ଡିପିଓ ଭାବରେ ଯୋଗ ଦେଇଛନ୍ତି ଡ. ହୃଷୀକେଶ ମେହେର । ଡ. ମେହେର ବିଗତ ଦିନରେ ଏସ୍‌ଆଇ ଭାବେର କଣ୍ଟାବାଞ୍ଜି ଥାନାରେ କାର୍ଯ୍ୟରତ ଥିବା ବେଳେ ଅଂଚଳର ଆଇନ ଶୃଙ୍ଖଳା ପ୍ରତି ଅବଗତ ଥିଲେ । ତେବେ ବର୍ତ୍ତମାନ ଏଠାରେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୪୩୨୫କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବରପାଲିପଡାରେ ଲାଟ୍ରିନ ଟାଙ୍କିରେ ପଡ଼ି ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲି ପଡାରେ ଆଜି ସକାଳୁ ଏକ ଅଘଟଣ ଦେଖିବାକୁ ମିଳିଛି । ଜଣେ ଯୁବକ ହଠାତ୍‌ ଛାତ ଉପରୁ ପଡି ତଳେ ଥିବା ଲାଟ୍ରିନ ଟାଙ୍କି ଭିତରକୁ ଧସି ଯାଇଥିଲେ । ଲାଟ୍ରିନ ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ସୁରେନ୍ଦ୍ର
Read More...

ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଦାବୀପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ବରଗଡ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଯୁବ
Read More...

୫ ଫୁଟର ଦୁଇଟି ଗୋଖରାନାଗ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଘଣ୍ଟାବାହାଲି ଓ ଶିଷକେଲା ଗ୍ରାମରୁ ୫ ଫୁଟରୁ ଅଧିକ ଲମ୍ବା ଥିବା ଗୋଖରାନାଗକୁ ଉଦ୍ଧାର କରିଛନ୍ତି ବିକି ଜି ନାଗ । ସାପକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ମଧ୍ୟ ଛାଡି ଦେଇଥିବା ପ୍ରକାଶ କରିଛନ୍ତି ।
Read More...

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ ଅଭିଯୋଗ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ । ସୂଚନା ଅନୁସାରେ ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ଜଣାଶୁଣା
Read More...

ମାଗଣା କର୍କଟ ପରାମର୍ଶ ଶିବିର ଅନୁଷ୍ଠିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା କର୍କଟ ରୋଗୀମାନଙ୍କ ସୁବିଧା ନିମନ୍ତେ ଆସନ୍ତା ୫ ତାରିଖ ଗୁରୁବାର ଦିନ ସମୟ ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଏକ ମାଗଣା କର୍କଟ ପରାମର୍ଶ ଶିବିର ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର
Read More...