Monthly Archives

August 2021

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ରାଜ୍‌ : ସଇଁନ୍ତଲା ହାଇସ୍କୁଲରେ ବେଆଇନ ଗଛ କଟା ନେଇ ଚଢ଼ାଉ କଲା ବନ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : 'ଗଛ ଲଗାଅ ଦେଶ ବଞ୍ଚାଅ' ବୋଲି ରାଜ୍ୟ ସରକାର ନାରା ଦେଇ ପ୍ରତ୍ୟେକ ବର୍ଷ ହଜାର ହଜାର ଗଛର ବୃକ୍ଷ ରୋପଣ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳକ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିପରୀତ ଦେଖା ଦେଇଛି । ବେଆଇନ ଭାବେ ଗଛ କଟାଯାଇଥିବାକୁ ନେଇ
Read More...

ହାତୀସରା ପୋଖରୀ ପୁନଃଉଦ୍ଧାର କାମରେ ପିସି କାରବାରକୁ ନେଇ ଗାଁରେ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ହାତୀସରା ଗାଁର ସୁରୁ ବନ୍ଧ ମାଟି ଉଦ୍ଧାର କାମରେ ପିସି କାରବାରକୁ ନେଇ ଗାଁରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ଦିନ ପରେ ଗ୍ରାମବାସୀଙ୍କ ଦାବୀ କ୍ରମେ ଗାଁର ସୁରୁ ବନ୍ଧର ମାଟି ଉଦ୍ଧାର କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ
Read More...

ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ୧୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୩୦୦୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୦୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

୧୧ବର୍ଷ ହେଲା ଆବାସ ଯୋଜନା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଡିମିରିମୁଣ୍ତା ଗ୍ରାମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ଯୋଗାଇଦେବା ପାଇଁ ଡିଣ୍ତିମ ପିଟୁଥିବା ବେଳେ ବାସ୍ତବରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତର ଡ଼ିମିରିମୁଣ୍ଡା ଗ୍ରାମରେ । ସୂଚନା ପ୍ରକାରେ
Read More...

ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ନାଗପଡା ଗ୍ରାମର ରେମଣ୍ଡା ଗ୍ରାମପଞ୍ଚାୟତରେ ଅଧିନରେ ରହିଛି । ଆଜି ଭେଡେନ ତହସିଲଦାର ଅନୀଲ କୁମାର ହୋତାଙ୍କୁ ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି
Read More...

ଅନୁସୂଚିତ ଜନଜାତି ବିଜେପି ଜନମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବରଗଡ ଜିଲ୍ଲାରୁ ଗୋବର୍ଦ୍ଧନ ଭୁଏଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି ।
Read More...

ଖୋଲିଲା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କୋଭିଡ-୧୯ କଟକଣା କୋହଳ ହେବା ପରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣାଙ୍କ ଆଦେଶ ଅନୁସାରେ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲ ସ୍ଥିତ ସୋମେଶ୍ୱର ମନ୍ଦିର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲାଯାଇଥିବା
Read More...

ଆଦିମ ଅଧିବାସୀ ଏକତା ମଞ୍ଚର ପ୍ରୟାସ : ମୋ ଚାଟଶାଳୀ କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ପାଇଁ ଦୀର୍ଘ ୧୭ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି । ବିକଳ୍ପ ଶିକ୍ଷା ଭାବେ ସରକାର ଅନ୍‌ଲାଇନ୍‌ ଓ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛନ୍ତି । କିନ୍ତୁ ବୌଦ୍ଧ ଭଳି ଜିଲ୍ଲାରେ
Read More...

ଚିନ୍ଦାଗୁଡାରେ ବିଜେଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ପଂଚାୟତ ଚିନ୍ଦାଗୁଡା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ସୁଧାଂଶୁ
Read More...

ବିଧାୟିକା ରୀତା ସାହୁଙ୍କ ସଂଗ୍ରହାଳୟର ମରାମତି କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସଂଗ୍ରାହାଳୟର ଓ ଗବେଷଣା କେନ୍ଦ୍ରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟକୁ ଆଜି ବିଜେପୁର ବିଧାୟିକା ରୀତା ସାହୁ ବୁଲି ଦେଖିବା ସହ କାମ ଶୀଘ୍ର ଶେଷ କରିବାକୁ କହିଥିଲେ । ୧୯୭୦ରୁ କବି ଗଙ୍ଗାଧର ମେହେରଙ୍କ ବାସ
Read More...