Monthly Archives

August 2021

ଖୋର୍ଦ୍ଧା –ବଲାଙ୍ଗିର ରେଳ ପଥ ପୁଣି ଅବହେଳାର ଶିକାର : ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର-ରାଜ୍ୟ ବୁଝାମଣା ପତ୍ରର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାରୁ ନିର୍ବାଚିତ ହୋଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ମବ ରେଳ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲା ପରେ ରେଳ ବିକାଶ କ୍ଷେତ୍ରରେ ଅବହେଳିତ ଓଡିଶାକୁ ନ୍ୟାୟ ମିଳିବ ବୋଲି ରାଜ୍ୟବାସୀ ଆଶାବାଦୀ ଥିବା ବେଳେ ନିର୍ମାଣାଧିନ ଖୋର୍ଦ୍ଧା-ବଲାଙ୍ଗିର
Read More...

‘କୋଶଳ ପ୍ରବାହ ଲାଇଭ୍‌’ ପ୍ରଥମ ବାର୍ଷିକୋତ୍ସବରେ ବରଗଡ଼ର ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୋଶଳ ପ୍ରବାହ ସାପ୍ତାହିକ ସମ୍ବାଦ ପତ୍ରର ୨୧ବର୍ଷ ପୂର୍ତ୍ତି ଓ 'କୋଶଳ ପ୍ରବାହ ଲାଇଭ୍‌'ର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ
Read More...

୩ ଲକ୍ଷ ଟଙ୍କାର କପ୍‌ସିରପ୍‌ ଚୋରା ଚାଲାଣ ବେଳେ ଗୋଟିଏ ସ୍କୋର୍ପିଓ ସହ ଜଣଙ୍କୁ ଗିରଫ କଲା ପୋଲିସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର କପ୍‌ସିରପ୍‌ ଚୋରା ଚାଲାଣ ବେଳେ ଗୋଟିଏ ସ୍କୋର୍ପିଓ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ବଲାଙ୍ଗିରକୁ
Read More...

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଂଚାୟତର ଭୂମିକା ସମ୍ପର୍କରେ ତାଲିମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର, ଓଡ଼ିଶାର ସରକାରଙ୍କ ସହଯୋଗରେ ମ.ରାମପୁରର ୧୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ୧୦ ଜଣ ୱାର୍ଡ ମେମ୍ବର/ ନାଏବ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୬ ଏବଂ ୱାର୍ଡ ନଂ.୫ରୁ ଜଣେ ଲେଖାଏଁ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି
Read More...

ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲିର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ତତ୍ତ୍ୱାବଧାନରେ ମୋ ସ୍କୁଲ ଅଭିଯାନରେ ହୋଇଥିବା ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Read More...

ଜିଲ୍ଲା କୃଷି ଅଧିକାରୀଙ୍କୁ କିଶାନ କଂଗ୍ରେସର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ଖରିଫ ଋତୁରେ ସ୍ୱଳ୍ପ ବର୍ଷା ଯୋଗୁଁ କମ୍‌ ଜାଗାରେ ଚାଷ କାମ ଚାଲୁଥିଲେ ମଧ୍ୟ କୃଷକଙ୍କୁ ସାର ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଅଧିକ ଅମଳ ପାଇଁ ସାର ପ୍ରୟୋଗ ନିହାତି ଜରୁରୀ ହୋଇଥିଲେ ମଧ୍ୟ ସାର ନ ପାଇବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର
Read More...

‘କୋଶଳ ପ୍ରବାହ ଲାଇଭ୍‌’ ୱେବ୍‌ ନ୍ୟୁଜ୍‌ ପୋର୍ଟାଲ୍‌ର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ : ଜନସାଧାରଣଙ୍କ ବାର୍ତ୍ତାବହ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶିତ ‘କୋଶଳ ପ୍ରବାହ ଲାଇଭ’ ନ୍ୟୁଜ ପୋର୍ଟାଲ ଆଜି ଦ୍ୱିତୀୟ ବର୍ଷରେ ପାଦ ଦେଇଛି । ସ୍ଥାନୀୟ ସମ୍ବାଦିକ ଭବନ ଠାରେ ଆୟୋଜିତ ବାର୍ଷିକତ୍ସୋବ କାର୍ୟ୍ୟକ୍ରମରେ ସାମ୍ପ୍ରତିକ ପରିସ୍ଥିତିରେ ୱେବ୍‌ ନ୍ୟୁଜ୍‌ ପୋର୍ଟଲର ଭୂମିକା ପ୍ରସଙ୍ଗରେ
Read More...

ବଲାଙ୍ଗିର ଏକ୍ସନ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜି ପାଣିଗ୍ରାହୀଙ୍କ ନେତୃତ୍ୱରେ କମିଟିର ଏକ ପ୍ରତିନିଧି ମଣ୍ଡଳି ବଲାଙ୍ଗିର ଏନ୍‌ଏଚ୍‌ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ନାୟକଙ୍କୁ ସାକ୍ଷାତ କରି, ବଲାଙ୍ଗିର ବାଇପାସ କାର୍ଯ୍ୟର
Read More...

ଭାରସାମ୍ୟ ହରାଇ ବାଇକ୍‌ ର୍ଦୁଘଟଣା : ଯୁବକ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ବରଗାଁଠାରେ ଭାରସାମ୍ୟ ହରାଇ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ ସ୍ଥାନୀୟ ଲୋକେ ଦେଖିବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିବା ପରେ ସଇଁନ୍ତଲା
Read More...