Daily Archives

ରେଳମନ୍ତ୍ରୀଙ୍କ ରୋଡ ଶୋ କାର୍ଯ୍ୟକ୍ରମକୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ଯୋଜନା ପୂର୍ବରୁ ପାଟଣାଗଡ଼…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜନ ଆର୍ଶିବାଦ କାର୍ଯ୍ୟକ୍ରମ ପାଇଁ କଣ୍ଟାବାଞ୍ଜିରୁ ପାଟଣାଗଡ଼ ରାସ୍ତା ଦେଇ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ପାଟଣାଗଡରେ ମନ୍ତ୍ରୀଙ୍କ ରୋଡ଼ ଶୋ କାଯ୍ୟକ୍ରମ
Read More...

ଭୁଲିଆ ସମାଜ କେନ୍ଦ୍ରବୋର୍ଡ କମିଟି ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ସହ ବ୍ରୋଞ୍ଚ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଭୁଲିଆ (ମେହେର) ସମାଜ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସ୍ଥାନୀୟ ଭୁଲିଆ ମେହେର ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ବ୍ରୋଞ୍ଚରେ
Read More...

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କଂଗ୍ରେସ ବିଧାୟକ ସାଲୁଜାଙ୍କ ଟାର୍ଗେଟ

କଂଟାବାଂଜି, (ମନିଶ କୁମାର ହଂସ) : ଜନ ଆର୍ଶିବାଦ ଗସ୍ତରେ ରବିବାର ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଂଟାବାଂଜି ଆସିଥିଲେ । ଏହି ପରିପ୍ରେକ୍ଷୀରେ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଟାର୍ଗେଟ କରି କଂଟାବାଂଜିର ବିକାଶକୁ ନେଇ ୮ଟି ପ୍ରଶ୍ନ ରିଫ୍ଲେଟ ମାଧ୍ୟମରେ
Read More...

କଂଟାବାଂଜିରେ କେନ୍ଦ୍ର ରେଳ ମନ୍ତ୍ରୀ

ମୋ କଲମରେ କୌଣସି ପ୍ରୋଜେକ୍ଟ ଡେରିହେବ ନାହିଁକଂଟାବାଂଜି, ଟିଟିଲାଗଡ,ବଲାଙ୍ଗିରକୁ ମୋଡେଲ ଷ୍ଟେସନରେ ନିର୍ମାଣଦୀର୍ଘ ଦିନର ଜନସାଧାରଣଙ୍କ ଦାବୀ ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି କଂଟାବାଂଜି, (ମନିଶ କୁମାର ହଂସ) : କେନ୍ଦ୍ରର ମୋଦୀ ସରକାରଙ୍କ ଜନ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ଉପ-ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ନକଲି ଆଦିବାସୀମାନଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଦ କରିବାରେ ଓଡିଶା ସରକାର ସୁପ୍ରିମକୋର୍ଟ ଆଦେଶକୁ ଉଲ୍ଲଂଘନ
Read More...

ସାଂପ୍ରତିକ ସମୟରେ ଗଙ୍ଗାଧର ସାହିତ୍ୟର ପ୍ରାସଂଗୀକତା ରହିଛି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟିକ୍ରାପଡା ଜଗନ୍ନାଥ ମନ୍ଦିର ଠାରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଡାକ୍ତର ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ
Read More...

ଗାଇସିଲାଟ ଠାରେ ଗଙ୍ଗାଧର ମେହେର ଜୟନ୍ତୀ

ଆଦର୍ଶ ଶବ୍ଦ ଚୟନ ହିଁ ମେହେର ସାହିତ୍ୟର ମାନବବାଦ ଆଦର୍ଶକୁ ପ୍ରମାଣିତ କରେ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଶବ୍ଦ ଚୟନ ମାଧ୍ୟମରେ ମାନବିକତାର ଆଦର୍ଶ ସାହିତ୍ୟରେ ପ୍ରକଟିତ ହେଇଛି । ସାହିତ୍ୟର ଚରିତ୍ର ମାଧ୍ୟମରେ ସମାଜର ପ୍ରତ୍ୟେକ ଛବିକୁ ଚିତ୍ରଣ କରିବାରେ ସେ ଥିଲେ
Read More...

ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଶ୍ରାଦ୍ଧୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଦିବଂଗତ ବିଧାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ସମାଜ ଖବର କାଗଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ ଅତିଥି ଭାବେ ଯୋଗ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକଳ୍ପନୀୟ ସାହିତ୍ୟର ସ୍ରଷ୍ଟା ଥିଲେ ସ୍ୱଭାବ କବି ଗଙ୍ଗାଧର ଜୀବନ ଓ ଜଗତକୁ ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ ସେ ସାହିତ୍ୟ ସର୍ଜନା କରି ସବୁ ସମୟର ମଣିଷକୁ ମାର୍ଗଦର୍ଶନ ଦେଇ ଆସିଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ
Read More...

ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶୈବପୀଠରେ ଜଳାଭିଷେକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ଶୈବପୀଠରେ ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମ.ରାମପୁର ବ୍ଲକ ଅନ୍ତର୍ଗତ ଟୁର୍ଚ୍ଚି ଗ୍ରାମବାସୀ ନିକଟସ୍ଥ ଉତେଇ ନଦୀରୁ ସାମାଜିକ ଦୂରତା ସହିତ ଧାଡ଼ି ବାନ୍ଧି ଜଣକ ପରେ
Read More...