Daily Archives

ସୁବର୍ଣ୍ଣପୁରରେ ସ୍ୱଭାବ କବି ଗଂଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ୱଭାବ କବି ଗଂଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ - ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ମେହେର
Read More...

ପୃଥିରାଜ ଗୋଶାଳା ଠାରେ ଗୋ ମାତାମାନଙ୍କୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ ରକ୍ଷାବନ୍ଧନ ଅବସରରେ ରକ୍ଷା ବନ୍ଧନ କରିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ସକାଳ ୧୦ଟାରେ ବଲାଙ୍ଗିର ସ୍ଥିତ ପୃଥିରାଜ ଗୋଶାଳା ଠାରେ ଗୋ ମାତାମାନଙ୍କୁ ରକ୍ଷାବନ୍ଧନ କରିବା ସହ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ।
Read More...

ପାଟଣାଗଡ ସାଂସ୍କୃତିକ ପରିଷଦ ତରଫରୁ ଗଂଗାଧର ମେହେର ଜୟନ୍ତୀ ପାଳିତ

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଭାରତ ମାତା କ୍ଳବ୍ ଠାରେ ସାଂସ୍କୃତିକ ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶହେ ଅଣଷଠିଏ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ପୂର୍ବାହ୍ନ ଆଠ ଘଣ୍ଟା ସମୟରେ ପାରମ୍ପରିକ ରୀତିରେ ସ୍ଥାନୀୟ ଗଂଗାଧର ମେହେର ପାର୍କ ଠାରେ ସ୍ୱଭାବ କବି
Read More...

ପ୍ରକୃତି କବି ଗଂଗାଧର ମେହେରଙ୍କ ଜୟନ୍ତୀ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତିକବି ଗଂଗାଧର ମେହେରଙ୍କ ଜନ୍ମଜୟନ୍ତୀ ଉତ୍ସବ ଅବସରରେ କବି ଗଂଗାଧର ପ୍ରକୃତିରେ ପ୍ରାଣ ସଂଚାର କରିପାରିଥିଲେ, ତାଙ୍କରି କବିତା ସମୂହରେ ପ୍ରକୃତି ଭିତରେ ମାନବୀୟ ସମ୍ବେଦନା
Read More...

ବଲାଙ୍ଗିର ପ୍ରତି ରେଳମନ୍ତ୍ରାଳୟ ବୈମାତୃକ ମନୋଭାବ : ଜନ ଆକ୍ରୋଶ ସମାବେଶରେ ଗର୍ଜିଲେ କଂଗ୍ରେସ ନେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର କରିବାର ୭ ବର୍ଷ ବିତିଲା । ସେମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ପୂରଣ ହୋଇନାହିଁ । ତୈଳଦର ବୃଦ୍ଧି, କଳାକୃଷି ଆଇନ, ଦରଦାମ ବୃଦ୍ଧି, ଲାଭଜନକ ସରକାରୀ ଉଦ୍ୟୋଗର ଘରୋଇକରଣ, ରୋଜଗାର ସୃଷ୍ଟି କରିବାରେ ସରକାର
Read More...

ବରଗଡ-ନୂଆପଡା ଭାୟା ପଦ୍ମପୁର-ବିଜେପୁର ନୂତନ ରେଳ ଲାଇନ ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ରେଳ ସେବା ରହିଛି ସତ, କିନ୍ତୁ ଜିଲ୍ଲାର ବରଗଡ଼ ଓ ବରପାଲିକୁ ଛାଡିଦେଲେ ଅନ୍ୟ କୌଣସି ଯାଗାରେ ରେଳ ସେବା ନାହିଁ । ବରଗଡ଼-ନୂଆପଡା ଭାୟା ପଦ୍ମପୁର-ବିଜେପୁର ଏକ ନୂତନ ରେଳ ଲାଇନ ପାଇଁ ବିଗତ ଦିନରେ ଦାବୀ ହେବା ସହ ବିଭିନ୍ନ ସମୟରେ
Read More...

ଏବିଭିପି ପକ୍ଷରୁ ରକ୍ଷାବନ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାର୍ଥୀ ପରିଷଦର କର୍ଯ୍ୟକର୍ତାମାନେ ଦେଶକୁ ସୁରକ୍ଷା ଦେଉଥିବା ସିରାପିଏଫ୍‌ ଯବାନମାନଙ୍କୁ ପ୍ରଥମେ ଯାଇ ରାକ୍ଷୀ ବାନ୍ଧିଥିଲେ, ତାପରେ ସମାଜ ଓ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଏବଂ ଜଗତସିଂହପୁର ଜିଲ୍ଲାରୁ ୧୩ଜଣ ଲଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।
Read More...

ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ପାଇଁ ସ୍ଥାନ ଚିହ୍ନଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଭେଣ୍ଡିଙ୍ଗ ଜୋନ ଓ ସେଲ୍ଫି ପଏଣ୍ଟ ନିର୍ମାଣ ନିମନ୍ତେ ଶନିବାର ଅପରାହ୍ନରେ ସ୍ଥାନ ଚିହ୍ନଟ କରାଯାଇଛି । ସହର ସ୍ଥିତ ମାଛ ମାର୍କେଟ ନିକଟସ୍ଥ ହରିଜନ ସାହି ଛକ ନିକଟରୁ ପୁରୁଣା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଦାମୋଦରପୁର ଛକ
Read More...

ଯୋଗିମୁଣ୍ଡା ପଞ୍ଚାୟତ ଠକପଡ଼ା ମହିମା ମଠ ଠାରେ ନବାନ୍ନ ପର୍ବ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଶ୍ରାବଣ ପୂର୍ଣ୍ଣିମା । ଏହି ଅବସରରେ ଯୋଗିମୁଣ୍ଡା ପଞ୍ଚାୟତ ଠକପଡ଼ା ମହିମା ମଠ ଠାରେ ପ୍ରତିବର୍ଷ ପରି ଏବର୍ଷ ନବାନ୍ନ ପର୍ବ ପାଳନ ହୋଇଯାଇଛି । ବ୍ରହ୍ମ ଅବଧୂତ ଦେବରାଜ ବାବାଙ୍କ ତତ୍ତ୍ଵାବଧାନରେ ଚତୁର୍ଦ୍ଦଶୀ ଦିନ ରାତ୍ରରୁ ଜଗତ ଭକତ ଉଦ୍ଧାର ଓ
Read More...