Monthly Archives

July 2021

ମହିଳା ଓ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ମହିଳା ପ୍ରତିନିଧି ଦଳ

ଅନଗୁଳ : ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଗତ ଦୁଇ ଦିନ ତଳେ ଫୁଲପଡା ପଞ୍ଚାୟତ ଗିରିଧିବାସିଆ ଗ୍ରାମରେ ବାଳିକାକୁ ନୃସିଂହ ଭାବରେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ବିଜେପିର ମହିଳା ପ୍ରତିନିଧି ଦଳ ଉକ୍ତ ଗ୍ରାମକୁ ଯାଇ ପାରି ପାର୍ସୀକ ଅବସ୍ଥା
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଅନୁଗୁଳ ଏସପିଙ୍କୁ ଦାବୀପତ୍ର

ଅନୁଗୁଳ : ଅନୁଗୁଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀ ମାନେ ଅନୁଗୁଳ ସରକାରୀ ମହାବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ଅନୁଗୁଳ ଏସପିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଗତ ୨୪-୦୭-୨୦୨୧ ତାରିଖ ଦିନ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡା ବ୍ଲକ ମଣ୍ଡଲ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଗୌରଗୋଠ ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଉଲ୍‌ବା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ କରମତଲା
Read More...

ସମସ୍ୟା ବହୁଳ ଗୋଠପଡାରେ ପହଞ୍ଚିଲେ ନରସିଂହ : ତୁରନ୍ତ ବିଜୁଳି ଓ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ, ବର୍ଷା ପରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳର ୧୭ ନଂ. ୱାର୍ଡର ବିଷ୍ଣୁମୁଣ୍ଡା ନିକଟସ୍ଥ ଗୋଠପଡାକୁ ଆଜି ବିଧାୟକ ନରସିଂହ ମିଶ୍ର ସେଠାକର ଲୋକଙ୍କର ସମସ୍ୟା ଶୁଣିବା ପାଇଁ ପହଞ୍ଚିଥିଲେ । ଝିପି ଝିପି ବର୍ଷା ସତ୍ୱେ ଶ୍ରୀ ମିଶ୍ର ଗୋଠପଡାକୁ ଯାଇ ସେଠାରେ ଥିବା ଗରିବ ଶ୍ରେଣୀର
Read More...

ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଆଂଚଳିକ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋଚିକିତ୍ସା ସେବା ଏବଂ ଗୋଯତ୍ନ ସମ୍ବନ୍ଧୀୟ ଦୂରଭାଷ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଲର୍କିପାଲି ସ୍ଥିତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପରିସରରେ ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଆଂଚଳିକ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋଚିକିତ୍ସା ସେବା ଏବଂ ଗୋଯତ୍ନ ସମ୍ବନ୍ଧନୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ
Read More...

ପଣସ ଗଛରୁ ଯୁବକର ମୃତ ଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଖପ୍ରାଖୋଲ ଗାଁରେ ଆଜି ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ଗାଁର ଶୁଶାନ୍ତ ବରିହା (୩୨) ପିତା.ଜଗବନ୍ଧୁ ବରିହା ବେକରେ ରଶୀ ଲଗାଇ ପଣସ ଗଛରେ ଆତ୍ମହତ୍ୟା କରିଥିବା ଗାଁ ଲୋକ
Read More...

ଅର୍ଥାଭାବ ହେତୁ ଚିକିତ୍ସିତ ହୋଇପାରୁ ନାହାନ୍ତି ଗିରିଧାରି ତାଣ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନସ୍ଥ ପଲସଦା ଗ୍ରାମ ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ଗିରିଧାରି ତାଣ୍ତି (୭୦) ଏକ ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଖଟରେ ପଡି ରହିଛନ୍ତି । ସେ ଜଣେ ମଧୁମେହ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଯୋଗୀସର୍ଡ। ଗସ୍ତ

ଲୋଇସିଂହା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ ପୈତୃକ ଗ୍ରାମ ଲୋଇସିଂହା ବ୍ଲକର ଯୋଗୀସର୍ଡ। ଗ୍ରାମ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି ।
Read More...

ଗୁଦେରପାଲି ହାଇସ୍କୁଲ ପରିଦର୍ଶନ କଲେ ଜିଲ୍ଳପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ସୋମବାର ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ସା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସଂଯୁକ୍ତା ମାଝୀ, ବ୍ଳକ
Read More...

ସଇଁନ୍ତଲା ଅଞ୍ଚଳରେ ବାଘ ବୁଲୁଥିବା ନେଇ ଭିଡ଼ିଓ ଭାଇରାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଏକ ବାଘ ବୁଲୁ ଥିବା ନେଇ ଏବେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ବାଘ ଟି କେଉଁ ଅଞ୍ଚଳରେ ବୁଲୁଛି ତାହାର କାରଣ ଅସ୍ପଷ୍ଟ ରହିଛି । ସୂଚନା ଯୋଗ୍ୟ ଯେ, ବଡ଼ମାଲ ଗୋଳାବାରୁଦ
Read More...