Daily Archives

ଆଉ ଶୁଭିବନି ଚରଣ ରାମଦାସଙ୍କ ଭାବ ପ୍ରବଣ ପ୍ରବଚନ : ଚାଲିଗଲେ କରୋନାରେ

ପୂରୀ, (କେପିଏନ୍‌ଏସ୍‌) : ଆଉ ଶୁଭିବନି ଜନପ୍ରିୟ ପ୍ରବଚକ ଚରଣ ରାମଦାସ (୬୧)ଙ୍କ ଭାବପ୍ରବଣ ପ୍ରବଚନ । ସୂଚନା ଅନୁସାରେ କୋଭିଡ଼ ଆକ୍ରାନ୍ତ ହୋଇ ପୂରୀ ଆଇବିଏଚ୍‌ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଜନପ୍ରିୟ ପ୍ରବଚକ ଚରଣ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୦,୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୦,୫୫୪ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

ଭେଣ୍ଡିଙ୍ଗ ଜୋନ୍ ଅଗ୍ନିକାଣ୍ଡ ଘଟଣାର ବିପନ୍ନ ମାନଙ୍କୁ ଭୁବନେଶ୍ୱର ସାଂସଦଙ୍କ ସହାୟତା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ରାଜଧାନୀ ସ୍ଥିତ ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡ ଜନିତ ନିଜର ଜୀବିକା ହରାଇଥିବା ବ୍ୟକ୍ତିବର୍ଗଙ୍କୁ ଭେଟି ଆଶ୍ୱାସନା ଦେଇ ସମସ୍ୟା ସମ୍ପର୍କରେ ବୁଝିଥିଲେ ।…
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ନେତା ପ୍ରଦୀପ ପୁରୋହିତ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଗତକାଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟସଂପାଦକ କୋକିଲ ସାହୁ ସିଜି ୱାଚର ସଂଘର ନେତା…
Read More...