Daily Archives

ଅତ୍ୟଧିକ ଖେଳାଳୀ କରୋନା ପଜିଟିଭ ବାହାରିବା ପରେ ସ୍ଥଗିତ ରହିଲା ଚଳିତ ବର୍ଷର ଆଇପିଏଲ

ନୂଆଦିଲ୍ଲୀ : ଅତ୍ୟଧିକ ଖେଳାଳୀ କରୋନା ପଜିଟିଭ ବାହାରିବା ପରେ ଚଳିତ ବର୍ଷର ଆଇପିଏଲ ୧୪ତମ ସଂସ୍କରଣକୁ ସ୍ଥଗିତ ରଖାଗଲା । ବିସିସିଆଇ ଉପସଭାପତି ରାଜୀବ ସୁକ୍ଳା ଏନେଇ ଏଏନଆଇ ଖବର ସରବରାହକୁ ସୂଚନା ଦେଇଛନ୍ତି । ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ବୁଧବାର
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳେ ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ କରଡାକୋଠା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ମାଲବାହୀ ଟ୍ରକ ରାସ୍ତାରେ ଓଲଟି ପଡିଥିଲା । ହେଲେ ସୌଭାଗ୍ୟ ବଶତଃ ଟ୍ରକର ଡ୍ରାଇଭର ଓ ଖଲାସୀ ଅଳ୍ପକେ
Read More...

କେନ୍ଦୁପତ୍ର ଶ୍ରମିକଙ୍କ ଉପରେ ରାଜ୍ୟ ସରକାରଙ୍କ ଦ୍ବିତୀୟ କରୋନା ମାଡ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ସାରା ଦେଶରେ କରୋନାର ଦ୍ବିତୀୟ ଲହର ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଓଡ଼ିଶାରେ କାର୍ୟ୍ୟରତ ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକକୁ ରାଜ୍ୟ ସରକାରଙ୍କ ସହାନୁଭୂତି ପରିବର୍ତ୍ତେ ଶ୍ରମିକ ଛଟେଇ ଓ ଅନ୍ୟାନ୍ୟ ନିଷ୍ପତ୍ତି କେନ୍ଦୁପତ୍ର ଶ୍ରମିକ,
Read More...

ବାଉଁଶୁଣିରେ ଡାକ୍ତର ମରୁଡି : ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍‌ ମହାମାରୀ ଭଳି ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ
Read More...

ସଂସ୍କୃତ ବିଶାରଦ, କବି ଦିଲୀପ ମିଶ୍ରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶୋକ ପ୍ରାର୍ଥନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତ ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ବାରା ପଂଚରଥ ମନ୍ଦିର ପ୍ରାଂଗଣରେ କବି ଦିଲୀପ ମିଶ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ
Read More...

ସାଂବାଦିକ ତଥା କୃଷକ ନେତା ସତ୍ୟ ବନ୍‌ଛୋରଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଂବାଦିକ ତଥା କୃଷକ ନେତା ସତ୍ୟ ବନ୍‌ଛୋରଙ୍କ ମା' ତୁଳସା ବନ୍‌ଛୋର(୭୦)ଙ୍କ ଲୋଇସିଂହା ବ୍ଲକ ବନଛୋର୍‌ପାଲି ଗାଁରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ବୃଦ୍ଧାବସ୍ଥା ରୋଗରେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସମୂହ ସତ୍ୟ, ଶ୍ରୀପତି,
Read More...

ସ୍ଥାନୀୟ ଲୋକଙ୍କ ଦ୍ୱାରା ଶବଦାହ ବେଳେ ବାରଣର ସମ୍ମୁଖୀନ ହୋଇଥିବା ନବକିଶୋର ବେରିହାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲୋକଙ୍କ ଦ୍ୱାରା ଶବଦାହ ବେଳେ ବାରଣର ସମ୍ମୁଖୀନ ହୋଇଥିବା ନବକିଶୋର ବେରିହାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ ଶାନ୍ତିପଡ଼ା ନିବାସୀ ନବକିଶୋର ବେରିହାଙ୍କ ହୃଦ୍‌ଘାତ ଯୋଗୁଁ ତାଙ୍କ
Read More...

କରୋନାର କରୁଣ ଚିତ୍ର : ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ଜୀବନ ନେଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ଜୀବନ ନେଇଛି କରେନା । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।
Read More...

ସିଲ୍‌ ହେଲା ପାଥୋ ଲାବ୍‌ : ହଜାରେ ଟଙ୍କାରେ କୋଭିଡ଼ ଟେଷ୍ଟ କରାଯାଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ କୋଭିଡ଼ ଟେଷ୍ଟିଂ ଅଭିଯୋଗରେ ସ୍ଥାନୀୟ କଦମପଡାଠାରେ ଥିବା ପ୍ୟାଥୋ କାଇଣ୍ଡ ଲ୍ୟାବ୍‌କୁ ପ୍ରଶାସନ ସିଲ୍‌ କରିଥିବା ଜଣାପଡ଼ିଛି । ତହସିଲଦାର ମଘବାନ ବାଗ ଏବଂ ଟାଉନ ଥାନା ଅଧିକାରୀ ଲ୍ୟାବକୁ ସିଲ୍‌ କରିବା ସହ ଶ୍ରୀକାନ୍ତ ବେହେରା ନାମକ ଦୋକାନ ମାଲିକଙ୍କୁ
Read More...

ଆମେରିକା, ବ୍ରିଟେନ, ୟୁଏଇ, କୁଏତରୁ ଭାରତରେ ପହଂଚିଲା ଅକ୍‌ସିଜେନ୍‌

ନୂଆଦିଲ୍ଲୀ : କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଭାରତ ପାଇଁ ବିଦେଶୀ ଦେଶମାନଙ୍କ ଠାରୁ ଅକ୍‌ସିଜେନ୍‌ ପହଞ୍ଚିବା ଜାରି ରହିଛି । ମଙ୍ଗଳବାର ଦିନ ଆମେରିକାର ପଞ୍ଚମ ବ୍ୟାଚ୍ ସହାୟତା ଭାରତରେ ପହଞ୍ଚିଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି
Read More...