Monthly Archives

April 2021

ମୋଟର ସାଇକେଲରୁ ୮କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ୍ କଲା ପାଇକମାଲ ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ନିକଟସ୍ଥ ସାଲେପାଲି ଗ୍ରାମ ପାଖରେ ଏକ ମୋଟର ସାଇକେଲରୁ ୮କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପାଇକମାଲ ପୋଲିସ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଏକ ଟିମ୍ ଗଠନ କରି ପାଇକମାଲରୁ ପଦ୍ମପୁର ରାସ୍ତା…
Read More...

ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ସ୍ଥାୟୀ ନିର୍ବାଚନ ଅଧିକାରୀ ଅଭୟ ମିଶ୍ର ଓ ସଂଘର ପୂର୍ବ ସଭାପତି ବାସୁଦେବ ପ୍ରତିଙ୍କ ପତ୍ନୀଙ୍କ ବିୟୋଗରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ସଭାପତି ହେମନ୍ତ ପଣ୍ଡାଙ୍କ ଅଧକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ବଲାଙ୍ଗିର ମାଟିର ମହାନ୍ ସ୍ରଷ୍ଟା ପୁରୁଷଙ୍କ ଚିତ୍ର ମଧ୍ୟ ରହୁ

ବଲାଙ୍ଗିର, (କେପିଏନ୍ଏସ୍) : ବିଭିନ୍ନ ଆକର୍ଷଣୀୟ ଦୃଶ୍ୟରାଜି ଓ ମହାପୁରୁଷଙ୍କ ସୁଦୃଶ୍ୟ ଚିତ୍ରରେ ଏବେ ଝଲସୁଛି ବଲାଙ୍ଗିର ସହର । ସହର ମଧ୍ୟରେ ରହିଥିବା ମୁଖ୍ୟ ରାସ୍ତା କଡ଼ର ଓ୍ବାଲ୍ ଗୁଡିକରେ ଚିତ୍ର ଅଙ୍କାଯାଇ ବଲାଙ୍ଗିର ସହରକୁ ସୁଦୃଶ୍ୟ କରାଯାଉଛି । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ…
Read More...

ଆଇନ ଶିକ୍ଷାର ପରିଚାଳନାକୁ ଆହୁରି ବିକେନ୍ଦ୍ରୀକରଣ କିମ୍ବା କୋସଲାଂଚଳରେ ଆଇନ ବିଶ୍ୱବିଦ୍ୟାଳୟର ସ୍ଥାପନା ଦାବୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : କୋସଲାଂଚଳ, ହାଇକୋର୍ଟର ସ୍ଥାୟୀ ବେଂଚ ଠୁଁ ଆରମ୍ଭକରି ରାଜନୈତିକ ତଥା ପ୍ରଶାସନୀକ ବିକେନ୍ଦ୍ରୀକରଣ ଦାବୀ କରିଆସୁଥିବା ସମୟରେ ରାଜ୍ୟ ସରକାର ସବୁକିଛି କଟକ ଓ ଭୂବନେଶ୍ୱରରେ କେନ୍ଦ୍ରୀଭୁତ କରିବାରେ ଲାଗିଛନ୍ତି । କେନ୍ଦ୍ରୀଭୁତ କରିବାର ଏହି ଅପସଂସ୍କୃତିରେ…
Read More...

ଡାକ୍ତର ସୁଦୀପ୍ତ କୁମାର ସାହୁଙ୍କ ସ୍ଵାସ୍ଥ୍ୟ ଉନ୍ନତି ପାଇଁ ଅଞ୍ଚଳବାସୀ‌ଙ୍କ ଆରୋଗ୍ୟ କାମନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ‌ସ୍ୱାମୀ ତଥା ପାଇକମାଲ ସ୍ଥିତ ଲଖମରା ସାଧନା କ୍ଲିନିକ ଡାକ୍ତର ସୁଦୀପ୍ତ କୁମାର ସାହୁଙ୍କ ଦେହ ଅସୁସ୍ଥ ଥିବାରୁ ବରଗଡ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ସାହୁ ବହୁତ ଦିନରୁ…
Read More...

ତୁରନ୍ତ ଭଞ୍ଜନଗର ବସ ଷ୍ଟାଣ୍ଡକୁ କାର୍ୟ୍ୟକ୍ଷମ କରିବାକୁ ଦାବୀ : ଜନଆନ୍ଦୋଳନ ପାଇଁ ଚେତାବନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଭଞ୍ଜନଗର ନୂତନ ବସ ଷ୍ଟାଣ୍ଡ ଉଦଘାଟନକୁ ୨ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଆଜି ପର୍ୟ୍ୟନ୍ତ କାମରେ ଲାଗୁନି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…
Read More...

ବଲା‌ଙ୍ଗିରର ୨ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଧରିଲା କଂଟାମାଲ ଅବକାରୀ ବିଭାଗ : ୧୦ କେଜି ଗଂଜେଇ ସହ ବାଇକ ଜବତ

ବୌଦ୍ଧ, (ମମତା ମହାକୁର) : କଂଟାମାଲ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦଶ କିଲୋ ଗଂଜେଇ ସହ ଗୋଟି ବାଇକକୁ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରାଯାଇଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ଜିଲ୍ଲା ସଦେଇପାଲି ଗ୍ରାମର ସୁନୀଲ ସାଏ ଓ ବଲାଙ୍ଗିର ସହରର ଯୁଧିଷ୍ଠିର…
Read More...

ରେଳଯାତ୍ରୀଙ୍କ ଉପରେ କଟକଣା ନିଷ୍ପତ୍ତି : ଆଜିଠୁ ଲାଗୁ

ଭୁବନେଶ୍ବର : କ଼ରୋନା ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବା ଯୋଗୁଁ ରେଳଯାତ୍ରୀଙ୍କ ଉପରେ କଟକଣା ନିଷ୍ପତ୍ତି ନିଆଯାଇଛି । ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର୍‌ ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ୍‌ ଟିକାର ଦ୍ଵିତୀୟ ଡୋଜ୍‌ ସାର୍ଟିଫିକେଟ୍…
Read More...

ଉପରମୁହାଁ କରୋନା : ଆଜି ରାଜ୍ୟରେ ୧୩୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ସୁନ୍ଦରଗଡ଼ ଜିଲ୍ଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉପରମୁହାଁ କରୋନା ଏବେ ଦେଶରେ ତଥା ରାଜ୍ୟରେ ମଧ୍ୟ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୩୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୬୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ…
Read More...

ଗ‌ଞ୍ଜାମବାସୀ‌ଙ୍କୁ ବିମାନ ବ‌ନ୍ଦରର ‌ସ୍ୱ‌ପ୍ନ ଦେଖାଇ ଭୁଆଁ ବୁଲାଉଛନ୍ତି ରାଜ୍ୟସରକାର : ଦେଶର ୧୪ଟି ସହରରେ ସାମରିକ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ବିମାନବନ୍ଦର ପ୍ରତିଷ୍ଠା ହେବା ଏବେ ଏକ ସ୍ପପ୍ନ ପାଲଟିଛି । ଖୋଦ୍ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ…
Read More...