Daily Archives

ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ପାସ୍‌ : ଗଣଶିକ୍ଷା ମନ୍ତ୍ରୀ

ଭୁବନେ‌ଶ୍ୱର : ପୁଣି ବଢିବାରେ ଲାଗିଲାଣି କରୋନା । ତେବ ତା ‌ସ୍ଥିତିକୁ ଦେଖି ଏ ବର୍ଷର ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ପାସ୍ । ଗତବର୍ଷ ଭଳି ଏଥର ବି ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ ବୋଲି…
Read More...

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି

ନବରଙ୍ଗପୁର : ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ନିଜ ବାଇକରେ ଝରିଗାଁ ଯିବା ରାସ୍ତାରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟରେ ହଠାତ ୩ ଜଣ ଯୁବକ…
Read More...

ଅଗଷ୍ଟ ୧ରେ ହେବ ଚଳିତ ବର୍ଷର ଡାକ୍ତରୀ ପରୀକ୍ଷା ବା ନିଟ୍

ଭୁବନେଶ୍ୱର : ଅଗଷ୍ଟ ୧ରେ ହେବ ଚଳିତ ବର୍ଷର ଡାକ୍ତରୀ ପରୀକ୍ଷା ବା ନିଟ୍ । ଏନେଇ ନାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଚଳିତ ବର୍ଷ ଅଫଲାଇନରେ ପରୀକ୍ଷା ହେବାନେଇ ସୂଚନା ରହିଛି । ୨୦୨୧ ବର୍ଷରେ ହିନ୍ଦୀ, ଇଂରାଜୀ ସମେତ ପ୍ରାୟ ୧୧ଟି ଭାଷାରେ ପରୀକ୍ଷା…
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୧ : ଆଜି ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୧ ରହିଛି । ଆଜି ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ…
Read More...

ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟ ସରକାର ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି' ଛାଡ଼ କରିଛନ୍ତି । କରୋନା ସମୟରେ ପ୍ରାୟ ୯ ମାସ ଧରି ହଷ୍ଟେଲ ବନ୍ଦ ରହିଥିବାରୁ, ସେହି ମାସଗୁଡ଼ିକର ହଷ୍ଟେଲ ଫି' ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନାହିଁ…
Read More...

ରକ୍ତ ରଞ୍ଜିତ ହେଲା ବେଲଖଣ୍ଡି ଶୈବ ପୀଠ : ଭକ୍ତଙ୍କ ଆଗରେ ହାରମାନିଲା ପ୍ରଶାସନ, ହଜାର ହଜାର ନିରୀହ ପଶୁ ପକ୍ଷୀଙ୍କ ବଳୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀ ସଂଗମ ସ୍ଥଳରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ବଳୀ ଦିଆଯାଇଛି ।…
Read More...

ମାର୍ଚ୍ଚ ୨୮ରୁ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ

ଝାରସୁଗୁଡ଼ା : ମାର୍ଚ୍ଚ ୨୮ ତାରିଖରୁ ସ୍ପାଇସଜେଟ୍ ପକ୍ଷରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ତେବେ ଏହି ବିମାନଟି ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଅପରାହ୍ନ ୩.୩୦ରେ ବାହାରି ଚେନ୍ନାଇରେ ଅପରାହ୍ନ ୫ ଟାରେ ଅବତରଣ କରିବ…
Read More...

ଟାଟୁ ମଣିଷ : ମୁଣ୍ଡରୁ ପାଦ ପର୍ୟ୍ୟନ୍ତ ଟାଟୁ ହେବାର ଅଦ୍ଭୁତ କ୍ରେଜ୍

ବର୍ଲିନ୍ : ମଜାକଥା ଯେ, ପ୍ରାୟତଃ ଲୋକମାନେ ନିଜ ଜୀବନରେ ଅତି କମ୍‌ରେ ଗୋଟିଏ ଟାଟୁ ପାଇବାକୁ ଚାହାଁନ୍ତି । ଏହା କାହାର ନାମ କିମ୍ବା ଚିହ୍ନ କିମ୍ବା ଅନ୍ୟ କିଛି ହୋଇପାରେ, ଯାହା ଦେଖି ସେମାନେ ଖୁସି ହେବେ । ଲୋକମାନେ ନିଜ ଶରୀରରେ ଗୋଟିଏ କିମ୍ବା ଦୁଇଟି ଟାଟୁ କରିଥା’ନ୍ତି, କିନ୍ତୁ ୭୨…
Read More...

ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍

ବୁର୍ଲା : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍ । ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ବାତିଲ…
Read More...

ମମତାଙ୍କୁ ଆକ୍ରମଣ ଘଟଣା : ପଶ୍ଚିମବଙ୍ଗ ସରକାରଙ୍କ ରିପୋର୍ଟରେ ସନ୍ତୁଷ୍ଟ ନହୋଇ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ ସୂଚନା…

କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ପଠାଇଥିବା ରିପୋର୍ଟରେ ନିର୍ବାଚନ ଆୟୋଗ ସନ୍ତୁଷ୍ଟ ନୁହଁନ୍ତି । ଆୟୋଗ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ ସୂଚନା ଲୋଡିଛନ୍ତି । ରାଜ୍ୟ ନିର୍ବାଚନ…
Read More...