Daily Archives

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନେଲେ କୋଭିଡ ଟୀକା

ନୂଆଦି‌ଲ୍ଲୀ : ଆଜି କୋଭିଡ ଟୀକାର ପ୍ରଥମ ଡୋଜ ନେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ ନେଇଥିବା ଜଣାପଡିଛି । କେଜ୍ରିୱାଲଙ୍କ ସହିତ ତାଙ୍କ ବାପା ଓ ମା' ବି ଟୀକା ନେଇଛନ୍ତି ।
Read More...

ଶ୍ରୀମୟୀ ମିଶ୍ର କଲେ ଲୋକାର୍ପିତ : ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ବଲାଙ୍ଗିର ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲ ପରିସରରେ ଗୋଟିଏ ୱାଟରକୁଲର ଓ ପ୍ୟୁରିଫାୟର ମେସିନ୍ ଏବଂ ଗୋଟିଏ ସାନିଟାଇଜ୍ ସ୍ପ୍ରେ ମେସିନକୁ ଲୋକାର୍ପିତ କରିଛନ୍ତି । ସ୍କୁଲର…
Read More...

ସାମାନ୍ୟ କଥାରୁ ସଂଘର୍ଷ : ୧ମୃତ, ୧ ଗୁରୁତର

ପୁରୀ : ପୁରୀ ଜି‌ଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ମଧୁବନ ବାଲିଆ ଗାଁରେ ଗତକାଲି ରାତିରେ ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତରାତିରେ ମଧୁବନ ବାଲିଆ ଗାଁର ଦାମ…
Read More...

ଆଜି ରାଜ୍ୟରେ ୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୯୨ ରହିଛି । ଆଜି ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ…
Read More...

ଦୁଷ୍କର୍ମ ଅଭିଯୁ‌କ୍ତକୁ କାବୁ କଲେ ଲୋକେ

ସମ୍ବଲପୁର : ବୁର୍ଲା ସ୍ଥିତ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଜଣେ ନାବାଳିବା ନିଜ ମାଁ ଓ ସାନ ଭାଇ ସହିତ ନିଜ ଆଇର ଚିକିତ୍ସା ପାଇଁ ଆସିଥିଲେ । ନାବାଳିକା ଜଣଙ୍କ ବାହାରେ ବସିଥିବା ବେଳେ ବୁର୍ଲାର ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ନାବାଳିକାର ମାଁ ସେଠାରେ…
Read More...

ରାମ ମନ୍ଦିର ଟ୍ରଷ୍ଟ ଅଯୋଧ୍ୟାରେ ମନ୍ଦିରର ୭୦ ଏକର ଜମି ନିକଟରେ ୭,୨୮୫ ବର୍ଗଫୁଟ ଜମି ପୁଣି କିଣିଲା

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଟ୍ରଷ୍ଟ ମନ୍ଦିରର ୭୦ ଏକର ଜମି ନିକଟରେ ୭,୨୮୫ ବର୍ଗଫୁଟ ଜମି ପୁଣି କିଣିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରାମ ଜଜନ୍ମୋଭୂମି ତୀର୍ଥ କ୍ଷେତର ରାମ ମନ୍ଦିର କମ୍ପ୍ଲେକ୍ସକୁ ୭୦ ଏକରରୁ ୧୭୦ ଏକରକୁ ବୃଦ୍ଧି କରିବାକୁ ଚାହୁଁଛି । …
Read More...

ଘରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ଜଣେ ବୃଦ୍ଧଙ୍କୁ ଘରେ ଶୋଇଥିବା ବେଳେ ଦଳି ଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ହିିଁ ବୃଦ୍ଧ‌ଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ୬୦ ବର୍ଷୀୟ ନାରାୟଣ ଭୋଇ । ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣା…
Read More...

ଶବ ହୋଇ ପଡିରହିଥିବା ଶବବାହକ ଗାଡିର ଜୀବନ ଫେରିଲା

ବରଗଡ଼, (ନିରୋଜ କୁମାର ପାଣୀ) : ଦୀର୍ଘ ଗୋଟେ ମାସ ହେଲା ବରଗଡ଼ ଡାକ୍ତରଖାନାରେ ଥିବା ଏକମାତ୍ର ଶବବାହକ ଗାଡ଼ି ଅଚଳ ହୋଇ ପଡ଼ିରହିଥିଲା । ହେଲେ ଆଜି କଲମ ବଳରେ ସ୍ୱରଉତ୍ତଳନ ହେବା ପରେ ଚେଇଁ ଶୋଇଥିବା ପ୍ରସାଶାନ ଅଧିକାରୀ ତତ୍ପରତା ଦେଖାଇଛନ୍ତି ଓ ଆଜି ଯୁଦ୍ଧକାଳୀନ ଭିତ୍ତିରେ ଶବ ହୋଇ…
Read More...

ପଞ୍ଚାୟତ କାନ୍ଥରେ ନାମ ଥାଇ ବି ଆବାସ ଘର ମିଳୁନି

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ଜଗବନ୍ଧୁ କେତକିଙ୍କ ନାମ ପଞ୍ଚାୟତ କାନ୍ଥରେ ଲେଖାଯାଇଛି ହେଲେ ଘର ମିଳୁନି ।…
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୬୦…
Read More...