Yearly Archives

2020

ଘରୋଇ ବସ ମାଲିକ ସଂଘର ସ୍ୱାଧୀନତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସକୁ ମହା ସମାରୋହରେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପରିସରରେ ପାଳିତ ହୋଇଛି । କରୋନା ସମୟରେ ବସ୍‌ ଗୁଡିକର ଚଳାଚଳ ସାଧାରଣ ହେଉନଥିବା ବେଳେ ମଧ୍ୟ ସ୍ୱାଧୀନତା ଦିବସକୁ ଆଖି ଆଗରେ ପାଳନ କରାଯାଇଥିଲା ।
Read More...

୧୦ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟାସ୍ଥିତି ଆଲୋଚନା କଲେ ଶାସନ ସଚିବ ଅସିତ ତ୍ରିପାଠୀ

ବୌଦ୍ଧ,(ବଂଶୀଧର ମାଝୀ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାସହ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲା
Read More...

ମିଳୁନି ୟୁରିଆ ସାର ଚିନ୍ତାରେ ଚାଷୀ : ୧୨ଟି ପେକ୍ସକୁ ଆସିଥିବା ସାର ଗଲା କୁଆଡେ ?

ଦେଓଗାଁ, (କିଶୋର କୁମାର ସାହୁ) : ଚାଷ ଆରମ୍ଭରୁ ଭଲ ବର୍ଷା ହେବାରୁ ଚାଷକୁ ନେଇ ଉତ୍ସାହିତ ଥିଲା ଚାଷୀ । ହେଲେ ଅଧା ବାଟରେ ମୌସୁମୀ ଧୋକା ଦେବାରୁ ମରୁଡ଼ି ମୁହଁରେ ପଡ଼ି ପାଣି ପାଇଁ ଡହଲ ବିକଳ ହେଉଥିଲା । କିନ୍ତୁ ଲଘୁଚାପ ବର୍ଷାକୁ ନେଇ ଚାଷ ପାଇଁ ପୁଣି ଅଣ୍ଟା ଭିଡ଼ିଲା ବେଳକୁ ଉଭେଇ ଯାଉଛି
Read More...

୧୯ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌): ଆସନ୍ତା ୧୯ ତାରିଖ ୧୧ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ
Read More...

ବନ୍ୟା ସର୍ତକତା : ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌): ରାଜ୍ୟ ସରକାରଙ୍କର ବନ୍ୟା ସର୍ତକତାକୁ ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଯାଜପୁର, ମାଲକାନଗିରି, ଢୋଙ୍କାନାଳ, ବୋ÷ଦ୍ଧ, ଦେବଗଡ, କେନ୍ଦ୍ରାପଡା, ବରଗଡ, ଭଦ୍ରକ ଓ
Read More...

ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ପରିସରରେ ବହ୍ନିକନ୍ୟା ମାଆ ପାର୍ବତୀ ଗିରିଙ୍କର ୨୬ତମ ଶ୍ରାଦ୍ଧ ସମାରୋହ ପାଳିତ ହୋଇଯାଇଛି । ବହ୍ନିକନ୍ୟା ପାର୍ବତୀ ଗିରି ଅନାଥମାନଙ୍କର ମାଆ, ତ୍ରାଣକର୍ତ୍ତା ଏବଂ ତ୍ୟାଗ ଆଦର୍ଶର
Read More...

କଫ୍‌ ସିରଫ ଚୋରା ଚାଲାଣ : ବିଜୁ ଯୁବ ବାହିନୀ ସଦସ୍ୟ ସହ ୪ ଗିରଫ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ପୋଲିସ ଗତକାଲି ୪ ଜଣ କଫ ସିରପ୍‌ ବେପାରୀଙ୍କୁ ଗିରଫ୍‌ କରିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ ଘଂଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ ପୋଲିସ ଏସ.ଆଇ. ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ବରପଦର ବ୍ରିଜ ନିକଟରେ ଚଢାଉ କରି ଲରମ୍ଭା
Read More...

ବାଳଗୋପାଳ ଓ ଆକାଶଙ୍କ ସହିତ ଫେରାର ୮ ଜଣଙ୍କ ତୁରନ୍ତ ଗିରଫ ଦାବୀ କଲା ଆଦିବାସୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଲେଭଟା ଗ୍ରାମ ସ୍ଥିତ ଗାଇଖାଇ ଛକରେ ପ୍ରାୟ ୬ ଜଣ ଭୂମିହୀନ ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରି ରହୁଥିଲେ । ବାଳଗୋପାଳ ମିଶ୍ର ଓ ତାଙ୍କ ପୁଅ ଆକାଶ ମିଶ୍ରଙ୍କ ସହ ୮ ଜଣ ସଦଳେ ବଳେ ଯାଇ ଜେସିବି ଲଗାଇ ବାସଗୃହ ଭାଙ୍ଗିଦେବା ସହ
Read More...

ଆୟୁଷ ଡାକ୍ତରଙ୍କୁ ଫେରାଇ ଆଣିବାର ଦାବୀ ଜଣାଇଲା ବଲାଙ୍ଗିର ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସ୍ଥିତି ଭୟାବହ ହେବାରୁ ବଲାଙ୍ଗିର ଜିଲ୍ଲାର ଅନେକ ଆୟୁଷ ଡାକ୍ତରମାନଙ୍କୁ ଡେପୁଟେସନ୍‌ରେ ଗଂଜାମ ଓ ରାୟଗଡ଼ା ଜିଲ୍ଲାକୁ ପ୍ରେରଣ କରାଯାଇଥିଲା । ବର୍ତ୍ତମାନ ସେହି ଜିଲ୍ଲାମାନଙ୍କରେ କରୋନା ସ୍ଥିତିରେ ସୁଧାର ଆସିଥିବା ପରିଲକ୍ଷିତ ହେଉଛି । କିନ୍ତୁ
Read More...

ହୀରାକୁଦ ଜଳଭଣ୍ଡାର, ଖୋଲିଲା ୧୮ଟି ଗେଟ

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ଧ କର୍ତ୍ତୃପକ୍ଷ ଆଉ ୧୮ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫. ୯୩ ଫୁଟ
Read More...