pakka

ବନ୍ୟା ସର୍ତକତା : ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌): ରାଜ୍ୟ ସରକାରଙ୍କର ବନ୍ୟା ସର୍ତକତାକୁ ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଯାଜପୁର, ମାଲକାନଗିରି, ଢୋଙ୍କାନାଳ, ବୋ÷ଦ୍ଧ, ଦେବଗଡ, କେନ୍ଦ୍ରାପଡା, ବରଗଡ, ଭଦ୍ରକ ଓ ସୋନପୁର ଏହି ସବୁ ଜିଲ୍ଳାରେ ବହୁତ ପରିମାଣରେ ଲଘୁଚାପ ବର୍ଷା ହୋଇଛି, ଯେଉଁଥି ପାଇଁ ବନ୍ୟା ପରିସ୍ଥିତି ଦେଖିବାକୁ ପଡିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Leave A Reply

Your email address will not be published.

ten + 19 =