କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଅସୁସ୍ଥ : ଦିଲ୍ଲୀ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ, (କେପିଏନ୍ଏସ୍) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ଖବରରେ କୁହାଯାଇଛି । ତେବେ ନିକଟରେ ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିଲେ । ପୁଣି ସେ ଅସୁସ୍ଥ ହୋଇ ପଡିଥିବା ଯୋଗୁଁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି!-->…
Read More...
Read More...