ଯାଦବ ଭବନରେ ଉଡିଲା ତ୍ରିରଙ୍ଗା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୪ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲା ଯାଦବ ସମାଜ ଭବନ ଠାରେ ଉଡ଼ିଥିଲା ତ୍ରିରଙ୍ଗା । ଏଥିରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଡମନ ବଗର୍ତ୍ତୀ, ଖରତ କୁମାର ରାଉତ, ସନ୍ଦୀପ ବାଗ, କୃଷ୍ଣ ଚନ୍ଦନ, ଆୁଳ ବଗର୍ତ୍ତୀ, ଇଶ୍ୱର ବାଗ, ପ୍ରଶାନ୍ତ ମହାକୁର ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ-୧୯ ନିମୟ ପାଳନ ପୂର୍ବକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.