ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କଲେ ବିଧାୟକ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ନିକଟସ୍ଥ ନଅଗାଁସ୍ଥିତ ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କରିଥିଲେ । କୋବିଡ-୧୯ ଅନୁଯାୟୀ ମୁହଁରେ ମାସ୍କ ପିନ୍ଧିବା ସହିତ ସଂପୁର୍ଣ୍ଣ ଭାବେ ସାମାଜିକ ଦୂରତ୍ୱ ଅବଲମ୍ବନ କରିଥିଲେ । ଏଥିରେ ବିଜେପିର ବରିଷ୍ଠ ସଭ୍ୟ ମଣ୍ଡଳ ସଭାପତି ସରୋଜ କୁମାର ସାହୁ, ଗୌରାଙ୍ଗ ନାଏକ, ଭୁତନାଥ ନାଏକ, ପ୍ରଶାନ୍ତ ସାହୁ, ସୋମାନଥ ପଧାନ, ଗୌତମ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.