Yearly Archives

2020

କୁରେଭନା ଠାରେ ରକ୍ତଦାନ ଶିବିର

ପୁଇଁତଲା, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ଯେପରି ରକ୍ତର ଅଭାବ ନ ରୁହେ, ତାକୁ ଆଖି ଆଗରେ ରଖି ଯୁବ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ
Read More...

ଆଗଲପୁର ବ୍ଲକରେ କୋରନା ଆକ୍ରାନ୍ତ ବୃଦ୍ଧିକୁ ନେଇ ଲୋକେ ଆତଙ୍କିତ

ଆଗଲପୁର (ଦେବାଶିଷ ପଧାନ ) : ଆଗଲପୁର ବ୍ଲକରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି ଛ ବିଶେଷକରି ଆଗଲପୁର ଗ୍ରାମରେ କୋରନା ପୋଜେଟିଭ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଆଜି ମଧ୍ୟ ବ୍ଲକର
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ଉତ୍କଳ ଦିବସ, ସ୍ୱାଧୀନତା ଦିବସରେ ଦିଆଯାଉଥିବା…

ଭୁବନେଶ୍ୱର, (ରବି ରଥ) : ଓଡ଼ିଶାର ବିଭିନ୍ନ ଅଂଚଳରୁ ପ୍ରକାଶ ପାଉଥିବା ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ୧୪୮ଟି ସମ୍ବାଦପତ୍ରକୁ ରାଜ୍ୟ ସରକାର ଅନୁମୋଦନ କରି ବିଜ୍ଞାପନ ପ୍ରଦାନ କରିଥାନ୍ତି । କରୋନା ଯୋଗୁଁ ଉକ୍ତ ସମ୍ବାଦପତ୍ରଗୁଡ଼ିକ ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହେଉଥିବା ବେଳେ
Read More...

ବେଲଗାଁ ୨୪ ଘଣ୍ଟା ଓ କରମତଲାରେ ୭୨ ଘଣ୍ଟା ସଟ ଡାଉନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବେଲଗାଁ ସରପଞ୍ଚ ଶିର ରଣା ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୩୭ ଚିହ୍ନଟ : ୧୫ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୫ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ହାତୀଶାଲପଡ଼ାରୁ ୧, ତାଲପାଲିପଡ଼ାରୁ ୨, ବରପାଲିପଡ଼ାରୁ ୪, ତେଲିଗୋଠପଡ଼ାରୁ
Read More...

ବୌଦ୍ଧ ଜିଲ୍ଲାରେ ଆଜି ୪୯ ନୂଆ କରୋନା ପଜିଟିଭ ଚିହ୍ନଟ : ଜିଲ୍ଲାର ୪୨୯ ପଜିଟିଭ ମଧ୍ୟରୁ କେବଳ ନାରାୟଣନଗର ଗ୍ରାମରେ ୨୧୬…

ବୌଦ୍ଧ,(ବଂଶୀଧର ମାଝୀ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନାମତେ ବୌଦ୍ଧ ଜିଲ୍ଲାରେ ଆଜି ୪୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ପଜିଟିଭ ବ୍ୟକ୍ତି ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ଗ୍ରାମର ବୋଲି ସିଡିଏମଓ ତ୍ରିଲୋଚନ ପ୍ରଧାନ କହିଛନ୍ତି । ଜିଲ୍ଲାରେ ପୂର୍ବରୁ ୩୮୦
Read More...

ଭୋକରେ ଓଡିଶା : ଆମେ ତ’ ଭାଗ୍ୟବାନ ପିଲାରେ ..ଆଉକେ ଆମ ପରି ଥିଲାରେ….

"ଦେଶର ଆତ୍ମା ଗାଁରେ ରହିଛି । ଦେଶର ଭବିଶ୍ୟତ ଶିଶୁମାନଙ୍କ ପାଖେ ଛପି ରହିଛି ।' ଏ ଉକ୍ତିକୁ ଭାରତ କାହିଁକି ସାରା ବିଶ୍ୱ ପ୍ରଧାନ୍ୟ ଦେଇ ଆସୁଛି । ସବୁକ୍ଷେତ୍ରରେ କେନ୍ଦ୍ର ହେଉ ଅବା ରାଜ୍ୟ ସରକାର, ଶିଶୁର ଯତ୍ନ ଠାରୁ ଶିକ୍ଷା ପର୍ଯ୍ୟନ୍ତ ଶିଶୁର ବିକାଶ ପାଇଁ ଶହ ଶହ ଯୋଜନା ପ୍ରଣୟନ
Read More...

ବଲାଙ୍ଗିର ଏକ୍ସନ କମିଟୀ ଓ ସଚେତନା ମହିଳା ମଂଚ ପକ୍ଷରୁ ଆସନ୍ତା କାଲି ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଏକ୍ସନ କମିଟୀ ଓ ସଚେତନା ମହିଳା ମଂଚ ପକ୍ଷରୁ ଆସନ୍ତା କାଲି ଅର୍ଥାତ ୧୮ ତାରିଖ ଦିନ ସକାଳ ୮ଟା ସମୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି ।
Read More...

ବନ୍ଧପାଲିରେ ୨ ପଜିଟିଭ୍ ପରେ ସଟଡାଉନ୍ କଲେ ସ୍ଥାନୀୟ ସରପଞ୍ଚ

ଦେଓଗାଁ, (କିଶୋର କୁମାର ସାହୁ) : ଗତ ୫ ଦିନ ମଧ୍ୟରେ ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ବନ୍ଧପାଲି ଗାଁରେ ୨ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ବାଳକ ପଧାନ ବନ୍ଧପାଲି ଗାଁକୁ କଣ୍ଟାଣ୍ଟମେଣ୍ଟ ଜୋନ୍ ସହ ଗାଁକୁ ୧୭ ତାରିଖ ରାତି ୧୨ ଟାରୁ ୧୯ ତାରିଖ
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୭,୯୮୧ ଓ ଓଡ଼ିଶାରେ ୨୨୪୪ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୭,୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୨୨୪୪ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୪୨, ବରଗଡ଼ରୁ ୩୫, ଭଦ୍ରକରୁ ୧୦୪, ବଲାଙ୍ଗିରରୁ ୩୭,
Read More...