ବଲାଙ୍ଗିର ଏକ୍ସନ କମିଟୀ ଓ ସଚେତନା ମହିଳା ମଂଚ ପକ୍ଷରୁ ଆସନ୍ତା କାଲି ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଏକ୍ସନ କମିଟୀ ଓ ସଚେତନା ମହିଳା ମଂଚ ପକ୍ଷରୁ ଆସନ୍ତା କାଲି ଅର୍ଥାତ ୧୮ ତାରିଖ ଦିନ ସକାଳ ୮ଟା ସମୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତା ଉପସ୍ଥିତ ରହି ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.