Yearly Archives

2020

କୋଶଲୀ ଚଳଚ୍ଚିତ୍ର ‘ରଙ୍ଗବତୀ ରଙ୍ଗେଇ ଦେଲା’ର ସୁଟିଙ୍ଗ ଆରମ୍ଭ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଚେତନତାର ବର୍ତ୍ତା ନେଇ ଓ ଦାଦନ ଶ୍ରମିକ ଏବଂ ପାରିବାରିକ ସଂସ୍କୃତିକୁ ନେଇ ଆଜି ସଇଁନ୍ତଲା ଗିରି ଗୋବର୍ଦ୍ଧନ ପୀଠ ଠାରୁ କୋଶଲୀ ଚଳଚ୍ଚିତ୍ର 'ରଙ୍ଗବତୀ ରଙ୍ଗେଇ ଦେଲା'ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । କଳା, ସଂସ୍କୃତି, ପରମ୍ପରା, ଲୋକବାଦ୍ୟ, ଗରିବ
Read More...

ପୁରୁଣା ଆର୍‌ଆଇ ଅଫିସକୁ ଧକ୍ଳା ଦେଲା ଥଣ୍ଡା ବୋଝେଇ ଆଇଚର୍

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥ ଆଡେଣିଗଡସ୍ଥିତ ପୁରୁଣା ଆର୍‌ଆଇ ଅଫିସକୁ ବୁଧବାର ରାତିରେ ଏକ ଥଣ୍ଡା ବୋଝେଇ ଆଇଚର୍‌ ଧକ୍ଳା ଦେଇଥିବା ଜଣାପଡିଛି । ପ୍ରକାଶ ଯେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଓଡି୦୨ବି ଏଫ୬୮୭୭ ନମ୍ବର
Read More...

ସଇଁନ୍ତଲା ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ଅଚଳ : ବାହାରେ କ୍ଲିନିକ ଖୋଲି ଡାକ୍ତରଙ୍କ ଖେଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାକୁ ୨୨ଟି ପଞ୍ଚାୟତର ଦୂର ଦୁରାନ୍ତରୁ ଅନେକ ରୋଗୀ ଆସିଥାନ୍ତି । କିନ୍ତୁ ରୋଗୀ ଓ ତାଙ୍କ ପରିବାର ପରିଜନ ଅଲଟ୍ରାସାଉଣ୍ଡ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୬ ମାସରୁ ଅଧିକ ହେବ ଡାକ୍ତରଖାନାରେ
Read More...

ପୂଜା ପାଇଁ ରାଜ୍ୟ ସରକାରଙ୍କ ଆଦେଶନାମା ଜାରି : ନିୟମ ନ ମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦେଶନାମା ଜାରି କରାଯାଇଛି । ଆଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଏହି ଆଦେଶନାମାକୁ ଚଳିତ ବର୍ଷ ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ଦୁର୍ଗାପୂଜା,
Read More...

କାମ ଯୋଗାଇବାରେ ଝାରବନ୍ଧ ବ୍ଲକ ପ୍ରଶାସନ ବିଫଳ : ଦାଦନଙ୍କ ଲେଉଟାଣି ଆରମ୍ଭ

ଦାଦାନର ଦୁଃଖ, ସରକାରୀ ମହଲରେ ସୁଖ ?ଦାଦନ ରୋକିବା ପାଇଁ କେନ୍ଦ୍ର ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଦନ ପ୍ରବଣ ଅଞ୍ଚଳ ମାନଙ୍କରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୧୦୦ ଦିନରୁ ୨୦୦ ଦିନକୁ କର୍ମ ଦିବସ ବୃଦ୍ଧି କରିଥିଲେ । କିନ୍ତୁ
Read More...

ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା : ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ‘ଡିଆଁ ମାରୁଛି କରୋନା, ମଣିଷ ଜୀବନ ବାଟବଣା’ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି । ଗତ ୨୪ ଘଂଟାରେ ଦେଶରେ ୯୫,୭୩୫ ଜଣ ଆକ୍ରାନ୍ତ ହୋଇଥିବା ଖବର ଛନକା ସୃଷ୍ଟି କରିଛି ଭାରତୀୟଙ୍କ ମନରେ । ପୁଣି ୧,୧୭୨ ଜଣ ଗତ ୨୪ ଘଂଟାରେ ପ୍ରାଣ ହରାଇଛନ୍ତି କରୋନାର ନୃଶଂସ ସଂକ୍ରମଣରେ ।
Read More...

ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ । ଜଣାପଡ଼ିଲା ହତ୍ୟକାରୀ କିଏ । ଶାନ୍ତିରେ ନିଃଶ୍ୱାସ ମାରିଲେ ଜନତା ଓ ପୋଲିସ ।ଶନିବାର ଲୁତୁରପଙ୍କ ନିକଟରେ ଧାନବିଲ କଡ଼ରୁ ମିଳିଥିଲା ଏକ ହାତ, ଗୋଡ ଓ ମୁଣ୍ଡ ବିହୀନ ମୃତଦେହ । ଏହି ଘଟଣାର ତଦନ୍ତ
Read More...

୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ୮୦ ନୂଆ ପେସେଂଜର ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି । ରେଲୱେ ଅନୁସାରେ ସଂପୃକ୍ତ ଟ୍ରେନ୍‌ଗୁଡ଼ିକ ଆଗରୁ ଚାଲିଥିବା ୨୩୦ ସ୍ପେସାଲ୍‌ ଟ୍ରେନ୍‌ଠାରୁ ଅଲଗା ହେବ । ଆଜି ଦିନ ୧୦ଟାରୁ ଏହି ୮୦ ନୂଆ ଟ୍ରେନ୍‌ ପାଇଁ ଟିକେଟିଂ ବୁକିଂ ଆରମ୍ଭ ହୋଇଯାଇଛି । ଏବେ ଏହି ନୂଆ
Read More...

ଗତ ବର୍ଷ ବନ୍ୟାର ସହାୟତା ରାଶି ବଣ୍ଟନରେ ଅନିୟମିତତା : ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ହେଉଛି ଅଭିଯୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ବର୍ଷାରେ ଭାଙ୍ଗି ଯାଇଥିବା ଘରର କ୍ଷତିପୂରଣ ଓ ଚାଷ ଜମି ନଷ୍ଟର କ୍ଷତିପୂରଣ ରାଜସ୍ୱ ବିଭାଗ ପକ୍ଷରୁ ପର୍ୟ୍ୟାୟକ୍ରମ ବଣ୍ଟନ କରାଯାଉଛି । ହେଲେ ୯୦ ଭାଗ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀ ଏହା ପାଉ ନଥିବା ଅଭିଯୋଗ କରିଛନ୍ତି
Read More...

ପୋଲିସ-ମାଓବାଦୀ ସଂଘର୍ଷରେ ଦୁଇ ଏସଓଜି ଯବାନ ସହିଦ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ପୋଲିସ-ମାଓବାଦୀ ସଂଘର୍ଷରେ ମାଓ ଏନକାଉଣ୍ଟରରେ ଦୁଇ ଏସଓଜି ଯବାନ ସହିଦ ହୋଇଛନ୍ତି । ଏସଓଜି ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ମଧ୍ୟ
Read More...