Monthly Archives

November 2020

ବଲିଉଡ ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ୱାଇ: ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆୟୁଷ ତିୱାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ସୂଚନା ମିଳିଛି । ନିର୍ଦ୍ଦେଶକ ଶ୍ରୀ ତିୱାରୀ ଏବଂ ତାଙ୍କ ସାଙ୍ଗ ରାକେଶ ଶର୍ମାଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଭଳି ସଂଗୀତ ଅଭିଯୋଗ ସାରା ସିନେମା ଜଗତରେ ଚ‌ର୍ଚ୍ଚାର ବିଷୟ ପାଲଟିଛି ।…
Read More...

ଆଜି ମହାନ୍‌ ଐତିହ୍ୟ ପରମ୍ପରାର ପର୍ବ କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ଐତିହ୍ୟ ଓ ପରମ୍ପରାର ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଆଜି । ଏହାକୁ ରାସ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଇଥାଏ । ପୁରାଣ କଥା ଅନୁସାରେ ଏହି ଦିବସରେ ରାଧାକୃଷ୍ଣଙ୍କ ନୃତ୍ୟୋତ୍ସବ ଗୋପୀମାନଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା । ଗୋପୀମାନେ ରାଧାକୃଷ୍ଣଙ୍କ…
Read More...

ଗାଈ ମାରିଲେ ଦୋଷ କାହାର ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ଯୁଗ ହେଉ କି ଆଧୁନିକ ଯୁଗ ଗାଈ ସଦା ସର୍ବଦା ପୂଜନୀୟା । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗାଈକୁ ଗୋମାତାର ଆଖ୍ୟା ଦିଆଯାଇଥିବା ବେଳେ ଗୋମାତାଙ୍କ ଦେହରେ ୩୩ କୋଟି ଦେବାଦେବୀଙ୍କ ଅବସ୍ଥିତିର ମାନ୍ୟତା ରହିଛି । ହେଲେ ବର୍ତମାନ କିଛି ସ୍ୱର୍ଥୀ ଏବଂ ନିଚ…
Read More...

ସମୁଦ୍ରରେ ଚୀନ୍‌ର ଶକ୍ତିଶାଳୀ ଆଣବିକ ବୁଡ଼ାଜାହାଜ : ଭାରତ ଓ ଆମେରିକାର ଟେନସନ ବଢ଼ାଇବ

ନୂଆଦି‌ଲ୍ଲୀ : ସମଗ୍ର ବିଶ୍ୱରେ ଏହାର ଆକ୍ରମଣାତ୍ମକ ନୀତି ପାଇଁ କୁଖ୍ୟାତ ଚୀନ୍ ବର୍ତ୍ତମାନ ସମୁଦ୍ରରେ ଏକ ନୂଆ ଖେଳ ଖେଳୁଛି । ଏହାର ଶକ୍ତିଶାଳୀ ଆଣବିକ ବୁଡ଼ାଜାହାଜ ଗୁପ୍ତ ଭାବରେ ଦକ୍ଷିଣ ଚୀନ୍ ସାଗର, ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରରେ ପରିକ୍ରମା କରୁଛି । ଏହି…
Read More...

ଏକ ଦିବସୀୟ ଫ୍ରେଣ୍ଡ୍‌ସିବ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମା‌ପ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଫ୍ରେଣ୍ଡ୍‌ସିବ ଷ୍ଟାର ଆନୁକୁଲ୍ୟରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାବୁନ ବୁରେଇ ଖେଳପଡିଆରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଆଠଟି ଦଳ…
Read More...

କେଶରିଆ ହିନ୍ଦୁ ବାହିନୀ ତରଫରୁ ମିଶ୍ରଣ ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କେଶରିଆ ହିନ୍ଦୁ ବାହିନୀ ତରଫରୁ ସ୍ଥାନୀୟ କାର୍ୟ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ତଥା ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବଲାଙ୍ଗିରର ବିଶିଷ୍ଠ…
Read More...

ଏଲ୍‌ଏଣ୍ଡ୍‌ଏସ୍‌ କ୍ଲବର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର : କ୍ଲବର ଐତିହ୍ୟ ଓ ପରଂପରାର ସୁରକ୍ଷା ପାଇଁ ଖର୍ଚ୍ଚ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବ ପୁରାତନ କ୍ଲବ ଘର, ଯାହାକି ଲିଟେରେରୀ ଏଣ୍ଡ୍‌ ସୋସିଏଲ କ୍ଲବ ନାମରେ ପରିଚିତ । ତାର ଐତିହ୍ୟ, ପରଂପରା ଓ ସଂସ୍କୃତି ସୁରକ୍ଷିତ ରଖି ଆଗାମୀ ପିଢି ପାଇଁ ଯେପରି ଏହିି ସର୍ବ ପୁରାତନ କ୍ଲବ ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତିର…
Read More...

ପିପିଲିପାଲି ଯୁବକ ସଙ୍ଘ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲା ସଂକ‌ଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ସ୍‌ସ୍ଥିତ ପିପିଲିପାଲି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ଆଜି ପିପିଲିପାଲି ଯୁବକ ସଙ୍ଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କରୋନା ଯୋଦ୍ଧା ସମ୍ମାନରେ ସଂକ‌ଳ୍ପ ପରିବାର, ବରଗଡ଼କୁ ସମ୍ମାନିତ କରାଯାଇଥିଲା ।…
Read More...

ବେନିଆବ‌ନ୍ଧ ଗାଁକୁ ସଫାକଲେ ଯୁବ ଗୋଷ୍ଠୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେନିଆବ‌ନ୍ଧ ଗାଁରେ ସ୍ୱଚ୍ଛତା ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଗୋଷ୍ଠୀ । ଦିନକୁ ଦିନ ଗାଁରେ କୁଢ଼ କୁଢ଼ ମଇଳା ଆବର୍ଜନା ଭରପୁର ରହି ଆସୁଥିଲା । ଶେଷରେ ବାଧ୍ୟ ହୋଇ ନିଜ ଗ୍ରାମକୁ ସଫା କରିଛନ୍ତି ଯୁବ ଗୋଷ୍ଠୀ ।…
Read More...

କୁମାରସ୍ୱାମୀ ମହୋତ୍ସବ ପାଇଁ କଳସ ଯାତ୍ରା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ ପରମ୍ପରା, ସାହିତ୍ୟ, ଲୋକଗୀତ ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବୁଢିପଦରର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ଅପରାହ୍ନରେ କଳସ ଯାତ୍ରା…
Read More...