Daily Archives

ଉପଜିଲ୍ଲାପାଳଙ୍କ ଆକସ୍ମିକ ପରିଦର୍ଶନରେ ପଡ଼ାବସୀ ଉଲ୍ଲସିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସ୍ଥିତ ନୀଳଚକ୍ର ନଗର, ଯାହା ଟିଟିଲାଗଡର ଆଠ ନମ୍ୱର୍ ୱାର୍ଡ । ସେଠାରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରଶାସନ ପାଖରେ ଦୀର୍ଘ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ । କିନ୍ତୁ କୌଣସି ପ୍ରସାଶନିକ ଅଧିକାରୀ ସମସ୍ୟାର ସମାଧାନ କରୁନଥିଲେ ।…
Read More...

ଅସହାୟଙ୍କୁ ସବୁ ସମୟରେ ସହାୟତାର ହାତ ବଢାଉଛି ରାଏମନ୍ ଫାଉଣ୍ଡେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କରୋନା ମାହାମାରୀ ପାଇଁ ସମଗ୍ର ଦେଶରେ ଜନଜୀବନ ଅସ୍ତବ୍ୟ‌ସ୍ତ ହୋଇ ପଡ଼ିଛି । ଲକଡାଉନ ସଟଡାଉନ ପାଇଁ ଗରୀବ ପରିବାର ପାଖରେ ରୋଜଗାର ମଧ୍ୟ ନାହିଁ । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ଗୋଟିଏ ନିରୀହ ଗରିବ ପରିବାର ର ଦୁଃଖ…
Read More...

ମଧୁମୟ କଳା ସଂଗଠନ ତରଫରୁ କଳାକାରମାନଙ୍କୁ ସମ୍ବର୍ଦ୍ଧନା

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ମଧୁମୟ କଳା ସଂଗଠନ ତରଫରୁ କରୋନ କଟକଣାକୁ ଦୃଷ୍ଟିରେ ରଖି ସରକାରୀ ନୀତିନିୟମକୁ ପାଳନ କରି ଅନଲାଇନ ମାଧ୍ୟମରେ ନୃତ୍ୟ, ଗୀତ, ଅଭିନୟ , କବିତା , ଲୋକ ବାଦ୍ୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଜି ଆସ୍ଥା ନିବାସ ବରଗଡ ଠାରେ ସଂଗଠନର…
Read More...

ସୁଧୁରୁଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା : କରୋନା ରୋଗୀଙ୍କ ପାଇଁ ବଢୁଛି ଆସିୟୁ ବେଡ୍‌, ପରୀକ୍ଷା କିଟ୍‌ ଓ ଅକ୍ସିଜେନ୍‌…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସପ୍ତାହରେ କରୋନା ବଲାଙ୍ଗିର ସହରରେ ତାର କରାଳ ରୂପ ଦେଖାଇଛି । ଅନେକେ ଏହାର ସଂକ୍ରମଣରେ ସଂକ୍ରମିତ ହୋଇଥିବା ବେଳେ ସହରର କିଛି ଚିହ୍ନାମୁହଁ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି । ଏହି ଭିତରେ ସହର ତଥା ଜିଲ୍ଲାରେ କରୋନା ନିୟନ୍ତ୍ରଣ ତଥା ରୋଗୀଙ୍କ…
Read More...

ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା ହେଲା : ଜେ.ପି. ନଡ୍ଡା ଟିମ୍‌ରେ ୪ ଓଡ଼ିଆ ସାମିଲ୍‌

ଭୁବନେଶ୍ୱର : ବିଜେପି. କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ବିଜେପି ସଭାପତି ଜେ.ପି. ନଡ୍ଡା । ତେବେ ଦୁଇ ଜଣ ଓଡ଼ିଆ ନିଜର ପଦ ବଜାୟ ରଖିଛନ୍ତି । ଉପସଭାପତି ପଦରେ ପୂର୍ବଭଳି ବୈଜୟନ୍ତ ପଣ୍ଡା ରହିଥିବା ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ସ୍ଥାନ ବଜାୟ ରଖିଛନ୍ତି ସମ୍ବିତ ପାତ୍ର ।…
Read More...

କୋକଡୁଙ୍ଗୁରୀ ଠାରେ ବିଜେପିର ସାଂଗଠାନିକ ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀ ଠାରେ ଭାରତୀୟ ଜନତା ପାର୍ଟି ଗଁରେଇ ମଣ୍ଡଳର ସଭାପତି ମହାଦେବ ଶାହାଣୀଙ୍କ ସଭାପତିତ୍ୱରେ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଦିବସ ଏବଂ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ନୋଟିସ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ସିନ୍ଧେକେଲା ମୁଖ୍ୟ ରାସ୍ତାର ଜବରଦଖଲ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ…
Read More...

ହରିଶଙ୍କର କ୍ଷେତ୍ରର ବିକାଶ ପାଇଁ ସଂସଦରେ ଦାବୀ ଉପସ୍ଥାପନ କଲେ ସାଂସଦ

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସୈନ୍ଦର୍ଯ୍ୟଭରା ଖପ୍ରାଖୋଲ ବ୍ଲକର ଗନ୍ଧମାର୍ଦ୍ଦନ ପାହାଡକୁ ଲାଗିଥିବା ହରିଶଙ୍କର କ୍ଷେତ୍ର । ଐତିହାସିକ , ପୌରାଣିକ ତଥା କିମ୍ବଦନ୍ତୀରେ ଉଲ୍ଲେଖ ଥିବା ଏହି କ୍ଷେତ୍ରର ବିକାଶ ଆଜି ଯାଏଁ ଆଶାନୁରୂପକ ହୋଇ ପାରିନାହିଁ ।…
Read More...

ତିନି ସାମ୍ବାଦିକଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (ରବି ରଥ) : ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ "ଆଜିକାଲି'ର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ନୟାଗଡ଼ରୁ ପ୍ରକାଶ ପାଉଥିବା "ଗ୍ରହରାଜ'ର ସମ୍ପାଦକ ହରିହର ମହାପାତ୍ର ଓ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି…
Read More...

ବିଜେପି ନେତା କୈଳାଶ ମେହେରଙ୍କ ପରଲୋକ

ପାଟଣାଗଡ଼, (ଅଜିତ ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ମୁଣ୍ଡୋମହୁଲ ଗ୍ରା.ପ.ର ପୂର୍ବତନ ସରପଞ୍ଚ, ରାଣୀସଗର ଗାଁର ଗଅଁନ୍ତିଆ ତଥା ବିଜେପି. ନେତା କୈଳାଶ ମେହେର(୬୪)ଙ୍କ ପରଲୋକ ହୋଇଯାଇଥିବା ଖବର ଆସିବା ପରେ ସାରା ଅଂଚଳରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । କରୋନା ଆକ୍ରାନ୍ତ ହେବାପରେ ସେ…
Read More...