Daily Archives

ମନରେଗା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବିନା କାମରେ ମିଳିଛି ପାରିଶ୍ରମିକ, ହେଲେ ଶ୍ରମିକର ପାଉଣା ଗାଏବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜବୋଡାସମ୍ବର ବ୍ଲକର ବରିକେଲ ପଂଚାୟତ ଚାରପାଲି ଗ୍ରାମରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତ ୨୦୨୦–୨୧ କାର୍ୟ୍ୟ ବର୍ଷ ପ୍ରକଳ୍ପ ଅଟକଳ ପରିମାଣ ପାଂଚ ଲକ୍ଷ ଟଙ୍କା ହୋଇଥିବା ବେଳେ…
Read More...

ସାଦଖୁଆ ଓ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ର 'ଖ'ରେ ଛୋଟ ପିଲାମାନଙ୍କୁ କୃମିନାଶକ ଔଷଧ ଦିଆଯିବା ସହିତ ଗର୍ଭବତୀ ମାଆମାନଙ୍କୁ ସାଦ ଖୁଆଇବା(ଗୋଦ ଭରେଇ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…
Read More...

ଭୂମିହୀନ ଦେବହରୀଙ୍କୁ କେବେ ମିଳିବ ଜମି ?

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ଗ୍ରାମର ଅନୁସୂଚିତ ଜନଜାତି ତଥା ଭୂମିହୀନ ଦେବହରୀ ପାଣ୍ତେ(୬୮) ଦୀର୍ଘ ବର୍ଷ ହେଲା ସରକାରୀ ଜମି ଖଣ୍ତେ ପାଇବା ପାଇଁ ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଧାଇଁ ଧାଇଁ ହାରିଗୁହାରୀ କରିଆସୁଥିଲେ ମଧ୍ୟ ସତ୍ତ୍ୱାଧିକାର ପାଇପାରୁ ନଥିବା ଜଣାଯାଇଛି ।…
Read More...