ନିର୍ମାଣାଧୀନ ବିଜୁ ସେତୁ ଭୁଷୁଡ଼ିବା ଘଟଣା : ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କଲା ଉମରକୋଟ୍ ପୁଲିସ
ଉମରକୋଟ (କେପିଏନ୍ଏସ୍): ଗତ ଜାନୁଆରୀ ୧୦ ଉମରକୋଟ ଥାନା ତାଲାପଦରରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଟିକିରିରୁ ଗିରଫ କରିଛି ଉମରକୋଟ ପୁଲିସ । ସେତୁ ଭୁଶୁଡ଼ିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ!-->…
Read More...
Read More...