Browsing Tag

turekela news

ଉପଯୁକ୍ତ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦଲିପାଲି ଗାଁର ବିଧବା ବୃଦ୍ଧ ବୃଦ୍ଧା ଏଯାଏଁ ୪ରୁ ୫ ମାସର ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ହିତାଧିକାରୀମାନେ ସରପଞ୍ଚଙ୍କୁ ଗୁହାରି କରିବାରୁ ମୁଁ…
Read More...

ବାଇକ୍‌ ଦୁର୍ଘଟଣାଗ୍ରସ୍ତ : ୧ ଗୁରୁତର

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତାର କୁର୍ଲି ଗାଁ ରାସ୍ତାରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବେଲପଡା ବ୍ଲକ ମାଲପଡା ଗାଁର କୀର୍ତ୍ତି ଧରୁଆ(୨୮ବର୍ଷ) ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ପଠାଇଥିଲା…
Read More...

ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗତକାଲି ବ୍ଲକର ପଞ୍ଚାୟତ ଅଧିକାରୀ ଗୋବିନ୍ଦ ଭୋଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ଥାନରେ ନୂତନ ପଞ୍ଚାୟତ ଅଧିକାରୀ ଭାବରେ ଅଶୋକ ପାଣିଗ୍ରାହୀ ଯୋଗ…
Read More...

ବୁଢୀ ବାହାଲରେ ପୋଷଣ ମାସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ବୁଢୀ ବାହାଲ ଗ୍ରାମରେ ଗୁରୁବାର ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ମାଧୁରୀ ହୋତାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସବୁଜ ପନିପରିବା ଏବଂ ସନ୍ତୁଳିତ ଖାଦ୍ୟଶସ୍ୟ ପ୍ରଦର୍ଶନ କରାଯାଇଥିଲା । ଅଙ୍ଗନୱାଡି କର୍ମୀ ଓ…
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କନ୍ଦେଇ ପଞ୍ଚାୟତ ଟିକ୍ରାପଡାର କଳାକାରମାନେ ବୃକ୍ଷ ରୋପଣ କରିଛନ୍ତି । ବିଜେଡି ପଞ୍ଚାୟତ ସଭାପତି ଯଦୁମଣି ପୁଟେଲଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ବିକାଶ କଳା ପରିଷଦର କର୍ମକର୍ତ୍ତା ସମେତ ଦୀଳସୁନ୍ଦର ପଟେଲ, ପୁରନ୍ଦର ପଟେଲ, ଶିଶୁ ବିକାଶ…
Read More...

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ପୂଜା ବେହେରାଙ୍କ ଆହ୍ୱାନ କ୍ରମେ ବିଏସ୍ଏସ୍ଓ ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ଏହି…
Read More...

ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁର ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିବାରୁ ବର୍ଷା ଦିନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବାଲଦାଶ ଗାଁରୁ କଷାମାଲ ଗାଁ…
Read More...

ବଡବାଙ୍କି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ସମ୍ମେତ ଚାରପାଣି, ମୁରିବାହାଲ, ସାଲେମୁଡଗା, ଜାମକି, ସାନବାଙ୍କି, ମୁଡକାନି, ଆଖପାଖ ଗାଁର ପ୍ରତ୍ୟେକ ଘରେ ଏକରୁ ଅଧିକ ଲୋକଙ୍କୁ ଜ୍ୱର ବ୍ୟାପୀ ଯାଇଥିବା ହେତୁ ଗତ…
Read More...

ନୂଆଁଖାଇ ଭେଟ୍‌ଘାଟ୍ ପାଇଁ ଜିଲ୍ଲା କନ୍ଧ ସମାଜର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଟଝୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନୂଆଁଖାଇ ଭେଟ୍‌ଘାଟ୍ ପାଇଁ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…
Read More...

ଦାଦନ ଶ୍ରମିକଙ୍କ ପିଡିଏସ୍‌ ଚାଉଳରେ ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଗାଁର ଦାଦନ ଶ୍ରମିକମାନେ ପ୍ରତିବର୍ଷ ଦେଶାନ୍ତର ହେଉଛନ୍ତି । ସରକାରଙ୍କ ଠାରୁ ଏହି ପ୍ରବାସୀମାନଙ୍କ ନାମରେ ଯେଉଁ ପିଡିଏସ୍‌ ଚାଉଳ ଆସୁଛି ସେଥିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଯଦି ଯୋଗାଣ…
Read More...