ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି
ତୁରେକେଲା, (କୈଳାଶ ସଗ୍ରିଆ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ରବିବାର ତାଙ୍କ ଜନ୍ମ ବାର୍ଷିକୀରେ ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନ୍ ସିଲେଟ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ଅବସରରେ ଅସହାୟ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଓ କପଡା ସହିତ!-->…
Read More...
Read More...