Browsing Tag

turekela news

ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କଠାରୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୩ ପାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା…
Read More...

ଆଜିର ଯୁଗରେ ବି ପାଣି ପାଇଁ ଡହକବିକଳ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲି ବେଲ୍ ଡୁଙ୍ଗୁରିପଡାବାସୀ ଦୀର୍ଘ ପ୍ରାୟ ୧୦ ବର୍ଷ ହେବ ପାଣିର ଅସୁବିଧା ଭୋଗୁଥିବା ନେଇ ଅଭିଯୋଗ କରିଛନ୍ତି । ପାଣି ସମସ୍ୟାକୁ ନେଇ ଅନେକ ଥର ୱାର୍ଡ ସଦସ୍ୟ, ସରପଞ୍ଚ ତଥା…
Read More...

କାଳବୈଶାଖୀର ତାଣ୍ଡବ ଲୀଳା : କ୍ଷତିଗ୍ରସ୍ତଙ୍କୁ ସରକାରୀ ସହଯୋଗ ଦାବୀ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲବାହାଲି ଗାଁରେ କାଳବୈଶାଖୀର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି । ଏଥିଯୋଗୁଁ ପହରିଆପଡ଼ାର ସହଦେବ ମାଝିଙ୍କ ଦୁଇ ବଖରା ସହ ପରଚିର ଆଡ୍‌ବେଷ୍ଟେଜ୍‌ ସବୁ ଭାଙ୍ଗି…
Read More...

ଯୌତୁକ ଦାବୀ କରି ନିଶାଶକ୍ତ ସ୍ଵାମୀଙ୍କ ଉନ୍ମତ୍ତ କାଂଡ଼

ତୁରେକେଲା, (କୌଳାସ ସଗ୍ରିଆ) : ଯୌତୁକ ଦାବୀ କରି ଜଣେ ନିଶାଶକ୍ତ ସ୍ଵାମୀଙ୍କ ଉନ୍ମତ୍ତ କାଂଡ଼ ଦେଖିବାକୁ ମିଳିଛି । ପୀଡ଼ିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା କୁହାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି…
Read More...

ପଖନମୁଣ୍ଡା ବିଦ୍ୟାଳୟ ପାଇବ ପ୍ରକୃତି ମିତ୍ର ପୁରସ୍କାର

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସୋମବାର ୨୯ ମଇ ୨୩ ଦିନ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି । ଜଙ୍ଗଲ, ପରିବେଶ ଓ…
Read More...

ବାଇକ୍‌ରୁ ଖସିପଡି ମା’ ଓ ଶିଶୁ ଗୁରୁତର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା-ଲାଠୋର ରାସ୍ତାରେ ବାଇକ୍‌ରୁ ଖସିପଡି ମା’ ଓ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଲପଡା ବ୍ଲକ କାନୁଟ୍‌ ଗାଁର ରଂଜିତ ପୁଟେଲ ତାଙ୍କ ସ୍ତ୍ରୀ…
Read More...

ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣା : ନାବାଳିକା ଏବେ ଅସହାୟ

ତୁରେକେଲା, (କୈଳାଶ ସଗ୍ରିଆ) : ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ନାବାଳିକା ଏବେ ଅସହାୟ ଅବସ୍ଥାରେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବ୍ରୀ ଗାଁର ମଲ୍ଲିକପଡାରେ ରହୁଥିଲେ ଗୋଧନ…
Read More...

ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ଯେମାକାନ୍ତି ମାଝି ଆଦିବାସୀ ସମ୍ପ୍ରଦାୟର ଗଣ୍ଡ ଜାତୀୟ ଦୈନିକ ଖଟିଖିଆ…
Read More...

ଅଂଶୁଘାତ ଓ ଗୃହକାର୍ଯ୍ୟ ଉପରେ ସଚେତନତା ବୈଠକ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଂଶୁଘାତରୁ ରକ୍ଷା ଓ ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀମାନେ କିପରି ଗୃହକାର୍ଯ୍ୟ କରିବେ ତା' ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟର ପ୍ରଧାନ…
Read More...

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ହିଆଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ଉପନିର୍ବାଚନ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପାର୍ଥୀ ପାଇଁ ଉପନିର୍ବାଚନ ଗତକାଲି ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି । ଗତକାଲିର ଏହି ମତଦାନରେ ସମୁଦାୟ ଭୋଟର ସଂଖ୍ୟା ୫୬୪୮ ଜଣ ଥିବା ବେଳେ ୩୮୧୦ ଜଣ ଭୋଟର ମତଦାନ…
Read More...